Browsing Category

ଆଞ୍ଚଳିକ

ଜିଲ୍ଲାସ୍ତୀୟ ସମ୍ମନିତ ଶିଶୁ ବିକାଶର ସମୀକ୍ଷା ବୈଠକ ଅନୁଷ୍ଠିତ

ଛତ୍ରପୁର, (୧୧/୦୫) : ଜିଲ୍ଲାସ୍ତରୀୟ ସମ୍ମନିତ ଶିଶୁ ବିକାଶର ସମୀକ୍ଷା ବୈଠକ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନ କୁମାରୀ ଖେସଙ୍କ ଅଧ୍ୟକତାରେ ଓସ୍ଵନ୍ ହଲ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜଣାଇଛନ୍ତି ଯେ ଆସନ୍ତା…

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମୁକ୍ତାଦେବୀ

ଚିକିଟି : ଚିକିଟି ବ୍ଲକ କୃଷ୍ଣପୁର ମା ମୁକ୍ତାଦେବୀଙ୍କ ଜୀର୍ଣ୍ଣ ଉଦ୍ଧାର ପରେ ମାଆଙ୍କୁ ୬ ତାରିଖରେ ତାଟ ପୂଜା କରି ଠାକୁରାଣୀ ଯାତ୍ରା ପାଇଁ ପାରମ୍ପରିକ ନୀତି ରେ ଅସ୍ଥାୟୀ ମଣ୍ଡପ କୁ ଅଣାଯାଇଥିଲା । ରୀତି ନୀତି ଅନୁଯାୟୀ ପ୍ରତ୍ୟେକ ମାଙ୍କୁ ନଗର ପରିକ୍ରମା କରିବା ସହିତ ସାଂସ୍କୃତିକ…

ରାଉରକେଲା ସିଭିଲ ଟାଉନସିପ୍ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲାର ନୂଆ ମୋଡ଼

ଘରେ ପହଞ୍ଚିଲା ମୃତ୍ୟୁ ପୂର୍ବରୁ ରାହୁଲ ପଠାଇଥିବା ପାର୍ସଲ ରାଉରକେଲା (୧୧/୦୫) : ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଆସୁଛି। ରାହୁଲ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ରେ ତାଙ୍କ ଶ୍ୱଶୁର ଘର…

ବରିଷ୍ଠ ବ୍ୟବସାୟୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଚଂଳର ଜଣାଶୂଣା ବ୍ୟବସାୟୀ ଓ ଟି ଭାସ୍କର ପାତ୍ର(୮୭)ଙ୍କ ମଙ୍ଗଳବାର ସିନେମଖହଛକସ୍ଥିତ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଛି । ହୃଦ୍‌ଘାତ ହେବା ପରେ ପରିବାର ଲୋକେ ଡାକ୍ତର ପାଖକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବତନ…

ଉନ୍ନତ ମାନର ଶାଗ ଓ ପରିବା ଅମଳ ପାଇଁ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନର ପରାମର୍ଶ

ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ପ୍ରଶାସନ ପକ୍ଷରୁ କୁଡୁତୁଳି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ଶିକ୍ଷା ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ସମ୍ପର୍କୀତ ଏକ ସଚେତନତା ବୈଠକ ‘ପରିବର୍ତ୍ତନ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ପଢ଼ା ବନ୍ଦ…

ଗଦାପୁର ଆର ଆଇ ଅଫିସ ପାଲଟିଛି ଭୁତ କୋଠି : ପରିବେଶ କଥା ଚୁଲିକି ଯାଉ…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ତହସିଲ ଅଧିନସ୍ତ ଗଦାପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଭୁତ କୋଠି ସଦୃଶ୍ୟ ଦେଖାଯାଉଛି। କାର୍ଯ୍ୟାଳୟର ପାରିପାର୍ସିକ ପରିବେଶ ଦେଖିଲେ ମନେ ହୁଏ ସତେ ଯେମିତି କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେବ ଅଚଳ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ…

କୋରାପୁଟ ଜିଲ୍ଲାର ଦେଓଘାଟି ଠାରେ ବସ୍ ଦୁର୍ଘଟଣା, ୨ ମୃତ…

କୋରାପୁଟ : କୋରାପୁଟ ଦେଓଘାଟି ଠାରେ ବସ୍ ଓଲଟି ୨ ମୃତ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି ସୂଚନା ଅନୁଯାୟୀ ଅନ୍ନପୁର୍ନା ନାମକ ଘରୋଇ ବସ୍ ଜୟପୁର ଠାରୁ ଉଦୟଗିରୀ କୁ ଏକ ବାହାଘର ବରଯାତ୍ରୀ ନେଇ ବାହାରିଥିଲା। ହେଲେ ବି ବିଧୂର ବିଧାନ ଥୂଲା ଅଲଗା। ଜୟପୁର ଠାରୁ ମାତ୍ର ୭ ରୁ ୮ କିମି…

ସୁନ୍ଦରଗଡ଼: ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ…

• ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ସବୁ ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର• ସମସ୍ତ ୧୭ଟି ବ୍ଲକର ଏସସି/ଏସଟି ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ• ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ମାଗଣାରେ ତାଲିମ ସୁନ୍ଦରଗଡ଼,: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ…

ବାତ୍ୟା ଅସାନୀ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ର ପୂର୍ବ ପ୍ରସ୍ତୁତି…

ମାଲକାନଗିରି : ଜିଲ୍ଲାରେ ଆଜି ବାତ୍ୟା ଅସାନୀ ପ୍ରଭାବ ରେ ସକାଳୁ ପାଗ ମେଘୁଆ ରହିବା ସହ ସ୍ୱଳ୍ପ ପରିମାଣରେ ବର୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଜିଲ୍ଲାରେ ଓଡ୍ରାଫ ଟିମ ମଧ୍ୟ ଆସି ପହଞ୍ଚି ଛନ୍ତି ।…

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ :ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନ ଆଧାରିତ “ଅମୃତତ୍ତ୍ୱର…

ରାଉରକେଲା : ସ୍ଥାନୀୟ ସେକଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗମନ୍ଦିର ର ଏନେକ୍ସ ହଲ ରେ ଶିକ୍ଷାବିତ ତଥା ସମାଜସେବୀ ଡକ୍ଟର କିଶୋରୀ ଦାଶଙ୍କ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚରଣ ଆଶ୍ରିତl ଦିବଙ୍ଗତା ମାଆ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟାତିଥି ପାଳନ ହୋଇ ଯାଇଛି। ଏହି ଉପଲକ୍ଷେ ଶ୍ରୀମା…