Browsing Category

ଆଞ୍ଚଳିକ

ଜିଲ୍ଲାର ବିଭିନ୍ନ ବନ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ

ମାଲକାନଗିରି : ଜିଲ୍ଲାର ବିଭିନ୍ନ ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବାଦିଲି, ଗିରକାନପଲ୍ଲି, ମୋଟୁ ଓ ଧୁଙ୍ଗିଆପୁଟ ଠାରେ ଚାରି ଗୋଟି ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳୀ

ପିତଳ ସରପଞ୍ଚ ଓ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣା : ଥାନାରେ ୪ ଅଟକ, ତଦନ୍ତ ଜାରୀ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କିଛି ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପିତଳ ଗ୍ରାମ‌ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର (ରିଙ୍କୁ) ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ ଗୁରୁତର ଆହତ ହୋଇଥିଲେ।

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ : ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା (୨୭/୬) ଶୁକ୍ରବାର ଠାରୁ ଆରମ୍ଭ ହୋଇ(୫/୭)ଶନିଵାର ହିଞ୍ଜିଳିକାଟୁ ରେ ହେବାକୁ ଥିବା ଘୋଷ ଯାତ୍ରାର ଉପଲକ୍ଷେ ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

ରାୟଗଡା : ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରାୟଗଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଏବଂ ଓଡିଶା ଲେଖା ନିୟନ୍ତ୍ରକ, ଭୁବନେଶ୍ୱର ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ସ୍ଥାନୀୟ ରାୟଗଡା ଜିଲ୍ଲା ପରିଷଦ

ଶଙ୍କରାଖୋଲକୁ ନୂତନ ବ୍ଲକଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲକୁ ନୂତନ ବ୍ଲକ ଗଠନ କରିବାକୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ବାଲିଗୁଡା ଉପ ଜିଲ୍ଲାପାଳ ଡା.ରୀନା ପ୍ରଧାନଙ୍କୁ ଭେଟି କିଛି ସମୟ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ

ବର୍ଷେ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କ ମୃତ ପ୍ରଣାମ ପତ୍ର…

କନ୍ଧମାଳ, ତା, ୨୦/୦୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତ ଲତପଙ୍ଗିଆ ଗାଁର ସୁନିଆ ମତି ଦିଗାଲ। ବୟସ ୨୬ ବର୍ଷ। ଗତ ୨୦୨୪ ମସିହାରେ ସୁନିଆ ମତିଙ୍କ ସ୍ୱାମୀ ଗୌତମ ଦିଗାଲ ରାଜସ୍ଥାନର ହନୁମାନଗଡ଼ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। କିଛି ଦିନ ପରେ କାମ କରୁଥିବା

ନିସର୍ତ ନ୍ୟୁଜର ମହାପ୍ରଭାବ : ରାସ୍ତାପ୍ରତି ସରକାରଙ୍କ ଦୃଷ୍ଟିପଡ଼ିବ କେବେ ?

ଉମରକୋଟ/ କୋପେନା : ବିଗତ ୦୭/୦୬/୨୦୨୫ ରିଖରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଇନ୍ଦିରା କଲୋନୀ ଗ୍ରାମରୁ ଛତିଶଗଡ କୁ ସଂଯୋଗ କରୁଥିବା ଏକ କିଲୋମିଟର ରାସ୍ତା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ ? ଖବରଟି ଆମ ନିସର୍ତରେ ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ

ମନ୍ଥର ଗତିରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼ା ଗ୍ରାମ ପଞ୍ଚାୟତବସୀ ଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଜାତୀୟ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ସ୍ବାସ୍ଥ୍ୟସେବା କେନ୍ଦ୍ର ନିର୍ମାଣ କରାଯାଉଛି ।୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି

“ୱାନ ଷ୍ଟପ ସେଣ୍ଟର “ସଖି କାର୍ଯ୍ୟକ୍ରମ ର ଟାସ୍କ ଫୋର୍ସ କମିଟି ବୈଠକ…

ନବରଙ୍ଗପୁର ତା ୧୯-୦୬-୨୦୨୫: ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସଖି ୱାନ୍ ଷ୍ଟପ୍ ସେଣ୍ଟର ର ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍ ଜିଲ୍ଲା ସମାଜ କଲ୍ୟାଣ ଅଧିକାରି ଦୌପଦୀ କହଁର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି

ପିତଳ ସରପଞ୍ଚ ଓ ବିଜେପି ମଣ୍ଡଳ ସଭାପତି ଉପରେ ମରଣାତ୍ମକ ଆକ୍ରମଣ…

ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ। ହିଞ୍ଜିଳିକାଟୁ, ୧୯।୬( ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ ରାଘବ ପାତ୍ର ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କ ଉପରେ ଗୁରୁବାର ସଂଧ୍ୟାରେ ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି