Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଉତ୍ସବ ମୁଖର କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ତା-୦୧/୦୫ ରିଖ, ଓଡିଶା ରାଜ୍ୟ କାୟାକଳ୍ପ ଟିମ୍ ପକ୍ଷରୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧା ଓ ପର୍ଯ୍ୟାବରଣ ଅନୁକୂଳ ସ୍ୱାସ୍ଥ୍ୟପଯୋଗୀ ବାତାବରଣ ପାଇଁ ସାରା ଓଡିଶା ରାଜ୍ୟରେ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ!-->!-->!-->…
ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ
ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘ ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବାଲିଗୁଡା ବ୍ଲକ ରୁ ବିପିଏମ ସରୋଜିନୀ ପ୍ରଧାନ, ଓଏଲଏମ ୱାପି ଶୁଭଶ୍ରୀ ଖେତୀ,!-->…
କୋଳିହଳା ରେ ପାଗଳ ହନୁ ଆତଙ୍କ, ତିନି ଦିନ ରେ ଚାରି ଜଣଙ୍କୁ ଆକ୍ରମଣ…
ପାତ୍ରପୁର-ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ପାଗଳ ହନୁ ଆକ୍ରମଣରେ ଚାରି ଜଣ ଘାଇଲା ହୋଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।ଗତ ତିନି ପୁର୍ବେ ଗ୍ରାମର ରିନୁ ପ୍ରଧାନ, ନିରୁପମା ପ୍ରଧାନ ଙ୍କୁ ଆକ୍ରମଣ କରିଥିବା ବେଳେ ରବିବାର ଅପରାହ୍ନରେ ଗେଲି!-->…
ସ୍ବର୍ଗତ ଡା,ଅର୍ଜୁନ ସାହୁ ହସ କ୍ଲବ ପକ୍ଷରୁ ବିଶ୍ଵ ହସ ଦିବସ ପାଳିତ…
ବ୍ରହ୍ମପୁର : ସ୍ଥାନୀୟ ବାବାଳିତୋଟା ସାହିସ୍ଥିତ ହୋଟେଲ ଜେ.ବି.ପ୍ରାଙ୍ଗଣ ବୈଠକ ଗୃହଠାରେ ଅର୍ଜୁନ ହସ କ୍ଲବ, ବ୍ରହ୍ମପୁର ତରଫରୁ ବିଶ୍ଵ ହସ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ଆଜିର ଏହି ଦିବସରେ କ୍ଲବର ସଭାପତି ଇଂ. କିଶୋର ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲେ ଏବଂ ସାଧାରଣ ସମ୍ପାଦକ!-->…
ଖଲ୍ଲିକୋଟ : ବାଣିଆ ରେ ଘରପୋଡି , ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ…
ଖଲ୍ଲିକୋଟ : ଖଲ୍ଲିକୋଟ ତହସିଲ ଅଧିନସ୍ଥ ବାଣିଆ ପଂଚାୟତ ସାତ ନମ୍ବର ୱାର୍ଡ ତଳ ସାହି ରେ ହଠାତ ନିଆଁ ବାହାରି ଗ୍ରାମର ୬ ଜଣ ଲୋକଙ୍କ ସାତ ବଖରା ଘର ଜଳିଯାଇ ସାତ ବଖରା ଘର ଜାଳି ଲକ୍ଷାଧିକ ଟଙ୍କା ର ସମ୍ପତି ଭସ୍ମାସ|ତ ହୋଇଯାଇଥିବା ଜଣ| ପଡିଛି l ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ!-->!-->!-->…
ହିଞ୍ଜିଳି : ପୈାର ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଯାଞ୍ଚ ଶିବିର
ହିଞ୍ଜିଳିକାଟୁ : ବିଶ୍ବ ଶ୍ରମିକ ଦିବସ ଅବସରରେ ରବିବାର ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ଇନଡୋର ଷ୍ଟାଡିୟମ ପରିସରସ୍ଥ ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ!-->…
କନ୍ଧମାଳ ଜିଲ୍ଲା ପାଇଁ ଇତିହାସ ରଚିଲେ ରୁନିତା…
ଦାରିଙ୍ଗବାଡ଼ି : ଉତ୍କଳ ବିଶ୍ବ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସ୍ବର୍ଣ ପଦକ ହାସଲ କରି ଦାରିଙ୍ଗବାଡ଼ି ପାଇଁ ଗର୍ବ ଓ ଗୌରବ ଆଣି କନ୍ଧମାଳ ଜିଲ୍ଲା ପାଇଁ ଇତିହାସ ରଚିଲେ ରୁନିତା ପ୍ରଧାନ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ବିସିକେଶନ ପ୍ରଧାନ ଓ ମାତା!-->!-->!-->…
ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ୪୦୦୦ ରୁ ଅଧିକ ଆଦିବାସୀଙ୍କୁ ନେଇ ୩୧ତମ ସମ୍ମିଳନୀ…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ବାଲିମେଳା ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍ ର ମିଳିତ ଉଦ୍ୟମରେ ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ୩୧ ତମ ସାଧାରଣ ସମ୍ମିଳନୀ ଜରିଆରେ ମଇ ଦିବସ ପାଳିତ ହୋଇଛି । ଶ୍ରମିକ ଦିବସ ଉପଲକ୍ଷେ ସହର ପରିକ୍ରମା ପରେ ୧୪ଦଫା ଦାବୀ!-->…
ହିଞ୍ଜିଳିରେ ଶ୍ରମିକ ତିବସ ପାଳିତ…
ହିଞ୍ଜିଳିକାଟୁ : ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ରଵିଵାର ହିଞ୍ଜିଳିକାଟୁ ପୌରପରିଷଦ!-->…
ଡ଼ା. ତିରୁପତି ସାହୁ ପାଇଲେ ବୈଷ୍ଣବ ପାଣି କଳା ସ୍ମୃତି ସମ୍ମାନ…
ବ୍ରହ୍ମପୁର : ଗଣକବି ବୈଷ୍ଣବ ପାଣିଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ କଟକ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ପ୍ରେକ୍ଷାଳୟ ଠାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରିପତି ସାହୁ ପଞ୍ଚାୟତିରାଜ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ!-->!-->!-->…