Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛତ୍ରପୁରର ଆରାଧ୍ୟା ଦେବୀ ମା’ରାମାୟାଣାଆମ୍ମାଙ୍କ ଠାକୁରାଣୀ ଯାତ୍ରାରମ୍ଭ
ଅସ୍ଥାୟୀ ଆଡ଼ପ ମଣ୍ଡପରେ ମା' ବିଜେ କରିଛନ୍ତି ।
ଛତ୍ରପୁର : ଛତ୍ରପୁରର ଐତିହାସିକ ଲୋକକଥା ପ୍ରଚଳିତ ଠାକୁରାଣୀ ଯାତ୍ରା ପ୍ରତି ଦୁଇବର୍ଷରେ ଅର୍ଥାତ ଗୋଟିଏ ବର୍ଷକ ର ବ୍ୟବଧାନରେ ସମାହିତ ହେଉଥିବା ବେଳେ ଚଳିତବର୍ଷ ମା'ରାମାୟାଣାଆମ୍ମାଙ୍କ ଠାକୁରାଣୀ ଙ୍କ ଯାତ୍ରାରମ୍ଭ ହୋଇଛି ।!-->!-->!-->!-->!-->…
୯ରେ ନୂଆଗାଁ ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି
ରାଉରକେଲା (୭/୫) : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏପ୍ରିଲ ମାସରୁ ଆରମ୍ଭ କରାଯାଇଛି। ଚଳିତ ମାସ ୯ ତାରିଖ, ସୋମବାର ପୂର୍ବାହ୍ନ ୯ଟାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନୂଆଗାଁ ବ୍ଲକ ପରିସରଠାରେ ଅନୁଷ୍ଠିତ ହେବ। ଏହି!-->!-->!-->…
ଯୋଡ଼ାମ୍ବ ଥାନା ଅଧିକାରୀଙ୍କୁ ଭାବ ପୂର୍ଣ୍ଣ ବିଦାୟ
ଚିତ୍ରକୋଣ୍ଡା (୦୭/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନଞ୍ଚଳର ଯୋଡ଼ାମ୍ବ , ଦାରଲାବେଢା,ଗ୍ରାମବାସୀ ଙ୍କ ଦ୍ୱାରା ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନିଲ କୁମାର ପରିଡା ନୂତନ ରୂପେ ଗଠିତ!-->…
ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ : ଆଜି ଆର ଏସ ଏସ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବଜାର ପେଟ୍ରୋଲ ପମ୍ପଛକ ଠାରୁ ଏକ ରାଲିରେ ଯାଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ରାଜ୍ୟପାଳ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି।ଯାହା!-->!-->!-->…
ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ : “ଜିଲ୍ଲାପାଳ “
ଛତ୍ରପୁର : ଭାରତୀୟ ପାଣିପାଗ ବିଭାଗୀୟ ସୂଚନା ମୁତାବକ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ପୂର୍ବ ପ୍ରସ୍ତୁତି ଘେନି ବୈଠକ ପ୍ରକାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ!-->!-->!-->!-->!-->…
ଦୁର୍ଘଟଣା ରେ ଶିକାର ବ୍ୟକ୍ତିଙ୍କ ପ୍ରତି ମାନବିକତା ଦେଖାଇଥିବା ନିରଜ ଚତୁର୍ବେଦୀ ଙ୍କୁ ରାଉରକେଲା ପୋଲିସ ପକ୍ଷରୁ…
ରାଉରକେଲା : ଭଲ କାମ କରିବାର କୌଣସି ସୀମା ନଥାଏ। ଏହା ସହିତ ଭଲ କାମର ପ୍ରସଂଶା ମଧ୍ୟ ହେବା ଉଚିତ । ଏହା ର ଉଦାହରଣ ସୃଷ୍ଟି କରିଛନ୍ତି ରାଉରକେଲା ପୋଲିସ ।ଭଲ କାମ ଏବଂ ମାନବିକତା ଲାଗି ରାଉରକେଲା ପୋଲିସ ଜଣେ ଯୁବକ ନିରଜ ଚତୁର୍ବେଦୀ ଙ୍କୁ ପ୍ରସଂସାପତ୍ର ଦେଇଛନ୍ତି । ଏହି!-->!-->!-->…
ଗୋଚର ଜମି ପରିମାଣ ହ୍ରାସ ନିଷ୍ପତ୍ତିର ପୁନଃ ସମୀକ୍ଷା ହେଉ – ଶାନ୍ତନୁ କୁସୁମ
ରାଉରକେଲା,(୦୬/୦୫) : ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନେଇଥିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ ।!-->…
ଝୁମିତା ମାଝୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ
ଦାରିଙ୍ଗବାଡ଼ି, ୬/୫ : କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ଅଧୀନସ୍ତ ଧୁସାରି ଗ୍ରାମର ବାସ୍ନାକାଲୁ ମାଝୀଙ୍କ ଝିଅ ଝୁମିତା ମାଝୀ (୩୬) ପ୍ରାୟ ୧୮ବର୍ଷରୁ ଅଧିକ ହେବ ତାଙ୍କ ବାମ ଗୋଡ଼ର ମାଂସ ଅସ୍ବାଭାବିକ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଡାହାଣ ଗୋଡ଼!-->…
ନିର୍ବାଚିତ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ ଗୁରୁମନ୍ତ୍ର, ୫ ଟି ଆଧାରରେ ଖଲ୍ଲିକୋଟ ସହରର ବିକାଶକୁ ତ୍ୱରାନ୍ବିତ କର
ଖଲ୍ଲିକୋଟ (୬/୫) : ରାଜ୍ୟ ସରକାରଙ୍କ ମୋ ସରକାର ଓ ୫ ଟି ଆଧାର ରେ ସହର ର ସମସ୍ତ ବିକାଶ କୁ ତ୍ୱରାନ୍ବିତ କରିବା ପାଇଁ ଶୁକ୍ରବାର ଦିନ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ଆୟୋଜିତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ kulange ଗୁରୁମନ୍ତ୍ର!-->!-->!-->…
ନାରାୟଣୀ ଯାତ୍ରାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ନାରାୟଣୀ ବାହିନୀର ସନ୍ଧ୍ୟା ଆଳତି
ଫୁଲବାଣୀ: ଗତ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଦ୍ଵିବାର୍ଷିକ ନାରାୟଣୀ ଯାତ୍ରା ଅବସରରେ ଗୁରୁବାର ଯୋଗୁଁ ଥିଲା ବିଶ୍ରାମର ଦିନ। ଏହି ଅବସରରେ ସଂନ୍ଧ୍ୟାରେ ମା’ ନାରାୟଣୀଙ୍କ ଆଳତି ବାହିନି ଦ୍ୱାରା ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଆଳତି ଓ!-->!-->!-->…