Browsing Category

ଆଞ୍ଚଳିକ

ଅସନ୍ତୁଷ୍ଟ ବିଜେଡି ପ୍ରଚାରରେ ଦୁଲୁକୁଛି ବିଧାୟିକାଙ୍କ ପଞ୍ଚାୟତ କେଶପୁର

ଖଲ୍ଲିକୋଟ : (୯/୨) ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଜେଡି - ବିଜେଡି ଭିତରେ ଲଢେଇ ତୀବ୍ର ରୂପ ନେଉଥିବା ବେଳେ କେଶପୁର ଓ ଦାନପୁର ପଂଚାୟତ ନେଇ ଉଭୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଙ୍କ ମଧ୍ୟରେ ଲଢେଇ ମୁହାଁମୁହିଁ ହେଉଥିବା ବେଳେ ଉଭୟ ପଂଚାୟତ ବିଧାୟିକା ଙ୍କ ପାଇଁ…

ଚିକିଟି ତହସିଲରେ ଏକଶହ ପଟ୍ଟା ବଣ୍ଟନ

ଚିକିଟି : ଚିକିଟି ତହସିଲ ରେ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କ ଜମି କିମ୍ବା ଘରବାରି ଇତ୍ୟାଦି ପଟ୍ଟା ମିଳିପାରୁନଥୁବା ନେଇ ସାଧାରଣ ରେ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ତହସିଲଦାର ଭାବେ ବିଶ୍ୱରଞ୍ଜନ କଅଁର ଯୋଗ ଦେବା ପରେ ଏହାର…

କାଳିପଲ୍ଲୀ ପଂଚାୟତରେ ପ୍ରାର୍ଥୀମାନଙ୍କର ଘରକୁ ଘର ବୁଲି ପ୍ରଚାର ଅଭିଯାନ

ଛତ୍ରପୁର : ଛତ୍ରପୁର ବ୍ଲକ କାଳିପଲ୍ଲୀ ପଂଚାୟତରେ ସରପଂଚ ଏବଂ ସମିତି ପ୍ରାର୍ଥୀ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ସରପଂଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଏବଂ ସମିତିସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । କାଳିପଲ୍ଲୀ ପଂଚାୟତରେ ହେଉଥିବା ବ୍ୟାପକ…

ନିର୍ବାଚନ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ଦାରିଙ୍ଗବାଡ଼ି (୮/୨) : ଦାରିଙ୍ଗବାଡ଼ି ବ୍ଲକରେ ୨୪ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ହେବ । ତାକୁ ନେଇ ପାର୍ଥିଙ୍କ ମଧ୍ୟ ପ୍ରଚାର ଜୋରଦାର ଚାଲିଛି । ହେଲେ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ସେନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଥିବା ଦେଖିବାକୁ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୭ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର : ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଆସିଷ୍ଟାଣ୍ଟ୍ ସେସନ ଜଜ କୋର୍ଟର ମାନ୍ୟବର ଜଜ୍ ଅମରେଶ ନାୟକ । ଏହା ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଥିବା ବେଳେ ଏହାର ଅନାଦେୟ ୩ ମାସ ଜେଲ ଦଣ୍ଡ ଲାଗୁ କରିବାକୁ ନିର୍ଦ୍ଦେଶ…

ମିଲର ଉଠାଉନି ଧାନ ମଣ୍ଡି ରେ ଚାଷୀ ହତାଶ : ଆନ୍ଦୋଳନ ପାଇଁ ମସୁଧା…

ବାଲିଗୁଡା,: ସରକାର ଚାଷୀ ଙ୍କ ଠାରୁ ସଠିକ ଓଜନ ଓ ସରକାର ନିର୍ଦ୍ଧାରିତ ମୂଲ୍ୟ ରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ହେଲେ ଧାନ ଲ୍ୟାମ୍ପସ ମାଧ୍ୟମରେ କ୍ରୟ କରାଯାଇଛି । ଫଳରେ ଧାନ ବିକ୍ରି କରିବା ଲାଗି ଧାନ ନେଇ ଲ୍ୟାମ୍ପସ କୁ ଆସି ଦୀର୍ଘ ଦିନ ଧରି ଅପେକ୍ଷା କରି ବସିଥିଲେ ମଧ୍ୟ…

ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର୍

କୋରାପୁଟ (୭/୨) : ସଦର ଅବକାରୀ ଏଏସଆଇ ଅରୋପଲକ ଦାଶ ଓ ଅନ୍ୟମାନେ ଆଜି ପାଟ୍ରୋଲିଂ କରୁଥିବାବେଳେ ସଦର ଥାନା ଶୁକ୍ରିଗୁଡା ଗ୍ରାମ ନିକଟ ଜଙ୍ଗରୁ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ସଦର ଅବକାରୀ ଓଆଇସି ଦିଲ୍ଲୀପ କୁମାର ରଥ ସୂଚନା ଦେଇଛନ୍ତି । ଅବକାରୀ ଅଧୀକ୍ଷକ ମନୋଜ କୁମାର…

ରାସ୍ତା ବନ୍ଦ କରିବାରୁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ (୭/୨) : ବ୍ୟକ୍ତିଗତ ଜମିରେ ମାଲିକ ବାଡ ଦେବା ପରେ ଗ୍ରାମବାସୀ ବହୁ ବର୍ଷରୁ ବ୍ୟବହାର କରି ଆସୁଥିବା ରାସ୍ତା ବନ୍ଦ ହୋଇ ଯାଇଛି,ଫଳରେ ଗ୍ରାମବାସୀ ଶ୍ମାଶାନ,ଜଳାଶୟକୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସମସ୍ୟାର ସମାଧାନ ନିମନ୍ତେ ଆଜି ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ…

ଆରମ୍ଭ ହେଲା ଶ୍ରେଣୀ ପାଠପଢା

କୋରାପୁଟ (୭/୨) : ରାଜ୍ୟ ସରକାରଙ୍କ ନିଷ୍ପତି ପରେ ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥିବା ଶ୍ରେଣୀ ପାଠ ପଢା ଆଜି ଅଷ୍ଟମରୁ ଦ୍ୱାଦଶ ଯାଏ ଆରମ୍ଭ ହୋଇଛି । ଦୀର୍ଘଦିନର ବ୍ୟବଧାନ ପରେ ସ୍କୁଲ ଖୋଲି ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । …

ରମ୍ପାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଚିକିଟି : ଚିକିଟି ବ୍ଲକ ରମ୍ପା ପଂଚାୟତ କାର୍ଯ୍ୟାଳୟ ରେ ଦିବ୍ୟ ଜୀବନ ସଙ୍ଘ ଓ ଶଙ୍କର ଚକ୍ଷୁ ଚିକିତ୍ସା ଳୟ ମିଳିତ ଆନୁକୂଲ୍ୟ ରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶଙ୍କର ଚିକିତ୍ସାଳୟ ରୁ କେମ୍ପ ମେନେଜର ନଳିନୀ ରାଉତ, ମୁଖ୍ୟ ପ୍ରଶାସକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି…