Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରମ୍ପାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଚିକିଟି : ଚିକିଟି ବ୍ଲକ ରମ୍ପା ପଂଚାୟତ କାର୍ଯ୍ୟାଳୟ ରେ ଦିବ୍ୟ ଜୀବନ ସଙ୍ଘ ଓ ଶଙ୍କର ଚକ୍ଷୁ ଚିକିତ୍ସା ଳୟ ମିଳିତ ଆନୁକୂଲ୍ୟ ରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶଙ୍କର ଚିକିତ୍ସାଳୟ ରୁ କେମ୍ପ ମେନେଜର ନଳିନୀ ରାଉତ, ମୁଖ୍ୟ ପ୍ରଶାସକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି!-->…
ସମାନ କାମକୁ ସମାନ ଦରମା ଏବଂ ନିୟମିତ ବେତନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି : ଆଜି ଖଣ୍ଡିୟ ବନ ଅଧିକାରୀ ମାଲକାନଗିରି ଅଫିସ ସମ୍ନାରେ ଦୀର୍ଘଦୀନ ହେବ କାର୍ଯ୍ୟରତ ପାରା କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଖଣ୍ଡିୟ ବନ ଅଧିକାରୀ( DFO) କତାପଲ୍ଲୀ ପ୍ରତାପ ଙ୍କୁ ପ୍ରଦାନ l ବନ ବିଭାଗ ଅଧୀନରେ କାମ କରୁଥିବା ପାରା ଷ୍ଟାପ!-->…
ବିଜେଡି ପ୍ରଚାର ରେ ଦୁଲୁକିଲା ଦାନପୁର ପଂଚାୟତ ,ସାମ୍ନା କରିବାକୁ ବଳ ଗୋଟାଉଛି ଅସନ୍ତୁଷ୍ଟ
ଖଲ୍ଲିକୋଟ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ କ୍ରମଶଃ ଗ୍ରାମାଞ୍ଚଳ ରାଜନୀତି ଉସ୍ମ ହେବାରେ ଲାଗିଛି l ପ୍ରାଥୀ ମାନେ ଘର ଘର ବୁଲି ଚିହ୍ନ ସମ୍ବଳିତ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ରଙ୍ଗ ବେରଂଗ ର ବ୍ୟାନର ମାନ ମାରି ଭୋଟର ମାନଙ୍କୁ ଆକର୍ଷିତ କରିବା ପାଇଁ!-->!-->!-->…
ମେଧାବୃତ୍ତି ପାଇଲେ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ଅଧ୍ୟୟନରତ ଗାୟତ୍ରୀ ବେହେରା ମେଧାବୃତତ୍ତି ପାଇ ବିଦ୍ୟାଳୟ ଏବଂ ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଏଥି ଲାଗି ସୋମବାର ଗାୟତ୍ରୀଙ୍କୁ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀ ଏବଂ!-->!-->!-->…
ସ୍ୱରର ସାମ୍ରାଜ୍ଞୀ ଲତାଜିଙ୍କ ବିୟୋଗରେ ଶୋକସଭା
ହିଂଜିଲିକାଟୁ : ବିଗତ 7 ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ସ୍ୱର ଜଗତ ରେ କୋକିଲା କଣ୍ଠ ରୂପେ ପରିଚିତ ଥିଲେ । ପବିତ୍ର ବସନ୍ତ ପଞ୍ଚମୀରେ ଇହ ଜଗତରୁ ବିଦାୟ ନେଲେ, ଏ ସୃଷ୍ଟି ଚିର ଦିନ ମନେ ରଖିବ ଏଭଳି ଏକ ଅଦ୍ଵିତୀୟ ବ୍ୟକ୍ତିତ୍ୱ । ସ୍ଥାନୀୟ ଲଷ୍ମୀ ନୃସିଂହ କଲା ମନ୍ଦିର ପରିସରରେ ଅନ୍ୱେଷଣ!-->…
ବଡମାଧପୁର ପଞ୍ଚାୟତରେ ୨୧ନଂ ଜୋନର ବିଜେଡି ପ୍ରାର୍ଥୀନୀଙ୍କ ଘରକୁ ଘର ବୁଲି ଭୋଟ ଭିକ୍ଷା ; ପ୍ରଚାର ମଙ୍ଗ ଧରିଲେ…
ଛତ୍ରପୁର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତ୍ରପୁର ବ୍ଲକରେ ୧୮ଟି ପଚାଂୟତରେ ପ୍ରଚାର ସରଗରମ ହେଉଛି । ପୋଷ୍ଟର ବ୍ୟାନରରେ ସାହି ବସ୍ତି ଛାଇ ହୋଇଗଲାଣି । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ!-->!-->!-->!-->!-->…
ଭାରତରତ୍ନ ଲତା ମଙ୍ଗେସକରଙ୍କ ବିୟୋଗରେ ସ୍ମୃତି ସଭା
ଛତ୍ରପୁର : ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେସକରଙ୍କ ବିୟୋଗରେ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଏକ ସ୍ମୃତିସଭା ସୁସାହିତ୍ୟିକ ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡି, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ!-->!-->!-->…
ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର
ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଟି!-->!-->!-->…
ଟ୍ରାକ୍ଟର ପଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ
ହିଞ୍ଜିଳିକାଟୁ(୭/୨) : ହିଞ୍ଜିଳି ଥାନା ମାରପଲ୍ଲୀ ନିକଟରେ ରବିବାର ସକାଳେ ରାସ୍ତା ପାର୍ଶ୍ବରେ ରହିଥିବା ଏକ ଟ୍ରାକ୍ଟର(ଓଡି୦୭ଜି ୪୫୧୨ ) ପଛ ପଟକୁ ଏକ ସ୍କୁଟି (ଓଡି୦୭ଏମ ୪୫୧୨ ) ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମାରପଲ୍ଲୀ ଗ୍ରାମର କାହ୍ନୁ ଚରଣ!-->…
ଆଜିଠୁ ଖୋଲିଲା ଅଷ୍ଟମରୁ ତତୁର୍ଦ୍ଧ ଶ୍ରେଣୀ, କୋଭିଡ୍ କଟକଣାରେ ପିଲା ବିଦ୍ୟାଳୟକୁ ଗଲେ
ଫୁଲବାଣୀ ୦୭।୦୨: ଆଜିଠୁ ଖୋଲିଲା ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହେଲା। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ!-->…