Browsing Category

ଆଞ୍ଚଳିକ

୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତା ରେ ଓଡ଼ିଶା ମହିଳା ଦଳକୁ କାଂସ୍ୟ ପଦକ

ଭୁବନେଶ୍ବର : ଚଳିତ ମାସ ୨୩ ରୁ ୨୭ ତାରିଖ ଯାଏ ଗୋଆ ର ମଡ଼ଗାଓ ଠାରେ ଚାଲୁଥିବା ୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତା ରେ ଓଡ଼ିଶା ମହିଳା ଦଳ ଡବଲ ଇଭେଣ୍ଟ ରେ କାଂସ୍ୟ ପଦକ ହାସଲ କରିବାର ଗୌରବ ଅର୍ଜ୍ଜନ କରିଛି। ଓଡ଼ିଶା ପାଇଁ ସଂଗିତା କିସାନ, ଏ ଶ୍ରାବଣି ଓ ଗାୟତ୍ରୀ ସାହୁ

ରାଜ୍ୟ ରାଜପଥରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ ।

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଲାଉଖାଲ ନୃସିଂହପ୍ରସାଦ ଗ୍ରାମବାସୀ ୨୧ ନଂ ଭଞ୍ଜନଗର-ଭୁବନେଶ୍ୱର ରାଜ୍ୟପଥରେ ମୃତଦେହ ରଖି ରାସ୍ତାକୁ ଅବରୋଧ କରିଛନ୍ତି।ବିଶେଷ କରି ମୃତକ ନାବାଳକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ମହାନ୍ ସଂଘ ତରଫରୁ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତା

ବ୍ରହ୍ମପୁର : ଆଜି ମହାନ୍ ସଂଘ ତରଫରୁ ଚାଳିଶି ତମ ବାର୍ଷିକ ମସୋତ୍ସବ'ର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା, ସଂଘ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତଙ୍କ ତତ୍ୱାବଧାନରେ "ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ୍ ସ୍କୁଲ"ପରିସରରେ ଆୟୋଜିତ ହୋଇଯାଇଛି।ଏଥିରେ ବିଭିନ୍ନ ବର୍ଗର

ନିରାପଦ ଡଙ୍ଗା, ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ସ୍ୱାଭିମାନ ଅଞ୍ଚଳ ଝିଅ ଲଳିତା

ମାଲକାନଗିରି : ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ପ୍ରତିବର୍ଷ ବନ୍ୟାର ଶିକାର ହୋଇଥାଏ। ନିକଟରେ ଡଙ୍ଗା ବୁଡ଼ି ଅନେକ ଧନଜୀବନ ନଷ୍ଟ ହୋଇଥିବା ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ଲକ୍ଷ୍ୟ କରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସରକାରୀ UGHS RSC-06 ସ୍କୁଲର

ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍‌ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ

ବାଲିଗୁଡା : ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି ।

କୁଡୁମୁଳୁଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଛାତ୍ର-ପୋଲିସ କ୍ୟାଡେଟ କାର୍ଯ୍ୟକ୍ରମ

୫୦ ଜଣ ଛାତ୍ରଛାତ୍ରୀ ନେବେ ପ୍ରଶିକ୍ଷଣ ମାଲକାନଗିରି ୨୫/୧୦ : ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ (ହେଚ୍‌) ଙ୍କ ନିର୍ଦ୍ଦେଶକ୍ରମେ ଓର୍କେଲ ଥାନା ଅଧିନସ୍ଥ କୁଡୁମୁଳୁଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପୋଲିସ–ସ୍ଟୁଡେଣ୍ଟ କ୍ୟାଡେଟ (SPC) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସରକାରୀ ସୂଚନାଫଳକ ଭାଙ୍ଗି ନାବାଳକର ମୃତ୍ୟୁ

ନୟାଗଡ଼:ଓଡ଼ଗାଁ ପଞ୍ଚାୟତ ସମିତି ରୋହିବାଙ୍କ ପଞ୍ଚାୟତ ଲାଉଖାଲ ଗ୍ରାମରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଅନ୍ତର୍ଗତ ସିମେଣ୍ଟ ଇଟା ଓ କଂକ୍ରିଟ ଦ୍ୱାରା ନିର୍ମିତ ସୂଚନା ଫଳକ ଭାଙ୍ଗି ଜଣେ ନାବାଳକର ମୃତ୍ୟୁ ଘଟିଛି।।ମୃତକ ନାବାଳକ ଲାଉଖାଲ ଗ୍ରାମର ସହଦେବ ମହାଙ୍କୁଡ଼ଙ୍କ ପୁଅ ହୀନ ମହାଙ୍କୁଡ଼

ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଡିସେମ୍ବର ୧୪ ରୁ ୧୮ ପାଞ୍ଚ ଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାତ୍ୟା “ମୋନ୍ଥା”ର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ଯୋଜନାବଦ୍ଧ ପ୍ରସ୍ତୁତି

-- ଜରୁରୀକାଳୀନ ପରିସ୍ଥିତି ପାଇଁ ୬ଗୋଟି ମୋବାଇଲ ସବଷ୍ଟେସନର ସୁବ୍ୟବସ୍ଥା --କମ୍ପାନୀ ପକ୍ଷରୁ ଏକ ବ୍ୟାପକ ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ପ୍ରସ୍ତୁତ କରାଯାଇଛି। -- ୨୪x୭ କଲ୍ ସେଣ୍ଟର ନମ୍ବର ୧୯୧୨ କିମ୍ବା ୧୮୦୦-୨୦୨୬ରେ ଉପଭୋକ୍ତା କଲ୍

ଫାର୍ମାସିଷ୍ଟ ଭରସାରେ ଓଡ଼ଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ର ଦଲକ ଛକ ରେ ନାମକୁ ମାତ୍ର ଚାଲିଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପ୍ରଚାର ପ୍ରସାର ଅଭାବରୁ ସହରବାସୀଙ୍କ ପାଇଁ ଏବେବି ଅଜଣା ହୋଇପଡିଛି ।ଦିନକୁ ଜଣେ କିମ୍ବା ଦୁଇଜଣ ରୋଗୀ ଆସିଲେ ଫାର୍ମାସିଷ୍ଟ ସେମାନଙ୍କର