Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ
କୁକୁଡାଖଣ୍ଡି : ଦକ୍ଷିଣପୁର କ୍ଲଷ୍ଟରସ୍ଥ ଏନ୍ ୟୁ ପି ଏସ୍ ଦକ୍ଷିଣପୁର ଠାରେ କ୍ଲଷ୍ଟରସ୍ଥରୀୟ ଶିଶୁ ମୋହତ୍ସବ ସୁରଭି କାର୍ଯ୍ୟକ୍ରମ ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣପୁର ଅଧୀନରେ ଥିବା ୧୩ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ରୂପେ ଏବିଇଓ!-->…
ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି-୨୦୨୫ ଅନୁଷ୍ଠିତ
ଚିକିଟି: ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପନ୍ନଗଭୂଷଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେଘନାଦ ବେହେରା,!-->…
ଭାରତ ସରକାରଙ୍କ ଅଧୀନସ୍ଥ “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଆରମ୍ଭ…
ମାଲକାନଗିରି :ମାଲକାନାଗିରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଥିବା “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଅଭିନବ ପଦକ୍ଷେପଟି ଆଜି ମଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ!-->…
ବିନା କାର୍ଯ୍ୟରେ ସରକାରୀ ଅର୍ଥ ହଡ଼ପ କରୁଥିବା ଆସିକା ବ୍ଲକର କରିତକର୍ମା ତାରିଣୀ କିଏ…!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି।ପାଣ୍ଡିଆ ପଥର ଓ ବାବନପୁର ଠାରେ ବିନା କାର୍ଯ୍ୟକରି ଫଲସ୍ ବିଲ କରି ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଏହି କରିତକର୍ମା ତାରିଣୀ ବାବୁ କୁଆଡ଼େ ଏହି ଦୁଇଟି ପଞ୍ଚାୟତ ରେ ଅର୍ଥ ହଡପ କରିଥିବା!-->…
ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳା
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ବ୍ରହ୍ମପୁର ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ଠାରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ସବଜୋନ୍ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ଦିଦିଙ୍କ ପ୍ରଥମ!-->…
ପ୍ରତିଭାର ବିକାଶରେ ସୁରଭି
ଚିକିଟୀ : ଏହି ବ୍ଲକ କରବାଲୁଆ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକାଶିତ କରିବା, ସେମାନଙ୍କ ପ୍ରତିଭାକୁ ରାଜ୍ୟ ସ୍ତରରେ ପହଞ୍ଚାଇ ଉଚିତ ସମ୍ମାନଦେବା, ଆଗାମୀ '୨୦୩୬ ବିକଶିତ ଓଡ଼ିଶା - ମୋ ସ୍ୱପ୍ନର ଓଡିଶା' ରେ ଛାତ୍ର ଛାତ୍ରୀଙ୍କ!-->…
“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ : ବାରଖମା ଦଳ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖାମା ପଞ୍ଚାୟତ ସ୍ଥିତ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ "ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ୧୩୬ ବିଏସଏଫ ବାଟାଲିୟନ ଦଳ ଏବଂ ବାରଖାମା ସ୍ପୋର୍ଟସ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ!-->…
ଚିତ୍ରକୋଣ୍ଡା ଜଙ୍ଗଲରେ ବନ ବିଭାଗର ଚଢ଼ାଉ: ୨ ଲକ୍ଷରୁ ଅଧିକ ଟଙ୍କାର ମୂଲ୍ୟବାନ କାଠ ଜବତ, ଜଣେ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନବିଭାଗ ବେଆଇନ କାଠ ଚୋରା ଚାଲାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତକାଲି ଏକ ବଡ଼ ସଫଳତା ହାସଲ କରିଛି। ଗଜାଲମାମୁଡି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗରାମ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ!-->!-->!-->…
ଗୁରୁକୁଳ ଶିକ୍ଷାନୁଷ୍ଠାନ ନାଁରେ ଜମି ହଡ଼ପର ଚକ୍ରାନ୍ତ : ବଡ଼ ଡିଲ୍ ପଛର ଅଦୃଶ୍ୟ ଶକ୍ତି କିଏ ?
୯୯ ବର୍ଷୀୟା ଲିଜ ନେବାକୁ ଆସିକା ରେ ୨୪ ତାରିଖ ଦିନ ତିଥି ନିର୍ଦ୍ଧାରିତ ହୋଇଛି…..!
ଭୁବନେଶ୍ବର : ଏସିଆ ମହାଦେଶରେ ସମବାୟ ସୂତ୍ରରେ ପରିଚାଳିତ ହୋଇ ପ୍ରଥମ ସ୍ଥାନରେ ରହିଥିବା ଆସିକା ବହୁମୁଖୀ ସମବାୟ ସମିତି (ACMPCS) ଏବେ ଜମି ହଡ଼ପକୁ ନେଇ ସାଙ୍ଘାତିକ ବିବାଦରେ ଛନ୍ଦି!-->!-->!-->!-->!-->…
ଦୁର୍ଗାପୂଜା ଅବସରରେ ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର
ମାଲକାନଗିରି : ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍।!-->!-->!-->…