Browsing Category

ଆଞ୍ଚଳିକ

ଖଲ୍ଲିକୋଟ : ଟ୍ରକ ମାଲିକ ଜିତୁ ଦଳାଇ ହତ୍ୟା ମାମଲା ,ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ଯାଞ୍ଚ

ଖଲ୍ଲିକୋଟ (୦୧ /୩) : ଗତକାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ଠାରୁ ଖଲ୍ଲିକୋଟ ସହର ତୋଟା ଗାଁ ର ଜଣେ ଟ୍ରକ ମାଲିକ ଜିତୁ ଦଳାଇ ଙ୍କୁ ତାଙ୍କ ବାଇକ ସହ ଅପହରଣ ପରେ ହତ୍ୟା କରିବା ଘଟଣା ସାରା ସହର ରେ ଆଲୋଚନା ର ବିଷୟ ପ|ଲିଟିଥିବା ଜଣାପଡିଛି l ତେବେ ମଙ୍ଗଳ ବାର ଦିନ ଖଲ୍ଲିକୋଟ…

ଆରଏସପି ମେକାନିକାଲ୍ ସପ୍‌ର ପୂର୍ବ ସହକର୍ମୀଙ୍କ ବନ୍ଧୁ ମିଳନ

ରାଉରକେଲା : ୨୮/୨୨,(ବସନ୍ତ କୁମାର ଜେନା): ରାଉରକେଲା ସେକ୍ଟର ୩ ଜଗନ୍ନାଥ ମନ୍ଦିର ନିକଟସ୍ଥ ଖଡ୍ଗ ଭବନ ଠାରେ ୪୩ ବର୍ଷ ପୂର୍ବେ ରାଉରକେଲା ଇସ୍ପାତ କାରଖାନା ର ମେକାନିକାଲ୍ ସପ୍ କୁ ତିଆରି କରିଥିବା ତଥା କାର୍ଯ୍ୟ କରୁଥିବା ୧୯୭୮ ମସିହାର ସହକର୍ମୀ ମାନଙ୍କର ପ୍ରତି ବର୍ଷ ପରି ଚଳିତ ବର୍ଷ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ

ନୂଆପଡ଼ା : ନୂଆପଡା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଦୁର୍ଘଟଣା । ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ନୂଆପଡା-ବରଗଡ ରାସ୍ତାର ସୁନସୁନିଆ ଗାଁ…

ଏୟାର ଇଣ୍ଡିଆର ସିଇଓ ପଦ ଗ୍ରହଣ କରିବେନି ଇଲକେର ଆଇସି

ନୂଆଦିଲ୍ଲୀ: ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସି ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ହେବେ ନାହିଁ। ତାଙ୍କୁ ଟାଟା ସନ୍ସ ପକ୍ଷରୁ ସିଇଓ ପଦ ଅଫର କରାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି…

ମହାଶିବରାତ୍ରି ରେ ଚଳଚଞ୍ଚଳ ମାଲକାନଗିରି ର ବିଭିନ୍ନ ଶୈବପିଠ…

ମାଲକାନଗିରି : ଜିଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ l ଜିଲ୍ଲା ସଦର ମହକୁମାର ପ୍ରମୁଖ ଶୈବ ପୀଠ ମଲ୍ଲିକେଶ୍ୱର ପୀଠରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି l ଦୀର୍ଘ ୨ ବର୍ଷ ଧରି କୋରନା ମହାମାରୀ ଯୋଗୁଁ କଟକଣା ଭିତରେ ଶୈବ ପୀଠ…

୧୧ନଂ ଜୋନ୍‌ରେ ଚର୍ତୁମୁଖୀ ପ୍ରତିଦ୍ବନ୍ଦିତା

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ୧୧ନଂ ଜୋନ ଜିଲାପରିଷଦରେ ବିଜେଡି, ବିଜେପି, କଂଗ୍ରେସ ଓ ଆପ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରଚାର ହେଉଛି । ଦାରିଙ୍ଗବାଡ଼ି ବ୍ଳକ ୨୫ଟି ପଞ୍ଚାୟତକୁ ନେଇ ୨ଟି ଜିଲା ପରିଷଦ ଜୋନ ଗଠିତ ହୋଇଛି। ମାତ୍ର ୧୦ନଂ ଜୋନ୍‌…

ବିଭିନ୍ନ ମାମଲାରେ ନଅଜଣଙ୍କୁ କୋର୍ଟ ଚାଲାଣ

ଚିକିଟି : ଗଞ୍ଜାମ ଜିଲ୍ଲା ମାରାଇନ ଥାନା ପୋଲିସ ବିଭିନ୍ନ ମାମଲାର ନଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବହୁ ଚର୍ଚ୍ଚିତ ପାଟି ସୁନପୁର ଜାଲ ପୋଡି ମାମଲା ରେ ଦୁଇ ମୁଖ୍ୟ ଅଭିଯୁକ୍ତ ବି. କୋଟେଷୁ,ରଙ୍କନିଧି ପଲେଇ ଦୀର୍ଘ ଦିନ ହେଲା ଫେରାର ଥିଲେ।ପୋଲିସ ତାଙ୍କୁ କାବୁ…

ମଇଁଷି ଗୁହାଳଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ, ନିଆଁରେ ୯ ମଇଁଷି ଆହତ

ପାତ୍ରପୁର : ପାତ୍ରପୁର ବ୍ଳକ ବି.ନୁଆଗାଁ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏମ୍. କୁତିଲି ପି-ଏମ୍ ତ୍ରିନାଥଙ୍କ ମଇଁଷି ଗୁହାଳ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଜରଡାଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ମଧ୍ୟ ରାତ୍ରିରେ ମଇଁଷି ଗୁହାଳରେ କେହି ଦୁର୍ବୁତ୍ତ ନିଆଁ…

ମରଣାଯନ୍ତା ପାଲଟିଛି ରାସ୍ତା, ଆତ୍ମସାତ ହୋଇଛି ବିଧାୟକ ପାଣ୍ଠିର ଅନୁଦାନ

କୋରାପୁଟ (୨୧/୦୨) : କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ "କେ.ଦଣ୍ଡାବାଡ଼" ଗ୍ରାମକୁ RD ରାସ୍ତା ଠାରୁ ସଂଯୋଗ କରୁଥିବା ନୂତନ "ମେଟାଲିଙ୍ଗ ରାସ୍ଥା କରାଯାଇଥିବା ନାଁରେ ମହାଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି | ପ୍ରକାଶ ଯେ:- "କେ.ଦଣ୍ଡାବାଡ" ଗାଁ କୁ…

ବିଦ୍ୟୁତ ସକସର୍କିଟରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ହିଞ୍ଜିଳିକାଟୁ (୨୧।୨) : ସୋମବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଭଞ୍ଜମାର୍ଗ ନିକଟସ୍ଥ ବିଲସାହି ବାସିନ୍ଦା ରଘୁନାଥ ବେହେରାଙ୍କ ଘରେ ବିଦ୍ୟୁତ୍ ସକସର୍କିଟରୁ ନିଆଁ ଲାଗି ଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଘରର ଟିଭି, ଫ୍ରିଜ, ବିଭିନ୍ନ ବୈଦୁତିକ ଉପକରଣ ସମେତ ବହୁ ଆସବାବପତ୍ର…