Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ
ପାତ୍ରପୁର : ପାତ୍ରପୁର ବ୍ଲକ, ତଣ୍ଡିପୂର ପଞ୍ଚାୟତ ଅନ୍ତର୍ଗତ ପୋଲାରଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷା ସୁଲୋଚନା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ, ଗୋଷ୍ଠି!-->…
ପରିବାରର ସ୍ୱୀକୃତି ନ ମିଳିବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ବ୍ରହ୍ମପୁର : ପ୍ରେମ ପାଇଁ ପ୍ରତିବନ୍ଧକ ସାଜିଲା ସମାଜ l ପରିବାର ର ସ୍ୱୀକୃତି ନ ମିଳିବାରୁ ପ୍ରେମିଯୁଗଳ ନେଲେ ଚରମ ପଦକ୍ଷେପ l ଗୋଟିଏ ଗଛର ଗୋଟିଏ ପୁଆରେ ପରିବାରକୁ ଭୁଲି ଝୁଲିପଡିଲେ ପ୍ରେମୀ ଯୁଗଳ l ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରି ଫାଣ୍ଡି ଅଧୀନ ପଥରଗଣ୍ଡା ଜଙ୍ଗଲ ଭିତରେ ଆଜି!-->…
ଦେବାନନ୍ଦଙ୍କ ବିଜେଡିରେ ଯୋଗଦାନ ପରେ ହିଞ୍ଜିଳିକାଟୁ ବିଜେଡ଼ି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା
ହିଞ୍ଜିଳିକାଟୁ, ୮/୪(): ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ମେରିରାୟ ନୀତି, ଅହଂକାର, ଦଳୀୟ ଗୋଷ୍ଠୀ କନ୍ଦଳ, ଗଣତାନ୍ତ୍ରର ଶୂନ୍ୟତା, ଅପାରଗ ଓ ପ୍ରକୃତ କର୍ମୀଙ୍କୁ ହତାଦାର ନେଇ ବୁଧବାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର ଦଳରୁ ଇସ୍ତଫା!-->!-->!-->…
ଗ୍ରାହକଙ୍କୁ ସେବା ବଦଳରେ ଯନ୍ତ୍ରଣା ଦେଉଛି ଶିଭମ ପେଟ୍ରୋଲ ପମ୍ପ
ମାଲକାନଗିରି ସେବା ବଦଳରେ ଯନ୍ତ୍ରଣା ଦେଉଛି ପେଟ୍ରୋଲ ପମ୍ପ l ଏହି ଭଳିଆ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମଧ୍ୟରେ ରହିଥିବା ଶିଭମ ପେଟ୍ରୋଲ ପମ୍ପରେ ଦୈନିକ ତେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ଗ୍ରହକକୁ ଅତିଷ୍ଟ କରିପକାଇଛି l ପ୍ରତ୍ୟେକ ଦିନ ପେଟ୍ରୋଲ ପମ୍ପ ମାଲିକମାନେ ଲକ୍ଷ!-->…
ବସନ୍ତ ମହୋତ୍ସବ ପାଳନ ଉପଲକ୍ଷେ ନବଜୀବନର ସାମ୍ବାଦିକ ସମ୍ମିଳନୀ
ସୁନ୍ଦରଗଡ଼ (୦୮/୦୪) : ଓଡ଼ିଶାର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ " ନବଜୀବନ" ଆସନ୍ତା ଅପ୍ରେଲ ୧୨ ଓ ୧୩ ତାରିଖରେ ବସନ୍ତ ମହୋତ୍ସବ ପାଳନ କରିବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ନବଜୀବନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ ସବ୍ଷ୍ଟେସନର ଶୁଭାରମ୍ଭ
ବିଦ୍ୟୁତ ବିଭ୍ରାଟ ସମୟରେ ଭରସାଯୋଗ୍ୟ ଯୋଗାଣ ପାଇଁ ବିକଳ୍ପ ସମାଧାନଭୁବନେଶ୍ୱର/ବ୍ରହ୍ମପୁର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଡେ୍!-->…
ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ (୮/୪) : ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ହୋଇଥିବା ଗଣହତ୍ୟା ମୁଖ୍ୟ ଅଭିଯୁକ୍ତର ଭାଇକୁ ହିଞ୍ଜିଳି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିଲନ କୁମାର ସ୍ୱାଇଁ (୨୫) | ଗତ ମାର୍ଚ୍ଚ ମାସ ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯!-->!-->!-->…
ଦଳରୁ ନିଲମ୍ବିତ ହେଲେ ପୁର୍ବତନ କାଉନସିଲର
ଫୁଲବାଣୀ (୮/୪) : କନ୍ଧମାଳ ଜିଲ୍ଲା ବିଜେଡିରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ, ବଢ଼ିବାରେ ଲାଗିଛି ।ଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦେଶନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି। ଏ ମାନଙ୍କ ଯୋଗୁ ପଂଚାୟତ ଓ ପୌର ନିର୍ବାଚନରେ ଦଳ କୁ ପରାଜୟର ସମ୍ମୁଖୀନ!-->!-->!-->…
ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବର ନିନ୍ଦା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ପତ୍ର ପ୍ରଦାନ
ଫୁଲବାଣୀ-(୮/୪) : ବାଲେଶ୍ବର ଜିଲ୍ଲା ନିଳଗିରି ଥାନା ଆଇ.ଆଇ.ସିଙ୍କ ବର୍ବରଚିତ କାଣ୍ଡକୁ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଆଜି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି!-->!-->!-->…
ଅଙ୍ଗନବାଡ଼ି ଶିଶୁଙ୍କୁ ଦିଆଯାଉଛି ପଚା ଅଣ୍ଡା
ଦାରିଙ୍ଗବାଡ଼ି,୮/୪ : ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ ନିମନ୍ତେ ରାଜ୍ୟ ସରକାର ଅଙ୍ଗନବାଡ଼ି ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଖାମଖିଆଲି ମନଭାବ ଯୋଗୁଁ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ ହୋଇଚି । ସିମନବାଡ଼ି!-->!-->!-->…