Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ, ରାସ୍ତାଜାମ
ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସମୟରେ ସହରବାସୀଙ୍କ ଯାତାୟାତ ପାଇଁ ସର୍ଭିସ ରୋଡ ନାହିଁ କି ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସହର ମଧ୍ୟରେ ଦିନବେଳେ ଖଣିଜ ବୋଝେଇ ଟ୍ରକ ଚଳାଚଳ ନିଷିଦ୍ଧ ଥିବାବେଳେ!-->…
ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର
ବଲାଙ୍ଗିର: ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ।
!-->!-->!-->…
ପୋଲିସ ପ୍ରତିଷ୍ଠା ଦିବସ : ଶ୍ରେଷ୍ଠ ୫ ପୁଲିସ ପୁରସ୍କୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଆର ବି ଏନ୍ ଓ ଏପିଆର୍ ଦ୍ଵାରା ପ୍ୟାରେଡ୍ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ଅଧୁକାରୀ ବିପିନି!-->!-->!-->…
କିରନ କୁମାରୀ ଦାସ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା
ଛତ୍ରପୁର : ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତି ନୂଆଗାଁ ସମିତିସଭ୍ୟା କିରନ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି । ଅଗସ୍ତିନୂଆଗାଁ ସମିତିସଭ୍ୟା ଦାସଙ୍କୁ ୧୨ ଟି ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ କୁମାରୀ ସେଠୀଙ୍କୁ ୬ ଟି ଭୋଟ!-->!-->!-->…
ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଉଦଘାଟିତ
ନବରଙ୍ଗପୁର : ନବରଙ୍ଗପୁର ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟ ର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ କୋର୍ଟ ରୁମ୍, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଓ!-->!-->!-->…
କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ
କନ୍ଧମାଳ : ପରୀକ୍ଷାକୁ ଚାପ ମୁକ୍ତ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଗୁରୁତ୍ଵ ଆରୋପ କରି ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଗତ କାଲି ପରୀକ୍ଷା ପେ ଚର୍ଚ୍ଚାର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ଏହି!-->…
ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି l ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସମୟାନୁବର୍ତ୍ତିତା ଶିକ୍ଷକ ଥିଲେ, କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣା ଶୁଣା ଥିଲେ, ଜିଲ୍ଲା ର ବିଭିନ୍ନ!-->…
ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍
ଭୁବନେଶ୍ୱର: ରାଜ୍ୟରେ ଜଳେଶ୍ୱର ପରେ ପରେ ଏବେ ବ୍ରାଉନସୁଗାର ହବ୍ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଧଳାଜହର କାରବାର କରାଯାଉଥିଲେ ବି ଡ୍ରଗ୍ସ ପେଡଲର ମାନଙ୍କୁ ଧରିବା ପାଇଁ ଅସମର୍ଥ ହୋଇ ପଡିଛି ରାଜ୍ୟ ପୋଲିସ୍ । ସମାନ ଭାବରେ ଆଜି ପୁଣି ଭୁବନେଶ୍ୱରରୁ!-->…
ବସ୍-ଟ୍ୟାଙ୍କର୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଗୁରୁତର
ନୟାଗଡ଼: ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟିରେ ଆଜି ମଧ୍ୟାହ୍ନରେ ଏକ ସାଙ୍ଘାତିକ ଦୁର୍ଘଟଣା ଘଟିଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ଓଏସ୍ଆରଟିସିର ଏକ ବସ୍ ଓ ଏକ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଟ୍ରକ୍!-->…