Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଭିଜିଲାନ୍ସ ଇତିହାସରେ ରେକର୍ଡ : ସହକାରୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ୨ କୋଟି କ୍ୟାସ୍
ଭିଜିଲାନ୍ସ ଇତିହାସରେ ସର୍ବାଧିକ କ୍ୟାସ ଜବତ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଘରୁ ନଗଦ ୨ କୋଟି ଟଙ୍କା ଜବତ କଲା ଭିଜିଲାନ୍ସ। ଟଙ୍କା ଗଣିବା ପାଇଁ ମେସିନ ବ୍ୟବହାର କରିଛି ଭିଜିଲାନ୍ସ। କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଠାରୁ!-->…
ଜି.ଉଦୟଗିରି ଏନଏସି ଉପାଧ୍ୟକ୍ଷ ହେଲେ ସନ୍ତୋଷ ବାଘ
ଫୁଲବାଣୀ (୭/୪) : ବହୁ ପ୍ରତିକ୍ଷିତ ପୌରଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି ଜି. ଉଦୟଗିରି ଏନ ଏ ସି ଉପାଧ୍ୟକ୍ଷ ଭାବେ ବିଜେଡି ନେତା ତଥା ଯୁବ କାଉନସିଲର ସନ୍ତୋଷ ବାଘଙ୍କୁ ଦଳ ଉପାଧ୍ୟକ୍ଷ ପଦବୀରେ ବସାଇଛି। ସନ୍ତୋଷ ଜଣେ ଦକ୍ଷଯୁବ ସଂଗଠକ ମଧ୍ୟ।!-->…
ନବମ ବାର୍ଷିକ ଅଷ୍ଟଶମ୍ଭୁ ମହାମିଳନ ସମାରୋହ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଙ୍କରା ଖୋଲ ଗ୍ରାମର ମା ପିତାବଳୀ ପ୍ରାଙ୍ଗଣ ଠାରେ ନବମ ବାର୍ଷିକ ଅଷ୍ଟସମ୍ଭୁ ମହାମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସର୍ଵ ପ୍ରଥମେ ମା ପିତାବଳୀ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହେବା ପରେ ବାଜା ଢୋଲ ମହରି ବଜାଇ ମା ବ୍ରାହ୍ମଣୀ ଦେବୀ, ବରାଳଦେବୀ ଓ ଶେଷରେ!-->!-->!-->…
ଚିକିଟି ଏନଏସିର ନୂଆ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ଦେଓ
ଚିକିଟି : ଚିକିଟି ଏନ ଏ ସି ର ନୂଆ ଉପାଧ୍ୟକ୍ଷ ଭାବେ ୩ ନମ୍ବର ୱାର୍ଡ ର କାଉନସିଲର ଦୁର୍ଗା ପ୍ରସାଦ ଦେଓ ମନୋନୀତ ହୋଇଛନ୍ତି।ତାଙ୍କ ପ୍ରସ୍ତାବକ ଭାବେ ସୁକାନ୍ତି ବେହେରା ସମର୍ଥକ ଭାବେ ବିଶ୍ୱଜିତ ମହାପାତ୍ର ରହିଥିଲେ।ପୂର୍ବରୁ ଅଧ୍ୟକ୍ଷା ଭାବେ ଦୀପା କୁମାରୀ ସାହୁ ଦାୟିତ୍ୱ ଗ୍ରହଣ କରିଥିବା!-->…
ଦାରିଙ୍ଗବାଡିଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ନିମନ୍ତେ ମହିଳାସଂଘର ଦାବି
ଦାରିଙ୍ଗବାଡ଼ି (୭/୪) : ଦାରିଙ୍ଗବାଡି ଚାରିଛକ ଠାରେ ଯାତ୍ରୀ ବିଶ୍ରାମଗାର ସମେତ ପରିଶ୍ରାଗାର ନିର୍ମାଣ ନିମନ୍ତେ ଦାରିଙ୍ଗବାଡ଼ିର ଆଞ୍ଚଳିକ ମହିଳା ସଂଘ ଦାବି କରିଛନ୍ତି । ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡି ହୋଇଥିବା ସହ ଦାରିଙ୍ଗବାଡ଼ି ବ୍ଲକର ୨୫ ଗୋଟି ପଞ୍ଚାୟତର!-->!-->!-->…
