Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟି ତହସିଲରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋଟିଏ ଦିନରେ ହଜାର ପଟ୍ଟା ବଣ୍ଟନ
ଚିକିଟି : ଚିକିଟି ତହସିଲ କାର୍ଯ୍ୟାଳୟ ପରିସରରେ ରାଜସ୍ବ ବିଭାଗ ପକ୍ଷରୁ ଆଜି ଏକ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ତହସିଲଦାର ବିଶ୍ବ ରଞ୍ଜନ କହଁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ!-->!-->!-->…
ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ
ଫୁଲବାଣୀ (୧୩/୪) : ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି।ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେଵ ମିଶ୍ର ଓ!-->…
ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ପଞ୍ଚମବେଦ ସମ୍ମାନ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମର୍ଯ୍ୟାଦା ଜନକ ପଞ୍ଚମ ବେଦ (ନାଟ୍ୟକାର) ସମ୍ମାନ - ୨୦୨୨ ରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଶତାବ୍ଦୀ କଳାକାରର ବିଜୁ ନାଟ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ପଞ୍ଚମ ବେଦର ଅଷ୍ଟାଦଶ ରାଜ୍ୟସ୍ତରୀୟ!-->!-->!-->…
ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ଡ୍ରାଇଭର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…
ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ଡ୍ରାଇଭର ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ସମସ୍ୟା ସୁବିଧା ଓ ଅସୁବିଧା ସମୟରେ ଡ୍ରାଇଭର!-->…
ପୁତୁରା ଟାଙ୍ଗିଆ ଚୋଟରେ ବଡ ବାପା ମୃତ
ଫୁଲବାଣୀ (୧୩/୦୪) : ପୁତୁରାର ଟାଙ୍ଗିଆ ଚୋଟରେ ବଡ ବାପାର ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡ଼ି ପଞ୍ଚାୟତର କାଲିଗାଡୁ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ନିଜ ବଡ ବାପାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛି ପୁତୁରା ମିଲଟନ ଦିଗାଲ ।ଆଜି!-->…
ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଉରକେଲା ଶାଖାର ଗୁରୁତ୍ବପୂର୍ଣ୍ଣ ବୈଠକ…
ରାଉରକେଲା :- ଆଗାମି ଅପ୍ରିଲ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ବର ନିକଟସ୍ଥ ଆମ୍ରପାଲ୍ଲୀ ରିସର୍ଟ ଠାରେ ହେବାକୁ ଥିବା ନ୍ୟାସନାଲ ଏକ୍ସକୁଟିଭ ମିଟ୍ ପରିପେକ୍ଷୀରେ ରାଉରକେଲା ଓ ସୁନ୍ଦରଗଡ କର୍ମଜୀବୀ ସାମ୍ବାଦିକ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ହନୁମାନ ବାଟିକା ଠାରେ ଆୟୋଜିତ ହୋଇଯାଇଛି ।!-->!-->!-->…
ଗ୍ରାମସଭାର ଅନୁମୋଦନକ୍ରମେ ହେମଗିର ବ୍ଲକର ୫ଟି ପଞ୍ଚାୟତ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧୯ଟି ଉନ୍ନୟନ ପ୍ରକଳ୍ପର…
ବିଶ୍ୱରଂଜନ ହୋତା // ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି
ସୁନ୍ଦରଗଡ଼ : ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ!-->!-->!-->…
ବ୍ଲକ ଅଧ୍ୟକ୍ଷା ଓ ସମିତି ସଭ୍ୟଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଦୃକୁମ୍ପା ପଞ୍ଚାୟତ ସ୍ଥାନୀୟ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ମଡେଲିଙ୍ଗ କରାଯାଉଥିବା କାର୍ଯ୍ୟକୁ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ଓ ସମିତିସଭ୍ୟ ବୈଦ୍ୟନାଥ ବେହେରା ଆଜି ପରିଦର୍ଶନ କରିବାକୁ ଯାଇଥିବା ଦେଖିବାକୁ!-->!-->!-->…
ଶ୍ରୀକାକୁଲମଠାରେ ଟ୍ରେନ ଦୁର୍ଘଟଣାରେ ଭଞ୍ଜନଗର ଅଞ୍ଚଳ ଗୁଜୁରାଳି ଗ୍ରାମର ଯୁବକ ଗୁରୁତର ଆହତ
ଭଞ୍ଜନଗର:- ଗତକାଲି ରାତି ୧୦ଟା ସମୟରେ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପାଞ୍ଚ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ର ଜିତୁ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଗୁଜୁରାଳି ଗ୍ରାମର ଜିତୁ ନାୟକ!-->…
କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଲେନି ଜିଲ୍ଲାପାଳ ! ଅସନ୍ତୋଷ ଝାଡିଲେ ମନ୍ତ୍ରୀ
କୋରାପୁଟ : କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ ଆଜି ସକାଳେ ଦିନିକିଆ କୋରାପୁଟ ଗସ୍ତ ରେ ଆସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ତେବେ ମନ୍ତ୍ରୀଙ୍କ ଗସ୍ତ ନେଇ ଚାରିଦିନ ପୂର୍ବରୁ ଜିଲ୍ଲା!-->!-->!-->…