Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ଆନୁକୂଲ୍ୟରେ ସାରସ୍ୱତ ସମାରୋହ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବଲ୍ଲଭ କୁମାର ରାଉତଙ୍କ!-->!-->!-->…
“ମୋ ଲେଖା ମୋ ଦୁନିଆ” କବିତା ଆସରରେ ଯୋଗଦେଲେ ଆଲିମ୍ପିଆନ ଦୂତୀ ଚାନ୍ଦ…
ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ, କଳାହାଣ୍ଡି ଆନୁକୂଲ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଜନ୍ମଦିବସ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଏକ କବିତା ଆସର ଆୟୋଜନ କରାଯାଇଥିଲା । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ ଆନ୍ତାର୍ଜାତିକ ଆଲିମ୍ପିଆନ ଦୂତୀ ଚାନ୍ଦ!-->!-->!-->…
ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ…
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ରାଉରକେଲା : ରାଉରକେଲା ସ୍ମାର୍ଟ ସିଟି ଓ ଆରଏମସି ପକ୍ଷରୁୂ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ରାଉରକେଲା ଏଡିଏମ ତଥା ସ୍ମାର୍ଟ ସିଟିର ସିଇଓ ଏବଂ ରାଉରକେଲା ମହାନଗର ନିଗମର କମିଶନର ଡଃ ଶୁଭଙ୍କର!-->!-->!-->…
ଗୁରୁତର ଅବସ୍ଥାରେ ପାହାଡ଼ରୁ ନାବାଳିକା ଉଦ୍ଧାର
ହିଂଜିଳିକାଟୁ (୭ା୬) : ହିଂଜିଳି ଥାନା ଅଂଚଳର ଏକ ଗାଁରେ ସୋମବାର ରାତିରେ ଶୀତଳଷଷ୍ଠୀ ନିମନ୍ତେ ରାମାୟଣ ନାଟକ ଚାଲିଥିଲା । ଗାଁ ର ଶେଷମୁଣ୍ଡରେ ଚାଲିଥିବା ଏହି ନାଟକ ନିକଟରେ ଥିବା ଏକ ପାହାଡ଼ରୁ ରାତିରେ ଗୁରୁତର ଓ ଅଚେତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ
ଫୁଲବାଣୀ : ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖ ନିୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦା ଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି l ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ!-->!-->!-->…
ନିମ୍ନ ମାନର ରାସ୍ତା କାମକୁ ନେଇ ଜନ ଅସନ୍ତୋଷ : ୧କୋଟି ୨୨ଲକ୍ଷ ଟଙ୍କାର ପିଚୁ ରାସ୍ତା ବଦଳରେ ଦିଶୁଛି ମାଟି…!
ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ...
ମାଲକାନଗିରି : କିଛି ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ (RD1)ଦ୍ୱାରା ନିର୍ମିତ ଲାକଟିଗୁଡ଼ା ଠାରୁ ଗଡ଼ିଆଳି ୩.୫ କିମି ରାସ୍ତା ଯାହା କି ସୂଚନା ଫଳକା ଅନୁଯାୟୀ ୧୩.୪.୨୦୧୮ ରେ ଆରମ୍ଭ ହୋଇ ୧୨.୧.୧୯ ରେ ଶେଷ ହୋଇଥିବା ବେଳେ ବର୍ତ୍ତମାନ!-->!-->!-->…
ଦୀର୍ଘ ଦିନ ପରେ ଉପାନ୍ତରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର
ଚିତ୍ରକୋଣ୍ଡା(୦୭/୦୬) : ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲକ୍ୟାମ୍ପ ମୁଖ୍ୟ ରାସ୍ତା ରେ ଲାଗିଲା ଲାଲ ବାହିନୀର ଧମକପୂର୍ଣ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ!-->…
ବିଏସ୍ଏଫ୍ ଶିବିର ନିକଟରୁ ଜୀବନ୍ତ ବୋମା ଉଦ୍ଧାର, ଅଘଟଣ ପୂର୍ବରୁ ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି ସୀମାନ୍ତ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ମନ୍ତ୍ରୀଆମ୍ବ ନିକଟରେ ମାଓବାଦୀଙ୍କ ବଡ଼ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ବିଏସ୍ଏଫ୍ ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ପୋତି ଥିବା ଟିଫିନ୍ ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ!-->…
ବହୁମୁଖୀ ସମବାୟ ସମିତି ନିର୍ବାଚନରେ ସମବାୟ ଆଇନ ଉଲଂଘନ ଅଭିଯୋଗ
ଦାରିଙ୍ଗବାଡ଼ି (୭/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS)ର ପରିଚାଳନା ପରିଷଦ ସଦସ୍ୟ /ସଦସ୍ୟା ପଦବୀ ପୂରଣ ନିମନ୍ତେ ଗତ କାଲି ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା। ୧୫ଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ!-->!-->!-->…
ଦୁର୍ଗମ ଅଞ୍ଚଳ ଟିକରପଡା ରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡିଆ ଅଞ୍ଚଳ ଟିକରପଡା ଗ୍ରାମରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମା!-->!-->!-->…