Browsing Category

ଆଞ୍ଚଳିକ

ସ୍ୱାଧୀନତାର ୭୮ ବର୍ଷ ପରେ ବି ଗାଁକୁ ପହଞ୍ଚି ପାରିଲା ନାହିଁ ପିଚୁ ରାସ୍ତାଟିଏ…

ଉମରକୋଟ /ରାଇଘର : ବଦଳିଛି ଯୁଗ ବଦଳିଛି ସମୟ । ଯେଉଁ ଜାଗାରେ ବିକଶିତ ଗାଁ, ବିକଶିତ ଭାରତ ନାରା ପିଟୁଛନ୍ତି ସେଠାରେ ସ୍ୱାଧୀନତାର ଏତେବର୍ଷ ପରେ ବି କୋଟୁଆଲପାରା ଗ୍ରାମଟିକୁ ଭଲ ରାସ୍ତାଟିଏ ନାହିଁ | ଏହି ଗ୍ରାମର ସ୍ବର୍ଗୀୟ ପାଞ୍ଚ ଭାଇ ବାସୁ ଗଣ୍ଡ, ଚାନ୍ଦୁ ଗଣ୍ଡ, ଲଖମୁ ଗଣ୍ଡ, ଜଗଡୁ

ବନାଞ୍ଚଳ ସମ୍ମିଳନୀ କକ୍ଷଠାରେ ବନସୁରକ୍ଷା ସମିତି ସହାୟକ ଗୋଷ୍ଠୀକୁ ନେଇ ଜିଆଖତ ଅମଳ ତାଲିମ ଶିବିର ଅନୁଷ୍ଠିତ

ମାଲକାନଗିରି : କାଲିମେଳା ବନାଞ୍ଚଳ ସଭାକକ୍ଷ ଠାରେ କାଲିମେଲା ଓ ମୋଟୁ ବନାଞ୍ଚଳର ବନ ସୁରକ୍ଷା ସମିତି ସଭ୍ୟଙ୍କୁ ନେଇ ଜିଆଖତ ଚାଷ ଓ ଏହାର ଲାଭକୁ ନେଇ ଏକ ବୈଠକର ଆୟୋଜିତ ହୋଇଥିଲା । ଭୁବନେଶ୍ୱର ରୁ ଆସିଥିବା ଗ୍ରାମୀଣ ଉପ୍ତାଦନ ବ୍ୟବସାୟିକ ସଂସ୍ଥାର ନିର୍ଦେଶକ ଶ୍ରୀ ପ୍ରଫୁଲ୍ଲ ବିଷୋୟୀ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମେଲାଣି ମହୋତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ମେଲାଣି ଜଣାଇଛନ୍ତି। ଏହି ମହୋତ୍ସବ ରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ

ଜନକଲ୍ୟାଣ ପ୍ରୋଜେକ୍ଟ ତରଫରୁ ବିଭିନ୍ନ ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଡେଡ଼ିମାହା, ବେହାବାଡ଼ି, ଗସୁକିଆ ଗ୍ରାମରେ ହୋଇଥିବା ବିଭିନ୍ନ ପନିପରିବା ଚାଷ କ୍ଷେତ୍ରକୁ ଜନ କଲ୍ୟାଣ ସିଏଫସିଡି ପ୍ରୋଜେକ୍ଟ କଳାହାଣ୍ଡି ତରଫରୁ ମିଶନ ଶକ୍ତିର ଅଲିଭା କେରକେଟା, ପ୍ରଦାନ ସଂସ୍ଥାର ଏରିଆ

ଚୈତ୍ର ଦ୍ବିତୀୟ ମଙ୍ଗଳବାର : ଶ୍ୟାମଳାଇ ଓ କରେଇଶୁଣୀ ପୀଠରେ ୫ଶହରୁ ଉର୍ଦ୍ଧ୍ବ ଶିଶୁଙ୍କ ମୁଣ୍ଡନ

ହିଞ୍ଜିଳିକାଟୁ : ଚୈତ୍ର ମାସ ଦ୍ବିତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ ଓ ସମସ୍ତ

ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ…

ହିଞ୍ଜିଳି, ଡି. ପାଟପୁର ଓ ବେଲଗାଁରେ ୨୧ ଦିନିଆ ଦଣ୍ଡନାଚର ଶୁଭାରମ୍ଭଢୋଲ ଓ ମହୁରୀ ଶବ୍ଦ ସାଙ୍ଗକୁ ରୁଦ୍ରକାଳୀଙ୍କୁ ଭଜ ହେ ଧ୍ୱନିରେ କମ୍ପିଲା ଗାଁ ଦାଣ୍ଡହିଞ୍ଜିଳିକାଟୁ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ନିଜ ନିଜର ମାନସିକ

ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଜଣ ଗୁରୁତର ଆହାତ। ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ସଦର ନିକଟସ୍ଥ ଗୋଜିଆ ଗୁଡା ଗାଁ ନିକଟରେ ଉଭୟ ପଟରୁ ଆସୁଥିବା ଦୁଇ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା।

ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଯୁବକ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ ଦୁର୍ଷ୍କମ କରିବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ଘଟଣା ନେଇ ନେଇ ପୀଡ଼ିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-

ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନ ସାହିରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଲାଇନମ୍ୟାନ ଉପରେ ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହିଞ୍ଜିଳିକାଟୁ ଟିପିଏସଡିଏଲ ବିଭାଗରେ କାର୍ଯ୍ୟରତ ଲାଇନମ୍ୟାନ ତଥା ଜରଡ

ମାଲକାନଗିରି ବନବିଭାଗକୁ ସଫଳତା ଏମଭି ୨୩ ଗ୍ରାମରୁ ବିପୁଳ କାଠ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମରେ ବନ ବିଭାଗ ପକ୍ଷରୁ ବିପୁଳ କାଠ ଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ଏମଭି ୨୩ ଗ୍ରାମରେ ଚୋରା କାଠ ଗଛିତ ରଖି ବିଭିନ୍ନ ସାମଗ୍ରୀ କରି ବିକ୍ରୟ କରାଯାଉଥିବା ନେଇ ଖବର