Browsing Category

ଆଞ୍ଚଳିକ

ଦୂର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ମଙ୍ଗଳବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଅଞ୍ଚଳରେ ଦୂର୍ଘଟଣା ଘଟି ବାଇକ୍ ଚାଳକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚଵଣିଆ ଅଞ୍ଚଳର ଲକ୍ଷ୍ମୀ ଦେବୀ ବିଷୋୟୀ (୬୨), ଆସିକା ଥାନା ପାକିଡି ଗ୍ରାମର

ବେଲଘର ସୁସମାଚାର ମହୋତ୍ସବକୁ ନେଇ ଅସନ୍ତୋଷ : ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ଚାପା ଉତ୍ତେଜନା, କଡା…

ଏସପି,ଏସଡିପିଓ , ଦୁଇ ଡିଏସପି , ଦୁଇ ଆଇଆଇସି ସମେତ ୨ ପ୍ଲାଟୁନ ଫୋର୍ସ ମୃତୟନବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟସ୍ଥ ଝାଲିପଡା ଠାରେ ଦୁଇ ଦିନିଆ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା

ଜଙ୍ଗଳକୁ ସୁରକ୍ଷା ଦେଉଛନ୍ତି ଆଜିର ନାରୀଶକ୍ତି

ଉମରକୋଟ /ରାଇଘର : ବନଭୂମି ସହିତ ମନୁଷ୍ୟର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି। ଦିନେ ବନଭୂମିରେ ହିଁ ସଭ୍ୟତାର ପ୍ରଥମ ସୂର୍ଯ୍ୟଦୟ ହୋଇଥିଲା। ମନୁଷ୍ୟର କ୍ରୋମନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟ ପାଇଁ ବନର ଦାନ ମହାନ ଓ ଅବିସ୍ୱରଣୀୟ। ସମୟକ୍ରମେ ବନଭୂମି ଗଡି ଉଠିଲା ଗୁରୁକୁଳାଶ୍ରମ ଓ

ଗଞ୍ଜାମ ଜିଲ୍ଲାରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ନୂଆ ବକ୍ସିପଲ୍ଲୀ, ଆଇ.ଆର୍.ଇ. ମାଟିଖାଲ, ଆର୍ଯ୍ୟପଲ୍ଲୀର ଗୋପାଳପୁର ପୋର୍ଟ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳରେ ଅପରାହ୍ନ 4 ଘଟିକା ସମୟରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆକାଶ ମାର୍ଗରୁ ଯଦି ଶତୃପକ୍ଷ ଆକ୍ରମଣ

ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲ୍ ପକ୍ଷରୁ ନୋଟିସ ଜାରି

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଦ୍ୟୁତ ଭିତ୍ତିଭୂମି ଏବଂ

ରାୟଗଡ଼ା ଜିଲ୍ଲାରେ ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ରୋକିବାରେ ବିଫଳ ଜିଲ୍ଲା ପ୍ରଶାସନ…

ବିଳମ୍ବରେ ହେଲେବି ପ୍ରଶାସନ ମାନିଛି ଯେ ବେନିୟମ ପୋଷ୍ୟ ସନ୍ତାନ ହସ୍ତାନ୍ତର ମାଧ୍ୟମରେ ଶିଶୁ ବିକ୍ରି ହୋଇଛି ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଜେକେ ପୁର ଚାନ୍ଦିଲି ଥାନା ଓ ଡମ୍ବସରା ଗୁଣୁପୁର ଥାନାରେ ଶିଶୁ ବିକ୍ରି ଘଟଣାରେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲା ପ୍ରଶାସନ,

ନକ୍ସଲ ଅପରେସନ୍‌ ଜାରି: ମାଓବାଦୀ ଲୁଚିବା ପାଇଁ ଜଙ୍ଗଲରେ ନାହିଁ ସ୍ଥାନ!

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ଏବଂ ଛତିଶଗଡ଼ର ବିଜାପୁରକୁ ଲାଗି ରହିଥିବା କାରଗେଟ୍ଟା ଜଂଗଲରେ ଗତ ୧୬ ଦିନ ଧରି ଯବାନ ଲଗାତାର ଅପରେସନ ଜାରି ରଖିଛନ୍ତି। ଆଜିକୁ ୧୬ ଦିନ ବିତିଥିବା ବେଳେ ଗତକାଲି ରାତିରୁ ଜଂଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ ଜାରି ରହିଛି। ଆଜି ଦିନ ତମାମ ରହି ରହି

ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ

ନୟାଗଡ଼ ପୋଲିସ ର ସ୍ଵତନ୍ତ୍ର ଅଭିଯାନ , ୧୧୭ ନିଖୋଜ ବ୍ୟକ୍ତି ଉଦ୍ଧାର

ନୟାଗଡ଼: ନୟାଗଡ଼ ପୋଲିସ ଗତ ଏପ୍ରିଲ ୧୫ ରୁ ୨୩ ତାରିଖ ମଧ୍ୟରେ ଏକ ସ୍ବତନ୍ତ୍ର ଅଭିଯାନ କରି ସଫଳତା ପାଇଛି ।ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ୧୧୭ ଜଣ ନିଖୋଜ ଙ୍କୁ ଉଦ୍ଧାର କରିଥିବା ଅତିରିକ୍ତ ପୋଲିସ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।ଉଦ୍ଧାର ହୋଇଥିବା

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

ଉମରକୋଟ : କଳାହାଣ୍ଡି ଜିଲ୍ଲାରୁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକକୁ ଆସି ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳର ଦୋକାନ ବଜାରକୁ ଯାଇ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରିବା ସାଥେ ସାଥେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାକୁ ନେଇ ଘୋର ଅଭିଯୋଗ କରିଛନ୍ତି ନବରଙ୍ଗପୁର