ବ୍ଳକ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ କଲେ ବ୍ଳକଶିକ୍ଷା ଅଧିକାରୀ
ଦାରିଙ୍ଗବାଡ଼ି (୭/୪) : ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କର ଶୁଭାରମ୍ଭ କରିବା ସହିତ ସଚେତନ ବାର୍ତ୍ତା ଦେଇଥିଲେ । ଏଥିରେ ରାପଡ଼ାବାଡ଼ି ନୋଡାଲ ବିଦ୍ୟାଳୟ ଛାତ୍ରୀ, ଶିକ୍ଷକ!-->!-->!-->…
ବିଦ୍ୟୁତ କାମ କରୁଥିବା ବେଳେ ମୃତ୍ୟୁ
ଖଲ୍ଲିକୋଟ (୭/୪) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ପଂଚାୟତ ତେଲି ଡିହ ସାହି ର ଧନେଶ୍ୱର ପ୍ରଧାନ ୩୦ ଗତକାଲି ବିଳମ୍ବିତ ରାତି ରେ ବିଦ୍ୟୁତ କାମ କରୁଥିବା ବେଳେ ହଠାତ ବିଜୁଳି ସଂଯୋଗ ରେ ଆସି ଦୁର୍ଘଟଣା ରେ ସମୁଖିନ୍ନ ହେବ| ଫଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l
ଲିଲି ସାହୁ ଖଲ୍ଲିକୋଟ ଏନଏସି ଉପ-ନଗରପାଳ ଭାବେ ନିର୍ବାଚିତ
ଖଲ୍ଲିକୋଟ ( ୭/୬) : ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ଖଲ୍ଲିକୋଟ ଏନଏସି ର ଉପ-ନଗରପାଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ କାଉନ୍ସିଲ୍ର ଶ୍ରୀମତୀ ଲିଲି ସାହୁ ଅପ୍ରତିଦ୍ଵନ୍ଦୀ ଉପ - ନଗରପାଳ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା!-->!-->!-->…
କାଲିମେଳାରେ ଟ୍ରକ୍ରୁ ୧୪ କୋଟି ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି: ତେନ୍ତୁଳି ବୋଝେଇ ଟ୍ରଲରରେ ଗଞ୍ଜେଇ ଚାଲାଣକୁ ଠାବ କଲା କାଲିମେଳା ପୁଲିସ। ଦୁଇ ଜଣ ଗିରଫ। ସୂଚନାଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସକୁ ସଫଳତା। ଏହି ଗଞ୍ଜେଇ ମାଲକାନଗିରିରୁ ଉତ୍ତର ପ୍ରଦେଶକୁ ଚାଲାଣ ହୋଉଥିଲା ଦେଢ ଟନ୍ ଗଞ୍ଜେଇ। ଯାଞ୍ଚ ବେଳେ ଗଞ୍ଜେଇ ବୋଝେଇ!-->…
ସୁଚିତ୍ରା ପଣ୍ଡା ହେଲେ ହିଞ୍ଜିଳିକାଟୁ ପୌରପରିଷଦ ର ଉପାଧ୍ୟକ୍ଷ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଶାନ୍ତିସୃଙ୍ଖଳାରେ ଶେଷ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ ନଂ ୬ର ବିଜେଡି କାଉନସିଲର ସୁଚିତ୍ରା ପଣ୍ଡା ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୱାର୍ଡ ନଂ ୬ର କାଉନସିଲର ଭାଵେ!-->…