Browsing Category

ଆଞ୍ଚଳିକ

କୋଭାକ୍ସିନ୍‌ ସପ୍ଲାଏ ଉପରେ ପ୍ରତିବନ୍ଧକ ଲଗାଇଲା ‘ହୁ’

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)। କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ COVID-19 କୋଭାକ୍ସିନ ସପ୍ଲାଏ ଉପରେ ରୋକ…

‘ଖୁବ୍‌ଶୀଘ୍ର କଶ୍ମୀର ପଣ୍ଡିତ ସେମାନଙ୍କ ଘରକୁ ଫେରିବେ : ରାଷ୍ଟ୍ରୀୟ ସଂୟ ସେବକ ସଂଘ ମୁଖ୍ୟ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କଶ୍ମୀର ପଣ୍ଡିତମାନେ ସେମାନଙ୍କ ଘରକୁ ଫେରିବେ। ରାଷ୍ଟ୍ରୀୟ ସଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ୍‌ ଏହା କହିଛନ୍ତି। ସେମାନଙ୍କ ରହିବା ପାଇଁ ସେମିତି ପରିବେଶ ତିଆରି କରାଯାଉଛି। ସେମାନେ ଯେମିତି ଆଉ କାଶ୍ମୀରରୁ ବିତାଡ଼ିତ ନ ହୁଅନ୍ତି ସେମିତି ମାହୋଲର ବ୍ୟବସ୍ଥା…

ଜାଲ ନିଯୁକ୍ତିପତ୍ର ଦେଇ ବନ୍ଧାହେଲେ ୫ ନକଲି ସାମ୍ବାଦିକ

କୋରାପୁଟ: ସାମ୍ବାଦିକତା ନାମରେ କଳଙ୍କ। ସାମ୍ବାଦିକତା ନାମରେ ଜାଲ ସଂସ୍ଥା ଖୋଲି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ଦେଇ କୋରାପୁଟ ଜିଲ୍ଲା ଦାମନଜୋଡି ପୁଲିସ ହାତରେ ଧରାପଡିଛନ୍ତି ୫ ଜଣ ନକଲି ସାମ୍ବାଦିକ। ଅଭିଯୁକ୍ତମାନେ ହେଲେ ରାୟଗଡ ସହରର ସୁଧୀର କୁମାର ଚୌଧୁରୀ, ତାଙ୍କ ପୁଅ ସନ୍ତୋଷ କୁମାର…

ଚିକିଟି ଅଞ୍ଚଳର ବିଭିନ୍ନ ଶକ୍ତି ପୀଠରେ ନବରାତ୍ର ପୂଜା

ଚିକିଟି : ଚିକିଟି ଅଞ୍ଚଳର ବିଭିନ୍ନ ଶକ୍ତି ପୀଠ ଯଥା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଶ୍ଚିମ ଦିଗ କେରାଣ୍ଡି ମାଳ ପର୍ବତ ପାର୍ଶ୍ୱରେ ଅବସ୍ଥିତ ମା ରତ୍ନେଇ , କୁମ୍ଭକାର ସାହି ସ୍ଥିତ ତଳ ବାଳକୁମାରୀ ଓ ଇଲେକ୍ଟ୍ରିକାଲ ଅଫିସ ଛକ ସ୍ଥିତ ମା ବୁଢ଼ୀ ଠାକୁରାଣୀ ଙ୍କ ପୀଠରେ ବାସନ୍ତିକ…

୨ଟି ପୃଥକ ମୋଟର ସାଇକେଲ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ

ହିଞ୍ଜିଳିକାଟୁ (୩/୪) : ରବିବାର ହିଞ୍ଜିଳି ଥାନା ଅଞ୍ଚଳରେ ୨ଟି ପୃଥକ ମୋଟର ସାଇକେଲ ଦୂର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ବି. ହରିଶ (୧୬), ତହର ଗ୍ରାମର ରୁଦ୍ରସେନ ପାଠି (୧୭), ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ବୁଲୁ…

ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (୦୩/୦୪) : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ଭଗବତ ଚାରିଟେବୁଲ ଟ୍ରଷ୍ଟ" ଓ "ମାସ୍କୋ" ବ୍ରହ୍ମପୁରର ମିଳିତ ସହଯୋଗରେ ଗୋଷାଣୀନୂଆଗାଁ ନିକଟସ୍ଥ ଝିମିରା ସାହିଠାରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟିରେ "ଭଗବତ ଚାରିଟେବୁଲ…

ସୁନ୍ଦରଗଡ ଜିଲ୍ଲାରେ ପୃଥକ ପୃଥକ ଦୁର୍ଘଟଣା ରେ ୧୨ ଆହତ : କାଂଶବାହାଲ ରେ ଗୋଟିଏ ଓ ଲହୁଣୀପଡାରେ ଦୁଇଟି…

ରାଉରକେଲା,/ ସୁନ୍ଦରଗଡ଼ ; ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ଦିନ ଦୁର୍ଘଟଣା ଘଟି ଅନ୍ୟୁନ ୧୨ ଜଣ ଆହତ ହୋଇଛନ୍ତି। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଫାଣ୍ଡି ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ଏକ ଘରୋଇ ବସ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିଲେ।ପ୍ରଥମେ ବସ ଏକ ଇଟା…

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ: କାଜୁ ଜଙ୍ଗଲରେ ନର କଙ୍କାଳ ଠାବ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଏକ ନର କଙ୍କାଳକୁ ଉଦ୍ଧାର କରାଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ, ପୋଲିସର ଛାନଭିନ…

୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର୍ ମୃତ

ଲମତାପୁଟ : ୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ଡ୍ରାଇଭର୍ ମୃତ। ବାଲି ଆଣିବାକୁ ଯିବା ସମୟରେ କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ୫୦ ଫୁଟ ତଳକୁ ଖସିପଡ଼ିଛି। ଘଟଣା ଅନୁଯାୟୀ, ଲମତାପୁଟ ବ୍ଲକ କମେଲ୍ ଗ୍ରାମର ଯୁବକ କୃଷ୍ଣ ସିଶା ଶନିବାର ସକାଳେ ବାଲି ଆଣିବା…

ସ୍ୱାମୀକୁ ଜେଲ୍‌ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର: ସ୍ୱାମୀକୁ ଜେଲ୍‌ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ସଂପୃକ୍ତ ମାମଲାରେ ଗୋସାଇଁନୂଆଗାଁ ଥାନା ଅଞ୍ଚଳର ତୋଫାନ୍‌ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍‌ ଥାନା ପୁଲିସ । ଜାମିନ୍‌ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌ ହାଜତକୁ…