Browsing Category

ଆଞ୍ଚଳିକ

କୋଭିଡ ୧୯ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ। ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪୫୦ ନାପକିନ ବଣ୍ଟନ

ଦାରିଙ୍ଗବାଡ଼ି (୪/୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଚଏଲଏଫପିପିଟି / ଏମ. ରାଇଟ୍ ପକ୍ଷରୁ ଏକ କୋଭିଡ଼ ଟୀକା ସୁନିଶ୍ଚିତ , ସ୍ବାସ୍ଥ୍ୟ ସଚେତନତା ଓ ସ୍ବଚ୍ଛତା ଉପକରଣ ଶିବିର ଅନୁଷ୍ଠିତ ହୋଇଥିଲା।…

ଚିକିଟିରେ “ଦିବ୍ୟାଙ୍ଗଜନ ସମାଧାନ ‘ଅନୁଷ୍ଠିତ

ଚିକିଟି : ଚିକିଟି ବ୍ଲକ ପରିସରରେ ଆଜି "ଦିବ୍ୟାଙ୍ଗଜନ ସମାଧାନ " ବିଡ଼ିଓ ଫାଲଗୁନୀ ମାଝିଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ଦିବ୍ୟାଙ୍ଗଜନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନକରି ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରାଇବା ସହ ଆତ୍ମବିଶ୍ଵାସ ଓ…

ଗ୍ରୀଷ୍ମ ପ୍ରବାହରୁ ବ୍ରାହ୍ମଣୀଗାଁରେ ସ୍ବେଛାସେବୀ ଜଳଛତ୍ର ଖୋଲିଲେ

ଦାରିଙ୍ଗବାଡି (୦୪/୦୪) : ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି, ଗାଁଠାରୁ ସହର ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ଜଳ ସମସ୍ୟାରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକରେ ରହିଥିବା ୨୫ ଗ୍ରାମ…

ଖଲ୍ଲିକୋଟ ରେ ଗଡ଼ିଲା ଶିକ୍ଷା ସଚେତନେତା ରଥ

ଖଲ୍ଲିକୋଟ (୪/୪) : କୋଭିଡ କଟକଣା ଯୋଗୁ ଦୀର୍ଘ ଅଢେଇ ବର୍ଷ ଧରି ଆନୁଷ୍ଠାନିକ ଶିକ୍ଷାଦାନ ସମ୍ପୂର୍ଣ ଠପ ହେବା ସହ ଶିକ୍ଷକ ,ଛାତ୍ର ,ଅଭିଭାବକ ମାନେ ପିଲାଙ୍କ ଶିକ୍ଷାଦାନ ନେଇ ଘରେ ଅଶାନ୍ତି ରେ ଥିଲେ l ଚଳିତ ଏପ୍ରିଲ ମାସ ଠାରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଶ୍ରେଣୀ ଶିକ୍ଷାଦାନ…

କାର୍‌ ଉପରେ ମାଡ଼ିଗଲା ହାଇଓ୍ବା, ଚାଳକ ମୃତ

ଭୁବନେଶ୍ୱର: ପଳାଶୁଣୀ ବସ୍‌ ଷ୍ଟପେଜ୍‌ ନିକଟରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାର୍‌ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ। ସୂଚନାନୁସାରେ, ପଳାଶୁଣୀ ବସ୍‌ ଷ୍ଟପେଜ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍‌ ହେଉଥିଲେ।…

ପୁରୀରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ, ୦୪/୦୪ : ପୁରୀରୁ ଧଳା ଜହର ଜବତ। ଦୁଇ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଏସଟିଏଫ୍ ଓ ବାସେଳୀ ସାହି ଥାନା ପୋଲିସ। ସେମାନଙ୍କ ନିକଟରୁ ୧୧୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ପୁରୀରେ…

ଅଣ୍ଡା ଦରବୃଦ୍ଧିରେ କୁକୁଡ଼ା ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା: ଭୁବନେଶ୍ବର -ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡାରେ କୁକୁଡ଼ା ଚାଷୀଙ୍କ ଧାରଣା । ଅଣ୍ଡା ଟ୍ରକ୍ ଅଟକାଇଲେ ଆନ୍ଦୋଳନକାରୀ । ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ଧାରଣାରେ ସାମିଲ ହେଉଛନ୍ତି । ଅଣ୍ଡାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ଦାବି । ଏନଇସିସି ବିରୋଧରେ…

ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ…

ଫୁଲବାଣୀ:- ଜଣେ ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ ପରେ ଲୋକଙ୍କୁ ଘଉଡାଇବାକୁ ପୋଲିସର ମୃଦୁ ଲାଠିଚାଳନା।ଘଟଣା ଘଟିଛି ଗୋଚ୍ଛାପଡା ଥାନା ଅଞ୍ଚଳରେ ମୃତକ ଜଣକ ହେଲେ ପହିରାଜୁ ଗ୍ରାମର କୁମୁଦ କହଁର। ଗ୍ରାମବାସୀ ଙ୍କ ଅଭିଯୋଗ ଯେଉଁ…

ବାଲ୍ୟ ବିବାହ ନିଷେଧ ଓ କିଶୋର କିଶୋରୀ ସଶକ୍ତିକରଣ ର ସଚେତନ ଶିବିର…

ମାଲକାନଗିରି : କାଲିମେଳା ଶିଶୁବିକାଶ ଯୋଜନା ତରଫରୁ ଆଜି ତାଣ୍ଡବାଇ ପଂଚାୟତ ଏମଭି ୭୯ ଠାରେ ଏକ ସଚେତନ ଶିବିର ଆୟୋଜିତ କରାଯଯାଇଥିଲା ।ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ତାଣ୍ଡବାଇ ପଂଚାୟତ ସରପଞ୍ଚ ସତ୍ୟ ମାଡକାମୀ ଯୋଗଦେଇଥିଲେ ।ଏଥିସହ ସମସ୍ତ ୱାର୍ଡମେମ୍ବର ,ଅଙ୍ଗନବାଡି…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ଠାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳିତ

ଫୁଲବାଣୀ : ପବିତ୍ର ଉତ୍କଳ ଦିବସ ଅବସରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଛି। ଉକ୍ତ ଦିବସରେ ପ୍ରାରମ୍ଭ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ନୂତନଭାବେ ଯୋଗଦାନ କରି ବିଦ୍ୟାଳୟକୁ ଉତ୍ସବମୁଖର କରିବା ସଙ୍ଗେ ସଙ୍ଗେ ବନ୍ଦନା ପ୍ରାର୍ଥନା କରି ଚଳିତ…