Browsing Category

ଆଞ୍ଚଳିକ

ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶିଲା ବର୍ଷା ଜଳ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଷା ପାଣିରେ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି l ଏହାରି ଭିତରେ ଜିଲ୍ଲା ର ଚିତ୍ରକୋଣ୍ଡା ଯୋଡମ୍ବ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆସିଛି ଏକ ଅଭାବନୀୟ ଚିତ୍ର l ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ହଠାତ୍ ଧସେଇ ପଶିଲା

ଭାଲୁ ଆକ୍ରମଣରେ ଗୁରୁତର ଯୁବକ ଙ୍କୁ ଅଧିକ ଚିକିତ୍ସା ପାଇଁକୋରାପୁଟ ମେଡ଼ିକାଲ ସ୍ଥାନାନ୍ତର…

ମାଲକାନଗିରି :ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ବୁରୁଡ଼ିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁରୁଡିଗୁଡା ଗ୍ରାମର ଚୈତନ୍ୟ ନାୟକ ନାମକ ଏକ ଯୁବକ ମଧ୍ୟ ରାତିରେ ଶୌଚ ହେବାକୁ ବାହାରକୁ ଯାଇଥିଲେ । ଶୌଚ ସାରି ଉଠିଲା ବେଳକୁ ହଠାତ୍ ଗୋଟିଏ ଭାଲୁ ଚୈତନ୍ୟଙ୍କ

ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସ ଦିଲ୍ଲୀରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ପ୍ରଭାତୀ ପରିଡ଼ା

ନୂଆଦିଲ୍ଲୀ/ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ଶ୍ରୀମତୀ ପରିଡ଼ା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ରାଜ୍ୟ

ଆଇ.ଏ.ସ କୀର୍ତ୍ତି ଭାସନ୍ ଭି ଙ୍କୁ ଝୁରୁଛନ୍ତି କୋରାପୁଟ ବାସୀ : ଗଞ୍ଜାମ ଜିଲ୍ଲାରେ ଖୁସି ର ଲହରୀ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଜଣେ ଦକ୍ଷ ଆଇ.ଏ.ଏସ କୀର୍ତ୍ତିଭାସନ୍ ଭି ଙ୍କ ଭଳି ଜଣେ ଜିଲ୍ଲା ପାଳଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସୂଚନା ଥାଉକି ଶ୍ରୀଯୁକ୍ତ କୀର୍ତ୍ତିଭାସନ୍ ଭି ୨0୧୮ ବ୍ୟାଚ ର ଆଇ. ଏ. ଏସ କୋରାପୁଟ ଜିଲ୍ଲାର ଜିଲ୍ଲା ଜିଲ୍ଲାପାଳ ଥିବା ପୂର୍ବରୁ ସେ ଗଞ୍ଜାମ

ସ୍ବଚ୍ଛ ସର୍ବେକ୍ଷଣ -୨୦୨୪ ନଗର ସ୍ଥାନୀୟ ପରିଚାଳନା ସଂସ୍ଥାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ନଗର ଉନ୍ନୟନ ଓ ସହରାଞ୍ଚଳ ବିଭାଗ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ସ୍ବଚ୍ଛ ସର୍ବେକ୍ଷଣ -୨୦୨୪ ଉକ୍ତର୍ଷ ପ୍ରଦର୍ଶନ କରିଥିବା ରାଷ୍ଟ୍ରପତି ପୁରସ୍କୃତ ସ୍ଥାନୀୟ ସଂସ୍ଥା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ

ନିଖୋଜ ଶ୍ରମିକଙ୍କ ମୃତଦେହ ପୋଖରୀରୁ ମିଳିଲା

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି ପୋଖରୀ ହୁଡାରେ

ଶ୍ରାବଣ ଦ୍ୱିତୀୟ ସୋମବାର : ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ବାଲିଗୁଡା : ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି

ଶ୍ରମିକ ଯଶୋବନ୍ତ ନିଖୋଜ : ଅଗ୍ନିଶମ ବିଭାଗ ଓ ପୋଲିସର ଅନୁଧ୍ୟାନ ଜାରୀ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମର ଜଣେ ବ୍ୟକ୍ତି ସୋମବାର ସକାଳ ଠାରୁ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଯଶୋବନ୍ତ ନାୟକ (୫୦) ବୋଲି ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କ ପୋଷାକ, ଚପଲ, ଟାୱେଲ ଆଦି

ଜିଲ୍ଲା ସିଆର୍‌ପି. ସିଏମ୍. ଆସୋସିଏସନ୍ ପକ୍ଷରୁ ଦାବି ପତ୍ର ପ୍ରଦାନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସିଆର୍‌ପି. ସିଏମ୍. ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ ଏବଂ ସମ୍ପାଦିକା ହୀରା ଦେବୀ ପ୍ରଧାନଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ

ମାଲକାନଗିରିରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ନାଲକୋକୁ ସହାୟତା ମାଗିଲେ ବିଧାୟକ

ଭୁବନେଶ୍ୱର :  ମାଲକାନଗିରି ଜିଲ୍ଲାର ଶିକ୍ଷା ଭିତ୍ତିଭୂମିର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସ୍ଥାନୀୟ ବିଧାୟକ ଶ୍ରୀ ନରସିଂହ ମାଡ଼କାମି ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)ର ସହାୟତା ଲୋଡିଛନ୍ତି। ନାଲକୋର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