Browsing Category

ଆଞ୍ଚଳିକ

ହେମଗିର ବ୍ଲକରେ ଆରମ୍ଭ ହେଲା ୧୫ଟି କଳିକା କେନ୍ଦ୍ର

ସୁନ୍ଦରଗଡ଼ (୨୫/୦୪) : କଳିକା କେନ୍ଦ୍ର ଦ୍ଵାରା ଶିଶୁଙ୍କୁ ପୁଷ୍ଟିକର ଖାଦ୍ଯ ଯୋଗାଇ ପୁଷ୍ଟିହୀନତା ଦୂରେଇବା ସହିତ ମାଁ ମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ସହିତ ରୋଜଗାରକ୍ଷମ କରି ପାରିବ ଆଜି ଗିରିସୀମା, ଝାରପଲମ ଓ ଲୁଆବାହାଲ ଗ୍ରାମରେ କଳିକା କେନ୍ଦ୍ର ଉଦଘାଟନ…

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନର : ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ…

ସୁନ୍ଦରଗଡ଼ (୨୫/୦୪) : ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ରାତିରେ ଜିଲ୍ଲାପାଳଙ୍କ ଅଚାନକ ହିଞ୍ଜିଳି ଗସ୍ତ, ପରିଚ୍ଛନ୍ନତା ଉପରେ ଗୁରୁତ୍ବ

ହିଞ୍ଜିଳିକାଟୁ(୨୫ /୪) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମଵାର ରାତ୍ର ୮ ଟା୩୦ ମି ସମୟରେ ହିଞ୍ଜିଳି ଆସି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବୁଲି ସମକ୍ଷା କରିଛନ୍ତି । ଜିଲ୍ଲାପାଳ ରାତିରେ ହିଞ୍ଜିଳିକାଟୁ ଵନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦେଶୀ ମଦ ଦୋକାନ ଓ ଆଖ…

ବଜ୍ରାଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ଏବଂ ପରିବାରର ଦୁଇ ସଦସ୍ୟ ଗୁରୁତର

ମାଲକାନଗିରି : ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍ ପି ଭି 69 ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସ ଙ୍କ ବଜ୍ରପାତ ଜନିତ ମୃତ୍ୟୁହୋଇଥିବାବେଳେ ପରିବାରର ଦୁଇଜଣ ଗୁରୁତର ଥିବା ଜଣାପଡିଛି । ଅନିମା ନିଜ ଘରେ ବାରଣ୍ଡାରେ କାମ କରୁଥିବା ସମୟରେ ବଜ୍ରପାତ ଘଟିଥିଲା ।…

ସାପ୍ତାହିକ ହାଟରୁ ଗ୍ରାମକୁ ଫେରିବା ସମୟରେ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇ ନିଖୋଜ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ, ଜଣେ ଉଦ୍ଧାର । ସୂଚନା ଅନୁଯାୟୀ ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଓରାପଦର ଗ୍ରାମର ୩ ଜଣ ନାରିଙ୍ଗଝୋଲା ଗ୍ରାମକୁ ସାପ୍ତାହିକ ହାଟ ପାଇଁ ଯାଇଥିବା ବେଳେ ହାଟ…

ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ବାଲିଗୁଡା : ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା, ଡିଏସ୍‌ପି ଭିନୀତ ଅଗ୍ରୱାଲ୍‌, ଏସଡିପିଓ ଜିଆର ରେଡ୍ଡୀ , ଉପଜିଲ୍ଲାପାଳ ଦୁଃଖବନ୍ଧୁ…

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ସଭା,କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ…

ମାଲକାନଗିରି (୨୫/୪) : ଆଦିବାସୀ ନୃତ୍ୟ,ସଙ୍ଗୀତ,ବାଦ୍ୟଯନ୍ତ୍ର ଓ ଦେଶିଆ ନାଟ ହେଉଛି ଆଦିବାସୀ କଳାସଂସ୍କୃତି ର ମୂଳମନ୍ତ୍ର,ଏମାନଙ୍କ ନିଖୁଣ ଅଭିନୟର ଆତ୍ମିକ ପରି ପ୍ରକାଶ କଳାସଂସ୍କୃତିର ବାର୍ତାବାହ ପାଲଟିଛି ବୋଲି ଜିଲ୍ଲାସ୍ଥରୀୟ କଳାକାର କାର୍ଯ୍ୟକାରିଣୀ ସଭାରେ ମଞ୍ଚା ଶିନ ଅତିଥି ମାନେ…

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋର୍ଟପେଟା ମୁଖ୍ୟ ରାସ୍ତା ପାଶ୍ୱର୍ରେ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଉଠାଗଲା

ବ୍ରହ୍ମପୁର : ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋର୍ଟପେଟା ମୁଖ୍ୟ ରାସ୍ତା ପାଶ୍ୱର୍ରେ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କୁ ଉଠାଯାଇଥଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ଏବଂ ବିଜୁ ପଟ୍ଟନାୟକ ଭେଣ୍ଡିଂ ଜୋନ୍‌ର…

ଵର୍ଜ୍ୟଵସ୍ତୁ ପରିଚାଳନା ପାଇଁ ୫ଟି ବ୍ୟାଟେରୀ ଚାଳିତ ଯାନ ଲୋକାର୍ପିତ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ (୨୫/୪) : ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ହିଞ୍ଜିଳିକାଟୁ ବ୍ଳକ ପରିସରରେ ୫ ଗୋଟି ଵ୍ୟାଟେରି ଚାଳିତ ଯାନ କୁ ପତକା ଦେଖାଇ ଓ ଲୋକାର୍ପିତ କରିଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଘରକୁ ଘର ବୁଲି କଠିନ ବର୍ଯ୍ୟବସ୍ତୁ ଓଅଳିଆ ଆବର୍ଜନା ଉଠାଇବା…

ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ.ର ବିକ୍ଷୋଭ ପ୍ରଦର୍ଶନ

ହିଞ୍ଜିଳିକାଟୁ (୨୫/୪) : ହିଞ୍ଜିଳିକାଟୁରେ ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ସୋମବାର ୧୧ ଘଣ୍ଟା ୩୦ମି ସମୟରେ ଏସ୍‌.ୟୁ.ସି.ଆଇ.(କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ଵିଜୁ ପଟ୍ଟନାୟକ ଛକ ନିକଟରେ ଏକ ବିକ୍ଷୋଭପ୍ରଦର୍ଶନ କରାଯାଇଥିଲା । ଏସୟୁସିଆଈ…