Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯୁବ ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ- ଅଞ୍ଚଳରେ ଶୋକର ଛାୟା
ଚିକିଟି : ଚିକିଟି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ରାଜେଶ ଆଚାରିଙ୍କ ଖୁବ କମ ବୟସ ରେ ସ୍ୱାସ୍ଥ୍ୟଗତ କାରଣ ରୁ ଦେହାନ୍ତ ହୋଇଛି। ସେ ଛାତ୍ର ବତ୍ସଳ,ଆଦର୍ଶ,ଉତ୍ତମ ଶିକ୍ଷକ ଏବଂ ସବୁ ବର୍ଗର ଲୋକଙ୍କ ଶହ ମିଶି ଆତ୍ମୀୟତା ବଢେଇବାରେ ସିଦ୍ଧ ହସ୍ତ ଥିଲେ। 34 ବର୍ଷୀୟ ରାଜେଶ ଦୀର୍ଘ!-->…
ରାଙ୍କୁଡାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ରାଙ୍କୁଡ଼ା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ କେ ଜୟନ୍ତୀ(୪୦) ବୋଲି ଜଣାପଡିଛି।ମଙ୍ଗଳବାର ଦିନ ୧୦ ଟା ବେଳେ ଜୟନ୍ତୀ ର ମୃତ୍ୟୁ ଘଟିଥିବା ଗ୍ରାମବାସୀ କୌଣସି ସୂତ୍ରରୁ ଖବର!-->…
ଛତ୍ରପୁର ଏନଏସିରେ ବିଜେଡିର ଜୋରଦାର ପ୍ରଚାର
ଛତ୍ରପୁର : ପୌର ନିର୍ବାଚନ ପାଇଁ ରାଜନିତି ସରଗରମ ହୋଇଛି । ଛତ୍ରପୁର ଏନଏସିରେ ବିଜେଡି ପ୍ରଚାରରେ ଆଗୁଆ ରହିଛି । ଛତ୍ରପୁର ଏନଏସି ଅଧିନ ୯ ନଂ ୱାର୍ଡରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀନୀ ଟି. ଲକ୍ଷ୍ମୀ ଓ କାଉନସିଲର ପ୍ରାର୍ଥିନୀ ପ୍ରିତିଛନ୍ଦା ସାମଲ ନିଜ ନିର୍ବାଚନ ପ୍ରଚାରକୁ!-->!-->!-->…
ଛତ୍ରପୁର ୧୨ନମ୍ବର ୱାର୍ଡରେ ବିଜେପି ର ଦମଦାର ପ୍ରଚାର !
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବିଜେପି ଓ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଙ୍କ ପ୍ରଚାର ଘମାଘୋଟ ହୋଇଛି । ରବିବାର ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ ସାହି ଆଡ଼ପଘର ନିକଟରେ ଅସ୍ଥାୟୀ ବିଜେପି ଦଳୀୟ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।!-->!-->!-->…
ପ୍ରଚାରର ମଙ୍ଗ ଧରିଲେ ବିଧାୟକ, କ୍ଲିନ ସୁଇପ ବିଜେଡିର ବିଜୟ ଲକ୍ଷ୍ୟ, ନିର୍ବାଚନ ପ୍ରଚାର ଗାଡିର ଶୁଭାରମ୍ଭ
ଛତ୍ରପୁର : ଛତ୍ରପୁର ଏନଏସିର ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ବିଜେଡି ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ଚେୟାରମ୍ୟାନ ପ୍ରାର୍ଥିନୀ ଓ କାଉନସିଲର ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ!-->!-->!-->…
ମାତିଲେ ଲୁଟେରା: ୬ଟି ଦୋକାନରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ହିଞ୍ଜିଳିକାଟୁ, (୧୫/୩): ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ବଜାରରେ ଥିବା ୬ଟି ବିଭିନ୍ନ ଦୋକାନରୁ ଲୁଟେରା ମାନେ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଗଣ୍ଡଳା ଗ୍ରାମର କେ ମାର୍ଟ ନାମକ ହୋଲସେଲ ଲୁଗା ଓ!-->…
ବୁଡାଗୁଡ଼ାରେ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା ଶିବିର ଅନୁଷ୍ଠିତ
ଦାରିଙ୍ଗବାଡ଼ି,(୧୫/୦୩) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତ ସଭାଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଜଙ୍ଗଲ ବିଭାଗର ତିଲୋରୀ ,ବୁଡାଗୁଡ଼ା, ପକାରି!-->!-->!-->…
୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସୋଲାର ଲ୍ୟାମ୍ପ,ରେଡ଼ିଓ ଓ ୱାଟର ଷ୍ଟୋରେଜ ଟ୍ୟାଙ୍କ ବଣ୍ଟନ
ଫୁଲବାଣୀ/ବାଲିଗୁଡା : ଗୋଛାପଡା ଠାରେ ୧୫/୩/୨୦୨୨ ରେ, ଗୋଛାପଡା ଥାନା ଅଧୀନରେ ସି /୧୨୭ ବାଟାଲିୟନ ସିଆରପିଏଫ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ନିୟୋଜିତ, ଗୋଛାପଡା ଗ୍ରାମ ପଞ୍ଚାୟତର ଅଭାବୀ ଏବଂ ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍ ଏବଂ ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ!-->!-->!-->…
ଡ୍ରେନେଜ୍ ପାଣି ସମସ୍ୟା ଦେଖିବା ପରେ ୮ନଂ ୱାର୍ଡର ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ ନଗର ଉନ୍ନୟନ ମନ୍ତ୍ରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସମସ୍ତ ୱାର୍ଡରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷା ପ୍ରାର୍ଥୀ ପୁନମ କହଁର ଓ ପ୍ରତି ୱାର୍ଡ ର କାଉନସିଲରଙ୍କ ପାଇଁ ଜୋରସୋରରେ ପ୍ରଚାର କରିଛନ୍ତି l ପୌର!-->!-->!-->…
୧୨-୧୪ ବର୍ଷ ପିଲାଙ୍କୁ ୧୬ରୁ ଟିକା
ଫୁଲବାଣୀ : ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଦେଶରେ ଏହି ବୟସ ବର୍ଗର ପ୍ରାୟ ଆସନ୍ତାକାଲି ୧୬ ମାର୍ଚ୍ଚ ୨୦୨୨ରୁ (ବୁଧବାର) ଦେଶରେ ୧୨ରୁ ୧୪ ବର୍ଷ ବୟସର ବର୍ଗର ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି କେନ୍ଦ୍ର!-->!-->!-->…