Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୮୦ ତମ ସ୍ବାଧିନତା ଦିବସ ପାଳିତ, ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି
ନୟାଗଡ଼ (ନିସର୍ତ୍ତ): ପ୍ରତିକୂଳ ପାଗରେ ମଧ୍ୟ ମହାସମାରୋହରେ ପାଳିତ ହେଲା ସ୍ବାଧିନତା ଦିବସ । ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ ପଡ଼ିଆରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଛି ।!-->…
୮୦ତମ ସ୍ୱାଧୀନତା ଦିବସ: ରାଉରକେଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ସୁରକ୍ଷାର ପ୍ରତିଶ୍ରୁତି
ବୀରମିତ୍ରପୁର : ପବିତ୍ର ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ସମସ୍ତ ରାଉରକେଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଗୌରବମୟ ଦିବସରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଓ ବୀର!-->…
ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି l ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର 'ବନ୍ଦେ ମାତରମ୍ ' ଗାନ ପରେ ପତାକା!-->…
ବିଜେଡି ଦଳ ଛାଡ଼ିଲେ ହେଭୀ ୱେଟ ନେତା ଆଡମା ରାବା: ଶତାଧିକ ସମର୍ଥକଙ୍କ ସହ ବିଜେପି ଦଳରେ ହେଲେ ସାମିଲ…
ମାଲକାନଗିରି, ୧୫/୦୮: ବିଜେଡି ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦୁଇଦିନ ପରେ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ତଥା ଦୁଇଥର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଥିବା ଆଡମା ରାବା ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ!-->!-->!-->…
ସକ୍ଷମ ଅନୁଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ…
ସୁନ୍ଦରଗଡ, ୧୫.୦୮.୨୦୨୬: ଆଜି ସକ୍ଷମ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟାଳୟ ପ୍ରାଙ୍ଗଣରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ବାଉଁଶ କଳାକୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ହସ୍ତଶିଳ୍ପର ମୁଖ୍ୟ ଶିକ୍ଷକ ପ୍ରତାପ ନାୟକ ମୁଖ୍ୟ!-->…
ଅଭିନୟ ଓ ନୃତ୍ୟର ରଙ୍ଗଶାଳା ଉଦ୍ଘାଟିତ
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଅଭିନୟ ଓ ନୃତ୍ୟର ଶିକ୍ଷା କେନ୍ଦ୍ର ରଙ୍ଗଶାଳା ଉଦ୍ଘାଟିତ ହୋଇଯାଇଛି। ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଅଭିନେତା କ୍ଷେତ୍ରରେ କଳାକାରମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ପୂର୍ବକ ଶିକ୍ଷା ସହିତ ଅଭିନୟ କଳା ପ୍ରଦର୍ଶନର ତାଲିମ ପ୍ରଦାନ କରାଯିବା ଲକ୍ଷ୍ୟରଖି!-->…
ଆମ ପୋଲିସ କାର୍ଯ୍ୟକ୍ରମ
ବାଲୁଗାଁ (ସଂଗ୍ରାମ ରଣା ):- ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସାଙ୍ଗକୁ ବିଭିନ୍ନ ଦିଗରେ ପ୍ରଗତି ମୂଳକ ପଦକ୍ଷେପ!-->…
ଚାନ୍ଦପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଅଛି ।ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ ଓ ଜାତିପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ!-->…
ଏମକେସିଜି ମେଡିକାଲରେ ନିଦାନ ଯୋଜନାରେ ହରିଲୁଟ୍ ଓ ଡାକ୍ତର ଅଭାବ ବିରୋଧରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ
ମେଡ଼ିକାଲ୍ କତୃପକ୍ଷ ଓ ଘରୋଇ କେନ୍ଦ୍ର ମଧ୍ୟରେ ମଧୁଚନ୍ଦ୍ରିକାର ତଦନ୍ତ ଦାବି
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ସର୍ବବୃହତ ସ୍ୱାସ୍ଥ୍ୟ କେନ୍ଦ୍ର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ବ୍ୟାପିଥିବା ଅନିୟମିତତା, ହରିଲୁଟ୍ ଓ ମୌଳିକ ସୁବିଧା ଅଭାବକୁ ନେଇ ଆଜି ମାନବ ଅଧିକାର ସୁରକ୍ଷା!-->!-->!-->…
ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଉର୍ଦ୍ଧ ଯୁବକ ଯୁବତୀ ସାମିଲ
ବାଲିଗୁଡା : ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ!-->…