Browsing Category

ଆଞ୍ଚଳିକ

ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା : ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା (୨୮/୦୪) : ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ…

ହିଞ୍ଜିଳି ବସଷ୍ଟାଣ୍ଡ ରେ ଘରୋଇ ବସ୍ ମାଲିକ ସଂଘ ଖୋଲିଲା ଜଳଛତ୍ର…

ହିଞ୍ଜିଳିକାଟୁ : ଚଳିତ ମାସ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରବଳ ଖରା ହେଉଥିବାରୂ ପଥଚାରୀ ତଥା ଯାତ୍ରୀଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ମାଂ ଵ୍ୟାଘ୍ରଦେଵି ଘରୋଇ ବସ୍ ମାଲିକ ସଂଘ…

ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଲୋକାର୍ପଣ ଉତ୍ସବ…

ସୁନ୍ଦରଗଡ : ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ ଏହି ସଂଘ ସାମାଜିକ କଲ୍ୟାଣ ପାଇଁ ପ୍ରଦାନ କରିଛି ଦୁଇଟି ଆମ୍ବୁଲାନ୍ସ, ଦୁଇଟି ଶବ ବାହକ ଯାନ,…

ଓଡିଶାର ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲାର ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ ପରିଦର୍ଶନ…

୨୦୨୨ ଡିସେମ୍ବର ସୁଦ୍ଧା ଘଟକେଶ୍ବର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶଛତ୍ରପୁର : ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆଇ.ଏ.ଏସ୍. , ଅତିରିକ୍ତ ଶାସନ ସଚିବ ଜଳ ସମ୍ପଦ ଅନୁଗର୍ଗ, ଆଇ.ଏ.ଏସ୍., ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ଫାଇଭ୍- ଟି) ଭି.…

ତାରିଣୀଙ୍କ ମେଳା ଅନୁଷ୍ଠିତ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଗୋନା ପଞ୍ଚୟେତର ଭାରଷଣ୍ଡି ଡି, ଏନ, କେ, ଗ୍ରାମରେ ଶ୍ରୀ ଶ୍ରୀ ମା ତାରିଣୀଙ୍କ ମେଳା ଅନୁଷ୍ଠିତ ହେଉଅଛି ଉକ୍ତ ମେଳାରେ ବହୁ ଦୁର ଦୁରାନ୍ତର ରୁ ଅନେକ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ ପାଇଁ ଆସି ଥାନ୍ତି ଏହି ମେଳା ପାଇଁ ଅନେକ…

ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ବ୍ରହ୍ମପୁର ଜ଼ିଲ୍ଲାର ପ୍ରାର୍ଥୀ ପତ୍ର ଦାଖଲ

ବ୍ରହ୍ମପୁର (୨୭/୦୪) : ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ବ୍ରହ୍ମପୁର ଜ଼ିଲ୍ଲାର ଦୁଇଟି ଦଳ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ଗୋଟିଏ ଦଳରେ ସଭାପତି କାଳିଚରଣ ଷଢଙ୍ଗି, ଉପ ସଭାପତି ବ୍ରହ୍ମ ନାରାୟଣ ସାମନ୍ତରା, ସମ୍ପାଦକ କେ. ଶ୍ରୀନିବାସ ପାତ୍ର, କୋଷlଧକ୍ଷ ଅନିଲ…

ଟାଣଖରାରେ କଲେଜଛାତ୍ରୀ ଟଳିପଡିଲେ, ଅଂଶୁଘାତ ଆଶଙ୍କା

ହିଞ୍ଜିଳିକାଟୁ (୨୭/୪) : ହିଞ୍ଜିଳିକାଟୁ ବ୍ଲକ ଓ ପୌରାଚଂଳରେ ୪ରୁ ୫ ଦିନ ହେଲା ପ୍ରବଳ ଗରମ ଅନୁଭୂତ ହେଉଛି । ଏଥିସହ ଝାଞ୍ଜି ପବନ ପ୍ରବାହିତ ହେଉଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ଜୈନିକ କଲେଜ ଛାତ୍ରି ହିଞ୍ଜିଳିକାଟୁ ଵସଷ୍ଟାଣ୍ଡ ପରିଷରରେ ଗ୍ରାମକୁ ଯିବାପାଈଁ ଵସ କୁ…

ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଚିତ୍ରକୋଣ୍ଡା (୨୭/୦୪) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ଆହ୍ୱାନ କ୍ରମେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି ଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ତଥା…

୫ଟି ନାମରେ ସ୍ଵଛତା କମ୍, ହରିଲୁଟ ବେଶୀ, ନିର୍ମାଣ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର

୨ ମଇରେ ଗଞ୍ଜାମ ଜିଲ୍ଲାର ସମସ୍ତ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବ୍ରହ୍ମପୁର (ତା ୨୭/୦୪) : ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମ।ଣ ଶ୍ରମିକ କଲ୍ୟାଣ ବୋର୍ଡର ସ୍ଵଛତା ପ୍ରତି ପ୍ରଶ୍ନ କରି ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ…

ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ବିଜେପିର ସମୀକ୍ଷା ବୈଠକ

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମହାନଗର ପକ୍ଷରୁ ୨୦୨୨ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ "ସମୀକ୍ଷା ବୈଠକ" ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ତାନୀୟ ହୋଟେଲ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ…