Browsing Category

ଆଞ୍ଚଳିକ

ମାଲକାନଗିରି ବିଏସଏଫ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି : ଆଜି ମାଲକାନଗିରି ବିଏସଏଫ ପକ୍ଷରୁ ମାଲକାନଗିରି ଜିଲ୍ଲାର ସୁରକ୍ଷା ତଥା ବିକାଶରେ ବିଏସଏଫ ର ଭୂମିକା କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଡ଼ାକଟି ଦୀର୍ଘ ବର୍ଷ ଧରି ଓଡିଶା, ଆନ୍ଧ୍ରପ୍ରଦେଶ ଓ…

ଖଲ୍ଲିକୋଟ : ଜମୁଛି ପୌର ନିର୍ବାଚନ ପ୍ରଚାର ମୈଦାନରେ ବିଜେପି, ବିଜେଡି ଆଗୁଆ, ପଛରେ କଂଗ୍ରେସ

ଖଲ୍ଲିକୋଟ (୧୬ /୩) : ଆସନ୍ତା ୨୪ ତାରିଖ ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଖଲ୍ଲିକୋଟ ପୌରାଞ୍ଚଳ ରେ ପ୍ରମୁଖ ତିନିଗୋଟି ଦଳ ବିଜେଡି ବିଜେପି ଓ କଂଗ୍ରେସ ଦଳର ନଗରପାଳ ଓ କାଉନ୍‌ସିଲର ପଦବୀ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ସହର ଚଳଚଂଚଳ ହୋଇ ଉଠିଛି l ତେବେ ପ୍ରଚାର ରେ…

କଂଗ୍ରେସର ଆରମ୍ଭ ହେଲା ଜୋରଦାର ପ୍ରଚାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୌର ନିର୍ବାଚନ ପାଖେଇ ଯେତିକି ଆସୁଛି ପ୍ରତିଦ୍ୱନ୍ଦୀମାନଙ୍କ ମନରେ ଉତ୍କଣ୍ଠା ସେତିକି ବଢି ଚାଲିଛି । ଚଳିତ ପୌର ନିର୍ବାଚନରେ କଂଗ୍ରେସ ସହ ବିଜେଡିର କଡା ଟକର ହେବାର ସମ୍ଭାବନା ଦେଖା ଯାଉଛି। ବିଶେଷ କରି ଚେୟାରମ୍ୟାନ ପ୍ରାର୍ଥୀ ପାଇଁ କଂଗ୍ରେସ ପକ୍ଷରୁ ସବିତା…

କ୍ୟାରିୟର କାଉନସିଲ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଆମ୍ବେଦକର ମହାବିଦ୍ୟାଳୟ ଠାରେ ଆଜି କ୍ୟାରିୟର କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟଅତିଥି ଭାବେ ନବ ନିର୍ବାଚିତ ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମାଁ କହଁର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା…

ଅନୁଭୂତି ବିନିମୟ କାର୍ଯ୍ୟକ୍ରମ

ଚିକିଟି : Water ସେଡ଼ ଅରଗାନାଇଜେସନ ଟ୍ରଷ୍ଟ ଚିକିଟି ଅନୁକୂଲ୍ୟ ରେ ମଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ ଅନୁଷ୍ଠାନ ସଭା ଗୃହ ରେ ଏକ ଅନୁଭୂତି ବିନିମୟ କାର୍ଯ୍ୟକ୍ରମ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଗଂଜାମ ଜିଲ୍ଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ର ଛଅ ଗୋଟି ପଞ୍ଚାୟତ 20 ଟି ଗ୍ରାମ ର 110 ଜଣ ଅଗ୍ରଣୀ…

ୱାର୍ଡ ମେମ୍ଵର ମଇଦାନରେ ଆଇନ ଛାତ୍ର

ହିଞ୍ଜିଳିକାଟୁ (୧୬/୩) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରିବା ପରେ ଆରମ୍ଭ ହୋଇଛି ପୌରନିର୍ବାଚନ । ବହୁ ଉଚ୍ଚ ଶିକ୍ଷିତ ଯୁବକ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି | ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡ଼ରେ ସାମ୍ବାଦିକ ଓ ଆଇନଜୀବୀ ସହ ଯୁଵ ବ୍ୟବସାୟୀ ବିଭୁ…

ସ୍କୁଲ ଗାଡ଼ିର ଫାଟିଲା ରେଡିଏଟର: ୩ ଛାତ୍ର ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଗାଡ଼ିର ରେଡିଏଟର ଫାଟିଯିବା କାରଣରୁ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇର ଏକ ଘରୋଇ ଇଂଲିଶ ମିଡିଅମ ସ୍କୁଲର ୩ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍କୁଲରୁ ଘରକୁ…

ବାଲିଗୁଡା ଏନଏସିରେ ଦୁଲୁକୁଛି ପ୍ରଚାର ମୈଦାନ

ବାଲିଗୁଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିଓ୍ବେଟ୍ ନେତାଙ୍କ ଘନଘନ ପ୍ରଚାର ଯୋଗୁଁ ଦୁଲୁକୁଛି ସମଗ୍ର ସହର । ଭଳିକି ଭଳି ଗୀତସହ ବ୍ୟାନର୍ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି…

ଖଲ୍ଲିକୋଟ ଘାଟି ରାସ୍ତା ପାଲଟିଛି ଅପରାଧୀଙ୍କ ଚରାଭୂଇଁ, ମହିଳାଙ୍କୁ ମୁଣ୍ଡରେ ପଥର ଛେଚି ହତ୍ୟା, ଧର୍ଷଣ ସନ୍ଦେହ

ଖଲ୍ଲିକୋଟ (୧୬/୩) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ଠାରୁ ଖଲ୍ଲିକୋଟ ୩୦ ନ ରାଜ୍ୟ ରାଜପଥ କୁ ସଂଯୋଗ କରୁଥିବା ଜଙ୍ଗଲିଆ ବାଇପାସ ରାସ୍ତା ରେ ଗତକାଲି ବିଳମ୍ବିତ ରାତି ଜଣେ ବିବାହିତା ମହିଳାଙ୍କ ମୁଣ୍ଡ ଉପରେ ପଥରେ ଛେଚି କୌଣସି ଦୁର୍ବୁତ୍ତ ହତ୍ୟା କରିଥିବା ଜଣାପଡିଛି …

ପୌର ନିର୍ବାଚନକୁ ନେଇ ଚିକିଟି ସହର ଚଳ ଚଞ୍ଚଳ…

ଚିକିଟି-ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ଦିନକୁ ଦିନ ସହରରେ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି।ତେବେ ଚିକିଟି ପୌରପରିଷଦରେ ଚଳିତ ନିର୍ବାଚନ ପାଇଁ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ମାନଙ୍କ ପାଇଁ ଆଜି…