Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର : ଆଜି ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ!-->…
ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବୈଠକ
ବାଲିଗୁଡ଼ା,: ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ!-->…
ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳା : ଯୁବନେତା ଅବିନାଶ ବ୍ରହ୍ମ ସମ୍ବର୍ଦ୍ଧିତ
ବଣାଇଗଡ଼ : ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳାରେ ବଣାଇର ଯୁବନେତା ତଥା ଯୁବମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି l ଦିଲ୍ଲୀ ସ୍ଥିତ ଡ଼ଃ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର ରେ ଆୟୋଜିତ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ବିଷୟ ଉପରେ ଆୟୋଜିତ!-->…
ପାରିବାରିକ କଳହ : ମା ପାଇଁ ବାପାଙ୍କୁ ପିଟିପିଟି ହତ୍ୟା କଲେ ଦୁଇପୁଅ
ହିଞ୍ଜିଳିକାଟୁ : ବାପା ଦିନେ ହାତ ଧରି ଚାଲିବା ଶିଖାଇଥିଲା , ସେହି ବାପାଙ୍କୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ ଦୁଇ ପୁଅ । ଦୁଇ ପୁଅ ମିଶି ବାପାକୁ ପିଟିପିଟି ମାରିଦେଇଥିବା ଖବର ଆସିଛି ।ମୃତକ ଗୋପାଳ କୃଷ୍ଣ ସାହୁ ବୋଲି ଜଣାପଡିଛି । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ!-->…
ରାୟଗଡା ଜ଼ିଲ୍ଲାପାଳଙ୍କ ବଡନାଳା ଜଳଭଣ୍ଡାର ପରିଦର୍ଶନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଠାରେ ୯୩୦ ହେକ୍ଟର ଜଳ ଆୟତନ୍ନ ରେ ପରିବ୍ୟାପ୍ତ ବଡନାଳ ଜଳ ଭଣ୍ଡାର କୁ, ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପରିଦର୍ଶନ କରିବା ସହ, ସେଠାରେ ଥିବା - ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର!-->!-->!-->…
ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀରେ ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ୪୩ ୟୁନିଟ ରକ୍ତସଂଗ୍ରହ
ମାଲକାନଗିରି : ମାଲକାନଗିରି ଜ଼ିଲ୍ଲା ଓକିଲ ସଂଘ ତରଫରୁ ଓକିଲ ସଂଘ ସଭାପତି ପ୍ରିତିପାଲ ସିଂ ଙ୍କ ଅଧକ୍ଷତାରେ ଓକିଲ ଦିବସ, ଉତ୍କଳ ଗୌରବ ମଧୁସୂଧାନ ଦାସ ଙ୍କ ଜନ୍ମଜୟନ୍ତୀ ଜ଼ିଲ୍ଲା ନ୍ୟାୟାଳୟ ରେ ପାଳନ କରାଯାଇଅଛି | ସର୍ବ ପ୍ରଥମେ ସମସ୍ତ ଓକିଲ ମାନେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ଓଡ଼ିଆ ସ୍ୱାଭିମାନୀ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ଅଖଣ୍ଡ ଓଡିଶା ଗଠନ ନେଇ ସଂକଳ୍ପ
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଆ ଜାତୀୟତାର ପ୍ରଥମ ଆନ୍ଦୋଳନକାରୀ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଆଜି ଗାନ୍ଧି ନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ସମିତି!-->!-->!-->…
ଆସିକା ପୂର୍ତ୍ତ ବିଭାଗର ରାଧେ ରାଧେ ନୀତି : ତହସିଲ କାର୍ଯ୍ୟାଳୟର ନିର୍ମାଣାଧିନ ସିଲିଙ୍ଗ ଖସିଲା…!
ବାବୁଙ୍କ ବୟାନ ବିନା ଅଟକଳରେ କାର୍ଯ୍ୟ ଚାଲିଛି ….!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବିଭିନ୍ନ ବିଭାଗ ରେ ପାଦ ପାଦରେ ଦୁର୍ନୀତି ସମ୍ପର୍କ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଉଛି। ଆସିକା ତହସିଲ କାର୍ଯ୍ୟାଳୟ ରେ ପୂର୍ତ୍ତ ବିଭାଗ ର ଦାୟିତ୍ୱ ରେ ମରାମତି କାର୍ଯ୍ୟ!-->…
ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରସ୍ଥିତ ନିଜର କର୍ପୋରେଟ୍ କାର୍ଯ୍ୟାଳୟରେ ବିଶ୍ୱ ନବସୃଜନ ଦିବସ-୨୦୨୫ ପାଳନ କରିଛି । ‘ଟିଆଣ୍ଡଡି ଇନୋଭେସନ୍!-->…
କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ଉଦଘାଟିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରୋନେସନ ପଡିଆ ଠାରେ କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ୨୦୨୫ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉଦଘାଟିତ ହୋଇଛି l ଉତ୍ସଵ କମିଟି ଅଧ୍ୟକ୍ଷ ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସଵରେ କନ୍ଧମାଳ!-->…