Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୋୖରାଞ୍ଚଳ ନିର୍ବାଚନ ,ପିଙ୍କ ବୁଥ ରେ ଚାଲିଛ ମତ ଦାନ…
ମାଲକାନଗିରି : ଜିଲ୍ଲାରେ ଚାଲିଛି ପୌରପରିଷଦ ନିର୍ବାଚନର ମହୋତ୍ସବ । ଏହି ପୌରପରିଷଦ ନିର୍ବାଚନର ପାଇଁ ମାଲକାନଗିରି ରେ 19 ଟି ୱାର୍ଡ ରେ 29 ବୁଥ ଓ 3 ଟି ପିଙ୍କ ବୁଥ ଆୟୋଜନ କରାଯାଇଛି l ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପିଙ୍କବୁଥ ର ବ୍ୟବସ୍ତା ଥିଲାବେଳେ ପ୍ରଶାସନ ର କଡା ସୁରକ୍ଷା!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ : ୬ ମାସିଆ ପ୍ଲାଷ୍ଟିକ୍ସ ପ୍ରୋସେସିଂ ତାଲିମପ୍ରାପ୍ତ ୬୨…
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା!-->!-->!-->!-->!-->…
ରେଣୁକାମ୍ମଆ ହେଲେ ଚିକିଟି ବ୍ଲକ ଉପାଧ୍ୟକ୍ଷ…
ଚିକିଟି-ଚିକିଟି ବ୍ଲକ ଉପାଧ୍ୟକ୍ଷ ଭାବେ ଏକସିଙ୍ଗି ସମିତି ସଭ୍ୟ ବି. ରେଣୁକାମ୍ମଆ ମନୋନୀତ ହୋଇଛନ୍ତି।ବିଜେଡ଼ି ସମର୍ଥିତ ଏହି ମହିଳା ଜଣକୁ ଦଳ ବିଶ୍ୱାସ କୁ ନେଇଥିବା ବେଳେ ପୂର୍ବତନ ସରପଞ୍ଚ ତଥା ବ୍ଲକ ଯୁବ ବିଜେଡ଼ି ସଭାପତି ସୁଧାକର ରେଡ଼ି ଙ୍କ ପ୍ରତି ମଧ୍ୟ ଆସ୍ଥା ପରିଲକ୍ଷିତ!-->…
ବିନା ପ୍ରତିଦ୍ବନ୍ଦ୍ବିତାରେ ସମିତି ଉପାଧ୍ୟକ୍ଷା ହାତେଇ ନେଲା ବିଜେଡି
ଟିକାବାଲି (୨୩/୦୩) : ଗତ ୧୨ ତାରିଖ ଟିକାବାଲି ପଞ୍ଚାୟତ ସମିତି ପାଇଁ ଅଧକ୍ଷ ପଦ ପାଇଁ ନିର୍ବାଚନ ଶେଷ ହୋଇ ଯାଇ ଥିବାବେଳେ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ କ୍ରମେ ଆଜି ଉପାଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ସମାପନ ହୋଇଯାଇଛି | ପୂର୍ବାହ୍ନ 10 ଟା 30 ମିନିଟ ସମୟରେ ବିଜେଡି ଦଳ!-->!-->!-->…
ସମାଜସେବୀ ରାଜେନ୍ଦ୍ରଙ୍କ ଭୋଟ ପ୍ରଚାର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ସବୁ ଦଳର କାଉନ୍ସିଲର ପ୍ରାର୍ଥୀମାନେ ନିଜନିଜ ସମର୍ଥକମାନଙ୍କ ସହ ବିଭିନ୍ନ ୱାର୍ଡ଼ରେ ପ୍ରଚାର ଚଳାଇଛନ୍ତି । ଏଥିରୁ ବାଦ ପଡ଼ି ନାହାନ୍ତି ୮ ନଂ ୱାଡ଼ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପାଢ଼ୀ।!-->…
ବ୍ଲକ ଉପାଧକ୍ଷା ପଦ ହାତେଇଲା ବିଜେଡ଼ି
ଦାରିଙ୍ଗବାଡ଼ି (୨୩/୦୩) : ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ପଦ ବିଜେଡ଼ି ହାତେଇଥିବା ବେଳେ ପୁଣି ଉପାଧ୍ୟକ୍ଷ ନିର୍ବାଚନରେ ଉପଧକ୍ଷା ପଦ ମଧ୍ୟ ହାତେଇଛି ବିଜେଡ଼ି । ସିଆଙ୍ଗବାଲି ସମିତିସଭ୍ୟା ସସ୍ମିତା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ୨୫ ସମିତି!-->!-->!-->…
ବିଭିନ୍ନ ଗଣସଂଗଠନଙ୍କ ପକ୍ଷରୁ ଶହୀଦ ଦିବସ ପାଳନ…
ବ୍ରହ୍ମପୁର : ଆଜି ସହରର ବିଭିନ୍ନ ଗଣସଂଗଠନ ଙ୍କ ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ଛକଠାରେ ଶହୀଦ ଦିବସ କୁ ଯଥା ମର୍ଯ୍ୟାଦାର ସହ ପାଳନ କରାଯାଇଛି l ମାର୍ଚ୍ଚ 23ତାରିଖ 1931 ମସିହାରେ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ବ୍ରିଟିଶ ସରକାର ଲାହୋର ଜେଲରେ ଫାଶୀ ଦେଲା, ହେଲେ ଜୀବନ!-->…
ବିଶ୍ଵ ବନ ଦିବସରେ ରାଜ୍ୟ ସ୍ତରରେ ବନପାଳ ପୁରସ୍କୃତ…
ଦାରିଙ୍ଗବାଡି :, ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନେଇଁ ଦେଶ ବିଦେଶର ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲ ଅବକ୍ଷୟକୁ ରୋକିବା, ନୂତନ ଜଙ୍ଗଲ ସୃଷ୍ଟି ନେଇଁ ବନ ବିଭାଗର ଯଥେଷ୍ଟ ଭୂମିକା ରହିଥିବା ବେଳେ ସର୍ବସାଧାରଣରେ ଆମେ ସମସ୍ତେ ସଚେତନ ହେବାର ସମୟ ପହଞ୍ଚି ଆସିଛି।!-->!-->!-->…
୧୧ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ବୈପାରିଗୁଡା: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଆଶ୍ରମ ସ୍କୁଲର ୧୧ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତ ସୋମବାର ଦିନ ସକାଳୁ ଦୁଇ ଜଣ ଛାତ୍ର ଝାଡ଼ାବାନ୍ତିରେ!-->…
ଚିକିଟି : ବିଜେଡି-ପ୍ରଚାର ରେ ସାମିଲ ହୋଇ ଶେଷ ସ୍ପର୍ଶ ଦେଲେ ସାଂସଦ…
ଚିକିଟି-ପ୍ରଚାର ର ଶେଷ ଦିବସ ରେ ଚିକିଟି ଏନ ଏ ସି ର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀନି ଦୀପା କୁମାରୀ ସାହୁ ଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରଚାର ମଇଦାନରେ ଓଲ୍ହେଇଛନ୍ତି।ଶହ ଶହ ସମର୍ଥକଙ୍କ ଗହଣ ରେ ବିଧାୟିକା ଉଷାଦେବୀ,ତାଙ୍କ ପୁତ୍ର ଶ୍ରୀରୁପ ଦେଓ, ଯୁବ ନେତା ସୁରେନ୍ଦ୍ର ମଣ୍ଡଳ!-->…