Browsing Category

ଆଞ୍ଚଳିକ

ସିମନବାଡି ହାଇସ୍କୁଲରେ ବାର୍ଷିକ ଉତ୍ସବ…

ଦାରିଙ୍ଗବାଡି : ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୨ ପାଳନ ହୋଇଯାଇଛି । ଏହି ଅବସରରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରି ସରୋଜିନୀ ନାୟକଙ୍କ ସଭାପତିତ୍ୱ କ୍ରମେ ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ । ଅତିଥି…

ନବରଙ୍ଗପୁର ଜିଲ୍ଲାପାଳ ,ଏସ ପି ଙ୍କ ରାଇଘର ଗସ୍ତ : ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଦୁର୍ନୀତି କାର୍ଯ୍ୟର…

ଉମରକୋଟ : ରାଇଘର ସଦରମୋହକୁମା, ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକରେ ଆଜି ଡ଼କ୍ଟର, କମଳ ଲଚନ ମିଶ୍ର, କଳଲେକ୍ଟର ଓ ସୁପେରଣ୍ଟେଣ୍ଡେଣ୍ଟ ଅଫ ପୋଲିସ ମହାଦୟା ଏମଏସ, ଏସ, ସୁଶ୍ରୀ ରାଇଘର ଗସ୍ତ କରି ବିଭିନ୍ନ ଦୁର୍ନୀତିକରନ ଓ ଉନ୍ନତିମୂଳକ କାର୍ଯ୍ୟର ଦେଖ ରେଖ କରିବା…

ବଡ଼ ମେଡ଼ିକାଲ୍ ବଞ୍ଚାଅ ଦାବୀରେ ଆଜି ଦଳ ପକ୍ଷରୁ ପ୍ରତିବାଦ ଓ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ ଆଜି ଦ୍ୱିତୀୟ…

ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ମିଳିତ ଭାବେ "ବଡ଼ ମେଡ଼ିକାଲ୍…

ସମ୍ବାଦପତ୍ର ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ସମ୍ବାଦପତ୍ର ହକର ମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଆଜି ୨୦ ଜଣ ହକରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଏହି…

ବିଜୁଳି ଆଘାତ ରେ ତିନି ଗୋରୁଙ୍କ ମୃତ୍ୟୁ…

ଚିତ୍ରକୋଣ୍ଡା:- ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଂଚଳ ତଥା ପାପରମେଟେଲା ପଞ୍ଚାୟତ ଓ ତାର ଆଖ ପାଖ ଅଞ୍ଚଳରେ ଭୀଷଣ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ପ୍ରଭାବରେ ପାପରମେଟେଲା ଓ ଆଖ ପାଖ ଅଞ୍ଚଳରେ ଭୀଷଣ ବିଜୁଳି ମାରିବା ସହ ଘଡଘଡି ସହ ବର୍ଷା ହୋଇଥିଲା । ବିଜୁଳି…

ସବଡିଭିଜନସ୍ତରୀୟ ଡାକମେଳା ଅନୁଷ୍ଠିତ

ବ୍ରହ୍ମପୁର : ଗଞ୍ଜାମ ପଞ୍ଚାୟତ ସମିତି ଅନ୍ତର୍ଗତ କାଇଁଚପୁର ଗ୍ରାମ ପଞ୍ଚାୟତ ର ମାଳିଜଗନ୍ନାଥ ପୁର ଗ୍ରାମ ସ୍ଥିତ ବାଲି ଲୋକନାଥ ମନ୍ଦିର ଠାରେ ଛତ୍ରପୁର ଉପ ଡାକମଣ୍ଡଳ ତରଫରୁ ସହ ଡାକ ଅଧିକ୍ଷକ ଏମ ସଞ୍ଜୟ କୁମାର ଦୋରା ଙ୍କ ପୌରହିତ୍ୟ ରେ ଡାକ ବ୍ୟବସାୟ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁରଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

• ଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୭୦ଟି ଆବେଦନର ଶୁଣାଣି• ୫୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୧୦ ଜଣଙ୍କୁ ମ୍ୟୁଟେସନ ପଟ୍ଟା ବଣ୍ଟନ• ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଆଜୀବିକା ଏକ୍ସପ୍ରେସ ଯୋଜନା ଅଧୀନରେ ଅଟୋ ରିକ୍ସା ସୁନ୍ଦରଗଡ଼ (୧୭/୦୫) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ…

ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ବ୍ରହ୍ମପୁର ଓ ବେଗୁନିଆ ଦଳ ବିଜୟୀ

ହିଂଜିଳିକାଟୁ, (୧୭/୫) : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ…

ବଡ ମେଡିକାଲ ଓ ସିଟି ହସ୍ପିଟାଲ ରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି

ବ୍ରହ୍ମପୁର (୧୭/୦୫) : ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ଓ ହିନ୍ଦ୍ ମଜଦୂର ଓ କର୍ମଚାରୀ ସଂଘ ଆନୁକୂଲ୍ୟରେ ବରିଷ୍ଠ ଅଧିବକ୍ତା ଡ଼. ନିରଂଜନ ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ଶଙ୍କର ପୁର ସାହି ସ୍ଥିତ ବାବା ଶ୍ରୀ ଶ୍ରୀ ସକଲେଶ୍ୱର୍ ମହାଦେବ ମନ୍ଦିର ପରିସରରେ ଏକ ଆଲୋଚନା ସଭା…

କନ୍ଧମାଳ ଜିଲ୍ଲାର ପାରମ୍ପରିକ ବଲାଣି ଯାତ୍ରା ଆୟୋଜିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । କେଉଁ ଆବହମାନ କାଳରୁ ରହି ଆସିଥିବା ପରମ୍ପରା ଆଜିର ଆଧୁନିକ ଯୁଗର ପିଲାରୁ ବୁଢା ମାନି ଆସୁଥିବାର ଯାତ୍ରା ବଲାଣି ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏକ ମାସଧରି ଚାଲେ ଗାଁ ଠାରୁ ସହର ଭିତରେ ଏହି ବଲାଣି ଯାତ୍ରା।…