Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିତ୍ରକୋଣ୍ଡା ବନାଞ୍ଚଳରେ vegetable seeds mini kit ବଣ୍ଟନ ଓ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି : ଚିତ୍ରକୋଣ୍ଡା ବନାଞ୍ଚଳ, ବନ ସୁରକ୍ଷା ସମିତିର କାର୍ଯ୍ଯ ହେଉଥିବା ଗ୍ରାମ ଗୁଡିକରେ vegetable seeds mini kit ବଣ୍ଟନ ଓ ଜଙ୍ଗଲ ନିଆ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ନରସିଂହପୁର ଓ!-->…
ଭୁବନେଶ୍ୱରରେ କ୍ୟାମ୍ପେନ ଜୋରଦାର
ଭୁବନେଶ୍ବର: ଜୋର ଧରିଲାଣି ଭୁବନେଶ୍ୱର ମହାନଗର ନିଗମ ପାଇଁ କ୍ୟାମ୍ପେନ। ବିଭିନ୍ନ ୱାର୍ଡରେ ବିଜେଡି ମେୟର ପ୍ରାର୍ଥି ସୁଲୋଚନା ଦାସ ଜୋରଦାର ପ୍ରଚାର ଚଳାଇଛନ୍ତି। ଭୁବନେଶ୍ୱରର ବିକାଶ ଜାରି ରଖିବାକୁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଉଛନ୍ତି। ଆଜି ୧୭ଟି ବିଭିନ୍ନ ସ୍ଥାନରେ ଅଲଗା ଅଲଗା!-->…
ଦାରିଙ୍ଗବାଡ଼ି : ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥୀତ ଉଚ୍ଚ ଶିକ୍ଷିତ ସୁଶାନ୍ତ କୁମାର ପ୍ରଧାନ ବିଜୟୀ
ଦାରିଙ୍ଗବାଡ଼ି,(୧୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ରୁଦା ମଳିକଙ୍କ ଠାରୁ ୯ଟି ଅଧିକା ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ସମିତିର ୨୫ଜଣ ସମିତି ସଭ୍ୟ!-->!-->!-->…
ଖଲ୍ଲିକୋଟରେ ଅନ୍ତର୍ଜାତୀୟ ମହିଳା ଦିବସ
ଖଲ୍ଲିକୋଟ : ଖଲ୍ଲିକୋଟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଲକର ସଭା ଗୃହରେ ସିଡିପିଓ ଶୁଭଶ୍ରୀ ପ|ତ୍ର ଙ୍କ ଅଧକ୍ଷତା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଆୟୋଜିତ ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ମିତାଲି ପ|ତ୍ର ଯୋଗ!-->…
ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ
ଭଞ୍ଜନଗର:-ଗଞ୍ଜାମ ଜିଲ୍ଲା, ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ଶ୍ରୀଯୁକ୍ତ ନରି ଶୋଭା ନାୟକ ନିର୍ବାଚିତ ହୋଇଛନ୍ତି।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆଜି ସାରା ରାଜ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏଥିରେ ଭଞ୍ଜନଗର ବ୍ଲକ ର!-->!-->!-->…
ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ଶେଷ, ଅଧକ୍ଷ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ
ଟିକାବାଲି : ଭାରତୀୟ ସମ୍ବିଧାନ ତଥା ଓଡିଶା ସରକାର ଙ୍କ ଦ୍ଵାରା ଵିଧି ବ୍ୟବସ୍ଥା ଅନୁଯାୟୀ 2022ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଜି ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ନିର୍ଵାଚନ ଶେଷ ହୋଇ ଯାଇଛି |ଏହି ଟିକାବାଲି ପଞ୍ଚାୟତ ସମିତି ରେ 11ଟି ପଞ୍ଚାୟତ ରହିଛି!-->!-->!-->…
ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କାରଖାନ ପ୍ରତିଷ୍ଠାକୁ ନେଇ ମାଟାପାକା ଗ୍ରାମରେ ଜନଶୁଣାଣୀ…
ମାଲକାନଗିରି : ବହୁ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଥିବା କାରଖାନା ସଙ୍କଟ କୁ ନେଇ ଲାଗିଥିବା ଆଶଙ୍କା ର ବିରାମ ଘଟିବାକୁ ଯାଉଛି । ମାଲକାନଗିରି ଜିଲ୍ଲା ମାଟାପାକା ଓ ନିଲିଗୁଡା ପଞ୍ଚ।ୟତ ରେ ଗଛିତ ରହିଥିବା ବକ୍ସାଇଟ ଖନନ ଓ ସିମେଣ୍ଟ ଫ୍ୟାକ୍ଟ୍ରି ପ୍ରତିଷ୍ଠା କୁ ନେଇ ଆଜି ସମଗ୍ର!-->!-->!-->…
ଅଟୋକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ୩ ଗୁରୁତର…
ହିଞ୍ଜିଳିକାଟୁ: ଶନିବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକ ମୁଖ୍ୟ ରାସ୍ତାରେ ଏକ ଦୂର୍ଘଟଣା ଘଟିଛି । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଆସିକା ଥାନା ମୁନିଗାଡି ଗ୍ରାମର କୁନି ସାହୁ (୩୦), ରୋଜି!-->…
ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି…
ଗଞ୍ଜାମ : ଗଞ୍ଜାମ ସହର ର ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ତହସିଲ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ତହସିଲଦାର ଅରୁଣ କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଯାତ୍ରାରେ ଡି ଜେ ସାଉଣ୍ଡ କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇ ପାରମ୍ପାରିକ ବାଦ୍ୟ ବାଜଣା ଦୋଳ!-->!-->!-->…
ଚିକିଟି ବ୍ଲକ ରେ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ ଓ ନାଏବ ସରପଞ୍ଚ ମନୋନୀତ
ଚିକିଟି : ଚିକିଟି ବ୍ଲକ ର ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନବ ନିର୍ବାଚିତ ସରପଞ୍ଚମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ପଞ୍ଚାୟତ ଗୁଡିକ ର ନିର୍ବାହୀ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀ ଏ ଜନପ୍ରତିନିଧି ଙ୍କ ଗହଣ ରେ ଆଗାମୀ ପାଞ୍ଚ ବର୍ଷ ପାଇଁ ଖସଡ଼ା ପ୍ରସ୍ତୁତ ସହିତ ନାଏଵ ସରପଞ୍ଚ!-->…