Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ତାଲିମ ଶିବିର
ଦାରିଙ୍ଗବାଡ଼ି,୧୮/୪, ଦାରିଙ୍ଗବାଡ଼ି ବ୍ଳକର ୧୧ଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ପର୍କରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗ୍ରୀନବାଡ଼ି ପଞ୍ଚାୟତ ସଭା ଗୃହରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୧ଟି ଗ୍ରାମ ପଞ୍ଚାୟତ!-->!-->!-->…
ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ରେ ଅଭିଯୋଗ ଶୁଣାଣୀ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ୧୦.୦୦ଘ. ରୁ ୧୧.୦୦ଘ. ପର୍ଯ୍ୟନ୍ତ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା ଓ ୧୧.୦୦ଘ ପରେ ସର୍ବସାଧାରଣଙ୍କ ଅଭିଯୋଗ!-->…
୫- ଟି ସଚିବଙ୍କୁ ସାକ୍ଷାତ କଲେ ଉପନଗରପାଳ ଲଲାଟେନ୍ଦୁ…
ସୁନ୍ଦରଗଡ଼ -: ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ନବୀନ ନିବାସରେ ସୁନ୍ଦରଗଡ଼ ପୌରପାଳିକାର ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ସାକ୍ଷାତ କରିଛନ୍ତି ୫- ଟି ସଚିବ ଭି.କେ. ପାଣ୍ଡିୟାନଙ୍କୁ। ପ୍ରକାଶ ଯୋଗ୍ୟ ଯେ ସଦ୍ୟ ସମାପିତ ପୌର ନିର୍ବାଚନରେ ସାରା ଓଡ଼ିଶାରେ ପୌରାଧ୍ୟକ୍ଷ ପଦବୀରେ ଅଧିକାଂଶ ପଦ!-->!-->!-->…
ଲାଉଡସ୍ପିକର୍ ବିବାଦ: ଅଜାନ ବେଳେ ହନୁମାନ ଚାଳିଶା ବଜାଇବାକୁ ମନା
ମୁମ୍ବାଇ: ଅଜାନ ବନାମ ହନୁମାନ ଚାଳିଶା। ମସ୍ଜିଦଗୁଡିକରେ ଲାଉଡସ୍ପିକର୍ ଲଗାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କିଛି ଲୋକେ ଏବେ ମସଜିଦ ଆଗରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରୁଛନ୍ତି। ତେବେ ଏଣିକି ଆଉ ଏଭଳି କରିପାବେନି ଲୋକେ। ଅଜାନ ସମୟରେ!-->…
ରଙ୍ଗେଇଲୁଣ୍ଡା ବ୍ଳକ୍ ଅଫିସ ପାଲଟିଛି ଅଳିଆ ଆବର୍ଜ୍ଜନାର କୁଣ୍ଡ…!
ରଙ୍ଗେଈଲୁଣ୍ଡା : ଗଞାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ୍ ଭିତରେ ଅଳିଆ ଆବର୍ଜ୍ଜନା ଅଫିସ ସମ୍ମୁଖରେ ପଡ଼ିଥିବା ବେଳେ ବ୍ଳକ୍ ପ୍ରଶାସନ ପଞ୍ଚାୟତ ଲୋକ ପ୍ରତିନିଧି ମାନଙ୍କୁ ଡ଼ାକି ସ୍ବଚ୍ଛ ଭାରତ ମିଶନର ନାରା ଦେଉଥିବା ବେଳେ ଗାଁ ଗାଁ ରେ ଅଳିଆ ଆବର୍ଜ୍ଜନା ଗୃହ ନିର୍ମାଣ କରି ଗ୍ରାମର ଅଳିଆ କୁ!-->…
