Browsing Category

ଆଞ୍ଚଳିକ

ମର୍ମାନ୍ତୁକସଡ଼କ ଦୁର୍ଘଟଣା ରେ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ…

କୋରାପୁଟ :-କୋରାପୁଟ ଜିଲ୍ଲା ସେମିଲିଗୁଡା ଗଙ୍ଗାମା ମନ୍ଦିର ନିକଟରେ ଏକ ମର୍ମାନ୍ତୁକ ଘଟଣା ଘଟିଛି. ଗୁରୁବାର  ସକାଳ ପ୍ରାୟ 9.30 ରେ  ଜଣେ ଶିକ୍ଷୟତ୍ରୀ ବିଦ୍ୟାଳୟ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣା ରା ଶିକାର ହୋଇ ମୁର୍ତ୍ୟୁ ବରଣ କରିଛନ୍ତି. ଖବର ରୁ ଜଣା ପଡିଛି ଜେ ଶିକ୍ଷୟତ୍ରୀ ଜଣକ…

ଘରୋଇ ବସ୍ ମାଲିକଙ୍କ ଦାଦାଗିରି, ବିଜୁସ୍ୱାସ୍ଥ ସେବା ଗାଡିକୁ ଜୋର୍ ଜବରଦସ୍ତ ଅଟକାଇଲେ, ଏକ ଘଣ୍ଟା ଧରି ରୋଗୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ସୀମାନ୍ତ ମୋଟୁରୁ ଏକ ସରକାରୀ ବସ୍ ଧାର୍ଯ୍ୟ ସମୟ ମୁତାବକ ଦୀର୍ଘଦିନ ଧରି ଚଳେଇ ଆସୁଛନ୍ତି । ଏହି ବସ୍ ଉପରେ ସୀମାନ୍ତ ମୋଟୁ ରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ପର୍ଯ୍ୟନ୍ତ ସମସ୍ତ…

ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହତ୍ୟା କରିବା ଅତ୍ୟନ୍ତ ଦୁଃଖଦାୟକ

ବଡଖଣ୍ଡି ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ କାପଲ ନର୍ମଦା ଓ ତାଙ୍କ ସ୍ବାମୀ ରୋହିତଙ୍କୁ ଆକ୍ରମଣ କରିବା ନିନ୍ଦନୀୟ ହିଞ୍ଜିଳିକାଟୁ, ତା୧୬/୦୨. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ଅଭାବନୀୟ ଘଟଣା ଦୃଶ୍ୟମାନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ…

ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଦାରିଙ୍ଗବାଡ଼ି (୧୬/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ, ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲା ମହକୁମା ଯାଏ ସାରା ରାଜ୍ୟ ଚଳ ଚଞ୍ଚଳ ହୋଇ ଉଠିଛି। ଦଳୀୟ ଜିଲା ପରିଷଦ ସଭ୍ୟ, ସମର୍ଥୀତ ସମିତି ସଭ୍ୟ ଓ ସରପଞ୍ଚ ପାର୍ଥୀଙ୍କୁ ଜିତେଇବାକୁ ୩ପ୍ରମୁଖ ଦଳ ବିଜେପି, ବିଜେଡି ଓ…

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ଟିମ ହ୍ୟୁମାନିଟି

ଫୁଲବାଣୀ : ଫୁଲବାଣୀ କେନ୍ଦୁପଦର ଅଞ୍ଚଳରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ସପନ ମୁଖାର୍ଜୀ ନାମକ ୬୮ବର୍ଷୀୟ ବୃଦ୍ଧଙ୍କ ଆଜି ମୃତ୍ୟୁ ହୋଉଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଶେଷ ଅବସ୍ଥାରେ ମେଡିକାଲ ନେବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପରିବାର ସଦସ୍ୟ କହିବାକୁ ଗଲେ ଭାଇ…

ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି।ଜନ୍ମ କଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲ ରେ ଭର୍ତିହୋଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ସାନ ପୁଅ…

ଅଭିନବ ଉପାୟରେ ଆସି ଡକାୟତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଜାହାଜଭଟ୍ଟା ଗାଁରେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଜଣେ ମହିଳା ଙ୍କ ଘରେ ନିର୍ବାଚନ ପ୍ରଚାର ବାହାନା ରେ ପସି ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ନେଇଯାଇଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା…

ବଣ୍ଡଗୁଡ଼ା ପଞ୍ଚାୟତବାସୀ ଭୋଟ ବର୍ଜନ କଲେ

ବାଲିଗୁଡା,: କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏପଟେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ…

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ : ହିଞ୍ଜିଳିକାଟୁ ବ୍ଲକରେ ୬୪% ମତଦାନ

ହିଞ୍ଜିଳିକାଟୁ (୧୬ା୨) : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ଶେରଗଡ, ଦିଗପହଣ୍ଡି, ପୋଲସରା ଓ କୁକୁଡାଖଣ୍ଡି ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ…

ବରଦାଯୋଡି ଗ୍ରାମବାସୀଙ୍କ ଭୋଟବର୍ଜନ ଚେତାବନୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଲଦିପଦର ଓ ବରଡାଯୋଡି ଦୁଇଟି ଗାଁର ଶତାଧିକ ଭୋଟର ଦୀର୍ଘ ଦିନ ଧରି ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନଥିବାରୁ, ମୌଳିକ ସମସ୍ୟାକୁ କେନ୍ଦ୍ର କରି ଗ୍ରାମବାସୀ ମାନେ ମିଳିତ ଭାବେ ଭୋଟ ବର୍ଜନ ନିଷ୍ପତ୍ତି…