Browsing Category

ଆଞ୍ଚଳିକ

ଆଠ ଶହ ଜାଗାରେ ମିଳିଲା ଛଅ ଶହ ଭତ୍ତା, ଆଉ ଦୁଇଶହ ପାଇଁ ଖର୍ଚ୍ଚ ପାଞ୍ଚ ଶହ

ଢେଙ୍କାନାଳ : ବୃଦ୍ଧ ଓ ବିକଳାଙ୍ଗ ମାନଙ୍କର ରୋଜଗାର ନାହିଁ ବୋଲି ,ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରେ ଭତା ହେଉଛି ଗୋଟିଏ । ଏହି ଭତା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଣ୍ଟନ କରୁଥିଲେ। ଏବେ ଏହା ବ୍ୟାଙ୍କ ଖାତାକୁ…

ରୋଟାରୀକ୍ଲବ ଆନୁକୂଲ୍ୟରେ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ…

ରାଉରକେଲା : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଆରଜିଏଚ ଠାରେ ରକ୍ତଦାନ ଶିବିର ଓ ମହିଳା ପ୍ରସୂତୀ ବିଭାଗ ରେ କୁଲର ଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ନିରୁପମା ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ…

ଜନ୍ତ୍ରୀ ଠାରେ ବୋଟ ଆମ୍ବୁଲାନ୍ସରେ ପ୍ରଥମ ରାଜ ନେତା ଭାବେ ପହଞ୍ଚିଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା

ଚିତ୍ରକୋଣ୍ଡା (୨୬/୦୫) : ସ୍ୱାଧୀନତାର ୭୦ ବର୍ଷ ପରେ ବୋଟ ଆମ୍ବୁଲାନ୍ସରେ ପ୍ରଥମ ରାଜ ନେତା ଭାବେ ପାଦ ଦେଇଛନ୍ତି ଚିତକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା | ଦିନେ ଯେଉଁଠି ନକ୍ସଲର ପ୍ରଜକୋଟ ଚାଲୁଥିଲା ଆଜି ସେଠି ପହଂଛିଛନ୍ତି ଚିତ୍ରକୋଣ୍ଡା ବିଧାୟକ | ବିଧାୟକ ଲୋକଙ୍କ ସହ ମିଶି ଲୋକଙ୍କ…

ମୁଦୁଲିପଡା ପୋଲିସି ଦ୍ୱାର ୧୧୨ କିଲୋ ଗଞ୍ଜେଇ ସହ ୨ଟି ବନ୍ଧୁକ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୋଲିସ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ଧରପଗଡ଼କୁ ଜୋରଦାର କରାଯାଇଛି । ବୁଧବାର ମୁଦୁଲିପଡା ଥାନା କର୍ମଚାରୀଙ୍କ ଦ୍ବାରା ପାଟ୍ରୋଲିଂ ସମୟରେ ପୂଜାରିଗୁଡା ଗାଁ ନିକଟ ଜଙ୍ଗଲରେ ୨ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଚାରିଟି ପ୍ୟାକେଟ ଧରି ଛିଡା ହୋଇଥିବା…

ଏମ୍ ଭି ୭୯ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ଭି ୭୯ ଥାନା ପ୍ରାଙ୍ଗଣରେ ଏମ୍ ଭି ୭୯ ପୋଲିସ ଙ୍କ ଦ୍ଵାରା ଆଜି ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ, ସାଇବର କ୍ରାଇମ, ଗୁଣି ଗାରେଡି, ସଡକ ସୁରକ୍ଷା ଓ ନିୟମ ତଥା ଜନ ସାଧାରଣ…

ଅର୍ଥ ନଥିବାରୁ କାମ ବନ୍ଦ କଲା ଠିକା କମ୍ପାନୀ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଅନିଶ୍ଚିତତା : ସମୀକ୍ଷା କଲେ…

ହିଞ୍ଜିଳିକାଟୁ(୨୬।୫) : ଯୋଜନା ପରେ ଯୋଜନା ମାଳ ମାଳ। ହେଲେ ନିର୍ମାଣ ବାକେୟା ଟଙ୍କା ନ ମିଳିବା ରୁ ଦୀର୍ଘ ଦିନ ଧରି କାର୍ଯ୍ୟ ବନ୍ଦ କଲା ଠିକା କମ୍ପାନୀ। ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ କୁହାଯାଉଥିବା ବେଳେ ଅର୍ଥ ଅଭାବରୁ ଅଧାରେ କାମ ବନ୍ଦ କରିଛି ଠିକା କମ୍ପାନୀ। ତାହା…

ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ୧୦ମ ଦିନରେ

ଫୁଲବାଣୀ : ଫୁଲବାଣୀ ସହର ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଦଶମ ଦିନରେ ପଦାର୍ପଣ ହୋଇଛି | ଏହି ଅଵସର ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ…

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟସ୍ତ ଇସ୍କନ ମନ୍ଦିର ନିକଟରେ ଗାଈ କୁ ଧକ୍କା ଦେଲା କାର…

ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟସ୍ତ ଇସ୍କନ ମନ୍ଦିର ନିକଟରେ କାର ହୁଣ୍ଡାଇ ଓ ଡ଼ି O୨ ବି ଏନ ୫ ୬ ୭ ୮ ଏକ ଗାଈ କୁ ଧକ୍କା ଦେଇ ଦୁର୍ଘଟଣାରେ ଘଟିଛି ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ନିକଟସ୍ଥ ବୁଢାଆମ୍ବ ଠାରୁ ଆନ୍ଦ୍ରପ୍ରଦେଶ ର ବିଶାଖାପାଟଣା…

ଗ୍ରାହକ ସେବା କେନ୍ଦ୍ରରେ ଆଦିବାସୀ ମହିଳାଙ୍କ ଜମା ଖାତାରୁ ଟଙ୍କା ଠକେଇ ଅଭିଯୋଗ…

ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଠାରେ ଶ୍ରୀନୁ ନାମକ ଵ୍ୟକ୍ତି ଏକ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିଲେ l ମଙ୍ଗଳବାର ଦିନ କୁରୁମାନୁର…

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ଆତ୍ମହତ୍ୟା ସନ୍ଦେ଼ହ…

ହିଞ୍ଜିଳିକାଟୁ : ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଘୋଡାହଡ ନଦୀପଠା ନିକଟ ଜନସ୍ବାସ୍ଥ୍ୟଵିଭାଗ ପମ୍ପହାଉସ ନିକଟ ନଦୀ ଆରପାଖ ତୋଟାରୁ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଶେରଗଡ଼ ଥାନା ଧନନ୍ତର ଗ୍ରାମର…