Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ
ବାଲିଗୁଡ଼ା : କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥରେ ସ୍ଥିତି ଜାହିର କଲା ଲାଲ୍ ବାହୀନି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା,ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର ସକାଳେ!-->…
ରାଜ୍ ୟୁଥ୍ ଫାଉଣ୍ଡେସନ୍ ର ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ ସମାରୋହ-୨୦୨୫ ଅନୁଷ୍ଠିତ
ନୟାଗଡ : ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସଂଯୋଗସ୍ଥଳ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l!-->!-->!-->…
ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ ପକ୍ଷରୁ ଦଣ୍ଡସେନାଗୁଡ଼ା ଠାରେ ଏନ୍ ଏସ୍ ଏସ୍ ର ସ୍ଵତନ୍ତ୍ର ଶିବିର ଉଦଘାଟିତ…
ମାଲକାନଗିରି : ମାଲକାନଗିରିର ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ, କୁଡୁମୁଲୁଗୁମ୍ମା, ଜିଲ୍ଲା-ମାଲକାନଗିରିର NSS ସହ-ୟୁନିଟ୍ ୧ ପକ୍ଷରୁ ୧୭.୦୯.୨୦୨୩ ରେ ସ୍ଥାନୀୟ ଦଣ୍ଡସେନାଗୁଡ଼ା ଠାରେ NSS ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ହୋଇଯାଇଛି। ସମ୍ମାନିତ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ!-->…
ବ୍ରହ୍ମପୁର ପୋଲିସର ପ୍ରଶଂସନୀୟ କାର୍ଯ୍ୟ : ଶହେ ମୋବାଇଲ ଓ ଲକ୍ଷାଧିକ ଟଙ୍କା ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମରେ ପ୍ରାୟ ଶହେଟି ହଜିଥିବା ମୋବାଇଲ ଫୋନ ଉଦ୍ଧାର କରାଯାଇ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହିତ ସାଇବର ଠକେଇର ଶିକାର ହୋଇ ହରାଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଉଦ୍ଧାର କରାଯାଇ!-->!-->!-->…
ମା ବୁଧେଇ ଓଷା ପୂଜା କମିଟି (ମହିଳା ସମିତି)ପକ୍ଷରୁ ସାଂସ୍କୃତିକ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,୧୬/୯(ନିସର୍ତ୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଙ୍କୁଲପାଟଣା ସାହିରେ ମା ବୁଧେଇ ଓଷା ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି!-->…
ଝଡ଼ବର୍ଷାରେ କଳିଙ୍ଗା ଘାଟିରେ ଭୁସ୍ଖଳନ; ଯାନବାହାନ ଯାତାୟାତରେ ଠପ…
କନ୍ଧମାଳ,ତା,୧୭/୦୯: କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ ବଡ ପଥର ଓ ମାଟି ଅତଡା ଖସି ଜାତୀୟ ରାଜପଥ ଉପରକୁ ମାଡି ଆସିଛି। ଏଥିସହ ପ୍ରଵଳ ବେଗରେ ପାହାଡ଼ ପାଣି ମଧ୍ୟ!-->…
ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର
ବାଲିଗୁଡା : ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ!-->…
ମହିଳା ଅସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା: ବିଜେଡି ମହିଳା ମୋର୍ଚ୍ଚାର ଆଇଜି ଅଫିସ୍ ଘେରାଉ ଓ ରାସ୍ତାରୋକ
ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ମହିଳାମାନେ ଅସୁରକ୍ଷିତ ହୋଇପଡ଼ୁଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ଆଜି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇ.ଜି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟ ରାସ୍ତା ଅବରୋଧ କରିଛି। ମହିଳାମାନଙ୍କ ପ୍ରତି!-->!-->!-->…
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ଦ୍ୱୀପ ଦାନ
ବଣାଇ : ବଣାଇ ଗଡ଼ ସହର ଦେଓଗାଁ ବାବା ବାଣେଶ୍ୱର ମନ୍ଦିରରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75 ବର୍ଷ ପୂର୍ତ୍ତି ଉପଲକ୍ଷେ 75 ଗୋଟି ଦ୍ୱୀପଦାନ ବିଜେପି ମଣ୍ଡଳ ସଭାପତି ମିଥିଳା ପାତ୍ରଙ୍କ ନେତୃତ୍ୱରେ ପ୍ରଜ୍ଜଳିତ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ!-->…
ଗାରିଆ ନଦୀରେ ଭାସିଯାଇ ଜଣେ ମୃତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକ ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡା ନିକଟରେ ଥିବା ଗାରିଆ ନଦୀରେ ନଦୀ ପାର ହେବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାଷୀ ଯାଇ ଜଣେ ମୃତ ହୋଇଥିବା ଜଣାପଡିଛି. ସୂଚନା ନେବାରୁ ଜଣାପଡିଛି ଯେ ଖଇରପୁଟ ବ୍ଲକ ପୋଡ଼ଘାଟ!-->…