ଓଡ଼ିଶା ଡ୍ରାଇଭର ମହାସଂଘ, ବାଲିମେଳା ଶାଖା ପକ୍ଷରୁ ୧୦ ଦଫା ସମ୍ବଳିତ ଦାବିକୁ ନେଇ ରାସ୍ତା ଉପରେ ଗଣ ଧାରଣା
ବାଲିମେଳା :ଓଡ଼ିଶା ଡ୍ରାଇଭର ମହାସଂଘ ପ୍ରତି ହୋଇଥିବା ଅଣଦେଖାକୁ ନେଇ ରାଜ୍ୟ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅସନ୍ତୋଷ ଓ ପ୍ରତିବାଦ ସୃଷ୍ଟି ହୋଇଛି । ସୂଚନା ଥାଉ କି ଗତ ବର୍ଷ ନଭେମ୍ବର/ଡିସେମ୍ବର ସମୟରେ ହୋଇଥିବା ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘର ଆନ୍ଦୋଳନ ପରେ ପ୍ରାୟ ୭୦,୦୦୦!-->!-->!-->…
କଂଗ୍ରେସ ଦଳରୁ ହାତ ଛାଡିଲେ ଜର୍ଜ ତିର୍କୀ
ସୁନ୍ଦରଗଡ଼/ରାଉରକେଲା,(୧୭।୪) : କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ନିକଟକୁ ପଠାଇଛନ୍ତି। ଜିଲା କଂଗ୍ରେସ କମିଟି ସଭାପତି ପଦରୁ ସେ ଇସ୍ତଫା ଦେବା ସହ ଦିନକୁ ଦିନ କଂଗ୍ରେସ!-->…
ପ୍ରବାଦପୁରୁଷ ବିଜୁବାବୁଙ୍କର ୨୫ତମ ଶ୍ରାଦ୍ଧଦିବସରେ ରାଉରକେଲା ବିଜେଡିର ବିନମ୍ର ଶ୍ରଦ୍ଧାଞ୍ଜଳି
ରାଉରକେଲା (୧୭/୦୪) : ରାଉରକେଲା ବିଜୁ ଜନତା ଦଳ ତରଫରୁ ଓଡିଶାର ଜନନାୟକ ,ପ୍ରବାଦ ପୁରୁଷ, ନୂତନ ଓଡିଶା ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ବିଜୁବାବୁଙ୍କର ୨୫ତମ ଶ୍ରାଦ୍ଧ ଦିବସରେ ଉପଲକ୍ଷେ ଛେଣ୍ଡ୍ କଲୋନୀ କଳିଙ୍ଗବିହାର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ରାଉରକେଲାର!-->!-->!-->…
ଆଇପିଏଲ ସଟା ବେଟିଙ୍ଗ ରାକେଟର ପର୍ଦ୍ଦାଫାଶ ବିରମିତ୍ରପୁର ପୋଲିସ
ରାଉରକେଲା (୧୭/୦୪) : ସୁନ୍ଦରଗଡ ଜିଲ୍ଲାରେ ଏବେ ଆଇପିଏଲ ସଟା ବଜ଼ାର ଗରମ ରହିଛି। ତେବେ ପୋଲିସ ର ସକ୍ରିୟତା ଯୋଗୁଁ ରବିବାର ଦିନ ଏକ ବଡ଼ ଧରଣର ସଟ୍ଟା ରାକେଟର ପର୍ଦ୍ଦାଫାଶ ହୋଇଛି। ବିରମିତ୍ରପୁର ପୋଲିସ କୁଆରମୁଣ୍ଡାର ଯମୁନାନାକୀ ଅଞ୍ଚଳରେ ଚଢ଼ାଉ କରି ବେଆଇନ ଆଇପିଏଲ ସଟା ଖେଳରେ ଲିପ୍ତ!-->…
ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ଜିଲ୍ଲା ସଭାପତି ବିଧାୟକ ଓ କର୍ମୀଙ୍କୁ ଶପଥ ପାଠ ପଢ଼ାଇଲେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଆଜି ଜନ ନାୟକ, ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ଶ୍ରାଦ୍ଧବାର୍ଷିକୀ ରେ ବିଧାୟକ ଅଙ୍ଗଦ କଂହର, ପୂର୍ବତନ ବିଧାୟକ ଦେବେନ୍ଦ୍ର କଂହର, ବିଜେଡି ମହିଳା ସଭାନେତ୍ରୀ ପୁନମ କଂହର, ଖଜୁରୀପଡା ବ୍ଲକ ଅଧକ୍ଷା ଅନିମା କଂହର, ଯୁବ ବିଜେଡି!-->…