Browsing Category

ଆଞ୍ଚଳିକ

ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ଧର୍ମ ଗୁରୁ ମାନଙ୍କର ଭୂମିକା ସମ୍ପର୍କରେ ସଚେତନତା ବୈଠକ

ଦାରିଙ୍ଗବାଡ଼ି, (୯/୬) : ପ୍ରେମ୍ ଓ ଏଡୁକୋ ଅନୁଷ୍ଠାନ ଆନୁକୁଲ୍ୟରେ ଦଣ୍ଡିମା ସ୍ଥିତ ପ୍ରେମ୍ କାର୍ଯ୍ୟାଳୟ ଠାରେ ୭ଟି ଗ୍ରାମର ବିଭିନ୍ନ ଧର୍ମର ଧର୍ମ ଗୁରୁ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ଓ ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ଗ୍ରାମ ସ୍ତରରେ ସେମାନଙ୍କ ଭୂମିକା…

ଗଞ୍ଜାମ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ : ଜିଲ୍ଲାପାଳ

ଛତ୍ରପୁର(୦୯.୦୬) : ସମସ୍ତ ବିଭାଗର ମିଳିତ ସହଯୋଗ ଦ୍ବାରା ଗଞ୍ଜାମ ଜିଲ୍ଳା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଆଭାସି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । କୋଭିଡ୍ ର ଭୟାବହତା ପରେ ସୁରଟ ଏବଂ ରାଜ୍ୟ…

ସରକାରୀ ଜାଗା ଦଖଲକୁ ନେଇ ଆଦିବାସୀ ଓ ବଙ୍ଗାଳିଙ୍କ ମଧ୍ୟରେ ଵିଵାଦ : ୩୨୬ ରାଜପଥ ଅବରୋଧ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ ଭି ୧୨୬ ଗ୍ରାମ ମୁଖ୍ୟ ସଡ଼କ ଉପରେ ଥିବା ସରକାରୀ ଜାଗା ଦଖଲକୁ ନେଇ କିଛିଦିନ ତଳେ ହେଇଥିବା ଵିଵାଦ କୁ କେନ୍ଦ୍ର କରି ଆଜି କିଛି ବଙ୍ଗୀୟ ଲୋକ ରାସ୍ତା ରୋକ କରିଛନ୍ତି । ଘଟଣା ରୁ ପ୍ରକାଶ ଜାତୀୟ ରାଜପଥ ଶଲଗ୍ନ ଏମ ଭି 126 ଗ୍ରାମଟି…

ଶିବାଜୀ ପଟ୍ଟନାୟକ ଥିଲେ ମହାସଂଗ୍ରାମୀ

ବ୍ରହ୍ମପୁର : ସିପିଆଇଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଶିବାଜୀ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏଥିରେ ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଯୋଗ ଦେଇ ଶିବାଜୀ ବାବୁ ଜଣେ ମହା ସଂଗ୍ରାମୀ ଥିଲେ ବୋଲି ଉଲ୍ଲେଖ କରିଥିଲେ।ଜୀଵିତ ଅବସ୍ଥାରେ ଛାତ୍ର…

ବାହୁଦା ନଦୀରୁ ବେ ଆଇନ ବାଲି ଚାଲାନ

ଚିକିଟି : ଚିକିଟି ତହସିଲ ଓଡ଼ିଶା ଆନ୍ଧ୍ର ସୀମାନ୍ତ ବାହୁଦା ନଦୀରୁ ବେ ଆଇନ ବାଲି ଚାଳନ ନେଇ ବାରମ୍ବାର ଅଭିଯୋଗ ସାଙ୍ଗକୁ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।ଏହାକୁ ଭିତି କରି ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଘନ ଘନ ଚଢ଼ାଉ ଆରମ୍ଭ କରି ବହୁ ଗାଡ଼ି ସିଜ କରିଥବା ବେଳେ ଗତ…

ଶୀତଳ ଭଣ୍ଡାରର ଉପଯୁକ୍ତ ବ୍ୟବହାର ଦ୍ଵାରା ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ସମ୍ଭବ : ଜିଲ୍ଲାପାଳ ନିଖିଲ ପବନ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ସେବକ ଠାରେ ଶୀତଳ ଭଣ୍ଡାର ପରିଚାଳନା ଉପରେ ଆନ୍ତର୍ଜାତୀୟ କର୍ମଶାଳାସୁନ୍ଦରଗଡ଼ : ସୁନ୍ଦରଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକର ଆଞ୍ଚଳିକ ସାଧନ କେନ୍ଦ୍ରଠାରେ ଶୀତଳ ଭଣ୍ଡାର ପରିଚାଳନା ଉପରେ ଏକ ଦିବସୀୟ କର୍ମଶାଳା…

୧୩ ଦିନରେ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା

ଚିକିଟି : ଚିକିଟିପେଣ୍ଠ ର ଆରାଧ୍ୟl ଦେବୀ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ବୁଧବାର ୧୩ ଦିନରେ ପହଞ୍ଚିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ମୋନଜ ସାହୁ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମାଙ୍କ ସମସ୍ତ ରୀତି କାନ୍ତି ଠିକ ସମୟରେ ଶେଷ ହୋଇ ସନ୍ଧ୍ୟା ଆଳତି ପରେ ମାଙ୍କ…

ମଜୁରୀ ଟଙ୍କା ପାଇନଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

ଦାରିଙ୍ଗବାଡି,୮/୬ : କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ମନରେଗା ଯୋଜନାରେ ଶ୍ରମିକମାନେ ରାସ୍ତା କାମ କରି ଏକ ବର୍ଷ ରୁ ଉର୍ଦ୍ଧ ଦିନ ବିତିଯାଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିଜର ପାରିଶ୍ରମିକ ଟଙ୍କା ପାଇନାହାନ୍ତି । ସିମନବାଡ଼ି ଗ୍ରାମ ପଞ୍ଚାୟତ ସାରୁମାହା ଗ୍ରାମରୁ ଆସିଛି ଏଭଳି…

ଶ୍ରମିକ ବଦଳରେ ମେସିନ୍ କରୁଛି କାମ : ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା

ଫୁଲବାଣୀ // ବାଲିଗୁଡ଼ା : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା…

ଜାଗ୍ରତ କନ୍ଧମାଳ ପକ୍ଷରୁ ୬ଦଫା ଦାବୀ ପ୍ରଦାନ

ଫୁଲବାଣୀ (୮/୬) : ଆଜି ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ପଛୁଆ ବର୍ଗ ଓବିସି ସମ୍ପ୍ରଦାୟଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବିଚାରକୁ ନେଇ ୬ ଦଫା ଦାବି ଉପସ୍ଥାପନ କରିବା ପାଇଁ ମାଦୀକୁନ୍ଦା ଛକ ଠାରୁ ଶାନ୍ତି ପ୍ରତିବାଦ ସଭାଯାତ୍ରା ବାହାରି ଜିଲ୍ଲା ପାଳଙ୍କ ଅଫିସ୍ ସମ୍ମୁଖରେ…