Browsing Category

ଆଞ୍ଚଳିକ

ଗ୍ରାହକ ସେବା କେନ୍ଦ୍ରରେ ଆଦିବାସୀ ମହିଳାଙ୍କ ଜମା ଖାତାରୁ ଟଙ୍କା ଠକେଇ ଅଭିଯୋଗ…

ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଠାରେ ଶ୍ରୀନୁ ନାମକ ଵ୍ୟକ୍ତି ଏକ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିଲେ l ମଙ୍ଗଳବାର ଦିନ କୁରୁମାନୁର…

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ଆତ୍ମହତ୍ୟା ସନ୍ଦେ଼ହ…

ହିଞ୍ଜିଳିକାଟୁ : ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଘୋଡାହଡ ନଦୀପଠା ନିକଟ ଜନସ୍ବାସ୍ଥ୍ୟଵିଭାଗ ପମ୍ପହାଉସ ନିକଟ ନଦୀ ଆରପାଖ ତୋଟାରୁ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଶେରଗଡ଼ ଥାନା ଧନନ୍ତର ଗ୍ରାମର…

ପ୍ରଧ୍ୟାପିକା ଡ.ସବିତା ପଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ…

ବ୍ରହ୍ମପୁର : ମହାମାୟୀ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଓଡ଼ିଆ ପ୍ରଧ୍ୟାପିକା ତଥା ଗାନ୍ଧୀ ନଗର ନିବାସୀ ସ୍ବର୍ଗତ ଡ଼.ସବିତା ପଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳିର ଆୟୋଜନ ବୁଧବାର ଚେନ୍ନାଇସ୍ଥିତ ଓଡିଶା ଭବନ ଠାରେ ସୁଚାରୁପେ ସମ୍ପୂର୍ଣ ହୋଇଯାଇଛି. ଏହି…

ଜୟନ୍ତୀପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା

ପାତ୍ରପୁର (୨୫/୦୫) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ଗ୍ରାମର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ ଜୟନ୍ତୀପୁର ଗ୍ରାମ ତେଲଗା ସାହିର ଏମ୍ ଡିଲ୍ଲିରାଉ (୫୮) ନାମକ ଜଣେ ବ୍ୟକ୍ତି…

ଶିକ୍ଷକଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ

ପାତ୍ରପୁର : ପାତ୍ରପୁର ବ୍ଳକ ଅଙ୍କୁଲି ପଞ୍ଚାୟତ ଗୁରୁଷିଙ୍ଗି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ରାଘବ ପ୍ରଧାନଙ୍କ ୨୪.୦୫.୨୦୨୨ ତାରିଖ ସକାଳ ୮ ଘଣ୍ଟା ସମୟରେ ବେଙ୍ଗେଇସାହି ଠାରେ ଦେହାନ୍ତ ଘଟିଛି।। ସେ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ…

ଗଂଜାମ ଜିଲ୍ଲାପାଳଙ୍କ ସହାୟତାରେ ଚେନ୍ନାଇରୁ ଫେରିଲା ଓଡିଆ ଶ୍ରମିକଙ୍କ ମରଶରୀର

ବ୍ରହ୍ମପୁର (୨୫/୦୫) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହାୟତାରେ ନିଜ ଜନ୍ମ ମାଟିକୁ ଫେରିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ l ଗତ ୨୨ ତାରିଖ ଦିନ ଚେନ୍ନାଇ ଠାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଜାଗିଲିପଦର ଲୁହାକୋଟ ଗ୍ରାମର ସାଗର ନାହାକ…

ରାଷ୍ଟ୍ରୀୟ ପଛୁଆବର୍ଗ ପକ୍ଷରୁ ଦାରିଙ୍ଗବାଡି ବଜାର ବନ୍ଦ

ଦାରିଙ୍ଗବାଡ଼ି (୨୫/୫) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦ୍ବାରା ଦିଆଯାଇଥିବା ଚରଣ ବଦ୍ଧ ଆନ୍ଦୋଳନ ଭାରତ ବନ୍ଦର ପ୍ରଭାବ ଦାରିଙ୍ଗବାଡ଼ି ରେ ଦେଖିବାକୁ ମିଳିଛି | ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ଆଦିବାସୀ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡା : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ବାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ । ୪ଟି ପୋଖରୀ ଖୋଳା କାମ ବାବଦରେ ବିଲ କରିବା ପାଇଁ ୫୦ ହଜାର ଟଙ୍କା…

ମାଲକାନଗିରି ପଞ୍ଚାୟତ ସମିତିର ସ୍ୱତନ୍ତ୍ର ପ୍ରଥମ ବୈଠକ ଅନୁଷ୍ଠିତ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମାଲକାନଗିରି ପଞ୍ଚାୟତ ସମିତି ଅଧିନସ୍ଥ ୧୯ ଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଓ ସଭ୍ୟ ଏବଂ ସରପଞ୍ଚ ବୃନ୍ଦଙ୍କୁ ନେଇ ଆଜି ମାଲକାନଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧,୦୦ ଘଣ୍ଟିକା ସମୟରେ…

କନ୍ଧମାଳ ସାଂସଦଙ୍କ ଦ୍ଵାରା ଉଦଘାଟିତ ହେଲା ଜିଲ୍ଲାପ୍ରେସ କ୍ଲବର ଅତିରିକ୍ତ ଗୃହ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ପ୍ରାୟ ୨୩ ଲକ୍ଷ ଟଙ୍କା ବ୍ୟୟରେ ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଳବର ଅତିରିକ୍ତ ଗୃହକୁ ମଙ୍ଗଳବାର କନ୍ଧମାଳ ସାଂସଦଡଃ ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ…