Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିକାଶର ମୁକ ସାକ୍ଷୀ ହେଉଛି ଉମରକୋଟ ବ୍ଲକ ର ବକୋଦା ପଂଚାୟତ : ଧର୍ମକୁ ଆଖିଠାର ନୀତିରେ ଚାଲିଛି ଉର୍ଣ୍ଣୟନ ମୂଳକ…
ଜିଲ୍ଲା ପରିଷଦ ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ସରକାରୀ ଅନୁଦାନ ଟଙ୍କା ହର ଲୁଟ...!!
ଉମରକୋଟ:- (୨୨/୦୫/୨୦୨୫) ମିଛ ବିକାଶର ମୁକ ସାକ୍ଷୀ ହେଉଛି ଏହି ବକୋଦା ପଂଚାୟତ। କହିବାକୁ ଗଲେ କିଛି ଜନ ପ୍ରତିନିଧି ଓ କନିଷ୍ଠ ଯନ୍ତ୍ରୀଙ୍କ ରୋଜଗାରର ମାଧ୍ୟମ ହୋଇ ରହିଯାଇଛି ଏହି!-->!-->!-->!-->!-->…
ଓଡ଼ଗାଁ ଏନଏସି ପକ୍ଷରୁ ଚଢ଼ାଉ: ପଲିଥିନ ଜବତ ଓ ଜୋରିମାନା ଆଦାୟ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରେ ବିଭିନ୍ନ ଦୋକାନ ଗୁଡିକରେ ଚଢାଉ କରାଯାଇ ୨ କୁଇଣ୍ଟାଲ ପଲିଥିନ ଜବତ ସହିତ ୪ହଜାର ୭ ଶହ ଜୋରିମାନା ଟଙ୍କା ଆଦାୟ କରାଯାଇଛି। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ଙ୍କ ସହିତ ସ୍ଥାନୀୟ!-->…
ଯୁକ୍ତ ୨ ପରୀକ୍ଷା ଫଳ କଳାରେ ମୁନି ସାହୁ ଏବଂ ବିଜ୍ଞାନରେ ଏନ.ଶାଇନି ରାଇକିଆ ବ୍ଲକ ଟପର
ରାଇକିଆ : ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଦୁଇଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତ ୨ କଳା ଏବଂ!-->…
୬ ଜୁଆଡି ଗିରଫ, ୨୫ ହଜାର ୨୫ ଟଙ୍କା ଓ ୩ ମୋବାଇଲ ଜବତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବଉଳଘାଇ ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଚଢ଼ାଉରେ ୬ ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଜୁଆଡି ମାନେ ହେଲେ ହିଞ୍ଜିଳି ଥାନା ବଉଳଘାଇ ଗ୍ରାମର!-->…
୧୬ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ମହିଳା ଭକ୍ତଙ୍କ ହୁଳହୁଳିରେ ପ୍ରକମ୍ପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l!-->…
ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ବିନା ଲାଞ୍ଚରେ ଫାଇଲ ଘୁଞ୍ଚୁନି : ଲାଞ୍ଚ କାରବାରର ଭିଡିଓ ଭାଇରାଲ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।!-->…
ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ବାପୁଜୀ ଆଶ୍ରମ ସ୍ଥିତ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହିଦ୍ ଦିବସ ଉପଲକ୍ଷେ, ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ!-->…
ପୁଣି କରୋନା ଆରମ୍ଭ ଯୋଗୁଁ ଅଧାରେ ଅଟକିଲା ଶଙ୍କରଙ୍କ ସାଇକେଲରେ ଚାରିଧାମ ଯାତ୍ରା
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳ ର ଶଙ୍କରଙ୍କ ସାଇକେଲ ରେ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ!-->…
ଆସିକା ଫାର୍ମ ହାଉସ ରେ ହୋଇଥିବା ବୈଠକ : ମିଶେନ ଫେଲ, ଦୁଇ ଅଧିକାରୀଙ୍କ ହେବ ବଦଳୀ …!
ବୋଲ ନମାନିଲେ ହେବ ବଦଳୀ...!!