Browsing Category

ଆଞ୍ଚଳିକ

ପ୍ରଶାସନର ନିଷ୍କ୍ରିୟତାରୁ ଗ୍ରାହକଙ୍କୁ ଲୁଟୁଛନ୍ତି ନକଲିବ୍ରାଣ୍ଡ ପାଣି ପ୍ରସ୍ତୁତକାରୀ ବ୍ୟବସାୟୀ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ପ୍ରଥମ ପୌର ପରିଷଦ ଭାବେ ମାନ୍ୟତା ପାଇଛି ହିଞ୍ଜିଳିକାଟୁ ପୌର ପରିଷଦ। ହିଞ୍ଜିଳିକାଟୁ ପୌର ପରିଷଦ ଗତ ୨ ଦଶନ୍ଧି ଧରି ଉଭୟ ରାଜନୈତିକ ଓ ଉନ୍ନୟନ କ୍ଷେତ୍ରରେ ଚର୍ଚ୍ଚାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି।ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ

ବାଲିଗୁଡାରେ ଓଡିଶା ଦିବସ ପାଳିତ : ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ଆମ ପରିଚୟ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ପରିସରରେ ଉପଖଣ୍ଡ ସ୍ତରୀୟ ୯୦ତମ ଉତ୍କଳ ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି। ଉପଖଣ୍ଡ ଉତ୍ସବ ପାଳନ କମିଟି ର ସହ ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନ

ହିଞ୍ଜିଳିକାଟୁରେ ଓଡିଶା ଦିବସ ପାଳନ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଉତ୍କଳ ଦିବସ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ପାଳିତ ହୋଇଯାଇଛି।ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ଓ କାଉନସିଲର ଉପସ୍ଥିତି ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମକୁ

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ହିଞ୍ଜିଳି କଂଗ୍ରେସର‌ କ୍ୟାଣ୍ଡେଲ ଶୋଭାଯାତ୍ରା

ହିଞ୍ଜିଳିକାଟୁ : ଗତ ୩ ମାସ ଧରି ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। କଥା କଥାକେ ଗୁଳିଫୁଟୁଛି। କେତେବେଳେ ଖଣ୍ଡାଚୋଟ ତ କେତେବେଳେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ। ଗତ ୩ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୨୧ ଜଣଙ୍କୁ ହତ୍ୟା

ଚୈତ୍ର ତୃତୀୟ ମଙ୍ଗଳବାର : ଶ୍ୟାମଳାଇ ଓ କରେଇଶୁଣୀ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ

ମନ୍ଦିର ପରିସରରେ ଛାଗବଳି ଯୋଗୁଁ ଭକ୍ତଙ୍କ ମନରେ ଅସନ୍ତୋଷହିଞ୍ଜିଳିକାଟୁ : ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା,

ଶ୍ରୀରାମନବମୀ ଏବଂ ହନୁମାନ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀରାମ ନବମୀ ଏବଂ ହନୁମାନ ଜୟନ୍ତୀ କୁ ଧୂମଧାମରେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତୁମୁଡିବନ୍ଧ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି

ରାଇକିଆରେ ଓଡିଶା ଦିବସ ପାଳନ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାଇକିଆ ନାଗରିକ ମଞ୍ଚ ସଭାପତି ଦୁର୍ଜ୍ୟୋଧନ ଲେଙ୍କାଙ୍କ ସଭାପତିତ୍ଵରେ ମଞ୍ଚ କାର୍ଯ୍ୟାଳୟ ପରିସରରେ ଓଡିଶା ଦିବସ ପାଳନ କରାଯାଇଅଛି । ମଞ୍ଚ ସାଧାରଣ ସମ୍ପାଦକ ମାନେସ୍ଵର ଦିଗାଳ ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଅତିଥିମାନଙ୍କୁ ଶୁଭେଚ୍ଛା

ଆସିକାରେ ବିଜୁଜନତା ଦଳ ପକ୍ଷରୁ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରାଯାଇଛି । ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆସିକା ସାଂସଦ ପ୍ରମିଳା ବିଶୋଇ ଯୋଗଦେଇଥିଲେ। ସେହିପରି ଗଞ୍ଜାମ ଜୋନ ବିଜେଡି ସଭାପତି

ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ମହାସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ଏବଂ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଲାଜୀପେଣ୍ଠ ମହାସଂଘ କାର୍ଯ୍ୟାଳୟ ପରିସରରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି

ଝରନଗୁଡା ଗ୍ରାମବାସୀ ବିଜୁଳି ଆଲୋକ ଦେଖିଲେ

ବ୍ରହ୍ମପୁର : ଅଦ୍ୟ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅମଲାଭଟା ଗ୍ରାମ ପଞ୍ଚାୟତ ର ଝରନଗୁଡା ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା ବିଦ୍ୱତ ଆଲୋକ ବ୍ୟବସ୍ଥା ଠାରୁ ବଞ୍ଚିତ ରହି ପାରମ୍ପାରିକ ଦୀପ ଆଲୁଅରେ ଜୀବନ କାଟୁଥିଲେ।ଅନେକ ଦିନରୁ ଅନେକ ଥର ଜନପ୍ରତିନିଧି, ଅଧିକାରୀ ଙ୍କୁ ଗୁହାରି କରି ବିଫଳ