Browsing Category

ଆଞ୍ଚଳିକ

ଜାତିଗତ ପ୍ରମାଣ ପତ୍ର ଭେରିଫିକେସନ କରିବା ଅବହେଳା, ଛାତ୍ରଛାତ୍ରୀ ସମେତ ଅଭିଭାବକ ହନ୍ତସନ୍ତ

ଦାରିଙ୍ଗବାଡ଼ି, (୧୩/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ ଅଧୀନରେ ୭ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧିନସ୍ତ ଆର ଆଇ ବାବୁ ମାନେ, ଛାତ୍ରଛାତ୍ରୀ ଆପ୍ଲାଇ କରିଥିବା ଜାତିଗତ ପ୍ରମାଣ ପତ୍ର ଭେରୀଫିକେସନ କରି ସୂଚନା ଦେବାରେ ଅବହେଳା କରୁଥିବାରୁ, ତହସିଲ…

ବାଇକ ଦୁର୍ଘଟଣାରେ ସାଂସଦ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ଦେହାନ୍ତ

ଦାରିଙ୍ଗବାଡ଼ି, ୧୩/୦୫ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କାମ୍ବାଏଜୁ ଛକରେ ମୋଟର ସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟୁ ଘଟିଛି l ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର…

ଛାତ ରୁ ଖସିଲା ପ୍ଲାସ୍ଟର ସିମେଣ୍ଟ, ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ…

ରାଉରକେଲା ; ବଣାଇଁ ଉପଖଣ୍ଡ ଲହୁଣୀପଡା ବ୍ଲକ ଅନ୍ତର୍ଗତ ଭୋଗରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ୫ଟି ମାଧ୍ୟମରେ କାମ ଚାଲୁ ଥିବା ବେଳେ ଅତି ନିମ୍ନମାନର କାମ ଯୋଗୁଁ ସ୍କୁଲ ଭିତର ସିମେଣ୍ଟ ପ୍ଲାଷ୍ଟର୍ ଫାଟି ଛାତରୁ ପଡିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି…

ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ମାଲକାନଗିରି,୧୨।୫ : ମାଲକାନଗିରି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇ ଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ବାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ଯୋଗ ଦେଇଥିଲୋ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା…

ସିମନବାଡି ପୋଖରୀର ପୁନଃରୁଦ୍ଧାର କେବେ ? ନିତ୍ୟବ୍ୟବହାର୍ଯ୍ୟ ପାଣି ପାଇଁ ଡହଳ ବିକଳ ଜନସାଧାରଣ

ଦାରିଙ୍ଗବାଡି,(୧୨/୫) : ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ସହ ତାସାଙ୍ଗକୁ ବୃଦ୍ଧି ପାଉଛି ପାନୀୟ ଜଳ ସମସ୍ୟା । ପାଣି ଟିକିଏ ପାଇଁ ଲୋକେ ହାହାକାର ହୋଇଗଲେଣି । ପାଣି ପିଇବା ପାଇଁ ଲୋକେ ଯେତିକି ଚିନ୍ତିତ ଦୈନନ୍ଦିନ ଜିବନରେ ନିତ୍ୟବ୍ୟବହାର୍ଯ୍ୟ ନିମନ୍ତେ ପାଇଁ ସେତିକି ଚିନ୍ତିତ।…

ରୋଷେଇ ଗ୍ୟାସର ଦରବୃଦ୍ଧି ବିରୁଦ୍ଧରେ ରାଉରକେଲାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା (୧୨/୦୫) : ଦେଶରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବୃଦ୍ଧି ବିରୁଦ୍ଧରେ ରାଉରକେଲା ରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପେଟ୍ରୋଲ , ଡିଜେଲ ଆଦିର ଦର ବୃଦ୍ଧି ଲୋକଙ୍କୁ ଅସହ୍ୟ ହୋଇପଡିଥିବା ବେଳେ ଏବେ ରୋଷେଇ ଗ୍ୟାସ ରେ ଦର ବୃଦ୍ଧି…

ବାପଟିଷ୍ଟ ମଣ୍ଡଳୀର ୫୦ ତମ ସୁବର୍ଣ୍ଣଜୟନ୍ତୀ ପାଳନ

ଦାରିଙ୍ଗବାଡି,(୧୨/୫) : ଦାରିଙ୍ଗବାଡି ସ୍ଥିତ ସିକକେତା ଠାରେ ଦିଗି ଗସି ବାପଟିଷ୍ଟ ମଣ୍ଡଳୀର ୫୦ ତମ ସୁବର୍ଣ୍ଣଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କନ୍ଧମାଳ ବାପଟିଷ୍ଟି ମଣ୍ଡଳୀ ର ନିର୍ଦେଶକ ଆଚାର୍ଯ୍ୟ…

ବ୍ଲକ ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଚିତ୍ରକୋଣ୍ଡା (୧୦/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଟେମ୍ପରାରିକଲୋନୀ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ଚଉଦ ଗୋଟି କ୍ଲଷ୍ଟର ସ୍ତରୀୟ ସଂଯୋଜକ…

ରାଉରକେଲା ବଣିକ ସଂଘର ନବନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କଲେ

ରାଉରକେଲା (୧୨/୦୫) : ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଉରକେଲା ଚେମ୍ବର ଅଫ କମର୍ସ କାର୍ଯ୍ୟାଳୟରେ ଏକ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟକ୍ରମ…

ଗୃହନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ତାଲିମ୍ ଶିବିର

ଛତ୍ରପୁର (୧୨/୦୫) : ଓଡିଶା ସରକାରଙ୍କ ଶକ୍ତି ବିଭାଗ ତରଫରୁ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଇଂ ଅଶୋକ ନନ୍ଦ ଓ ତାରକେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଦୁଇ ଦିନିଆ ତାଲିମ୍ ଶିବିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍…