Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରହ୍ମପୁର ସହରରେ ଲାଗିଥିବା ସିସି କେମେରା ଧର୍ମକୁ ଆଖି ଠାର……!
ମହାନଗର ନିଗମର ମହା ଦୁର୍ନୀତି..., " ନିମ୍ନ ମାନର ସିସି କେମେରା ଏବେ ଅଚଳ "….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସିଲକ୍କ ସିଟିରେ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ମହା ନଗର ନିଗମ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସିସି କେମେରା ଲଗାଯାଇଛି। ସହରେ ଦିନକୁ ଦିନ ବଢୁ ଥିବା ଚୋରୀ ହାରି!-->…
ଡାକ୍ତର ଙ୍କ ବଦଳିକୁ ନେଇ ଆଶାକର୍ମୀ ଙ୍କ ପ୍ରତିବାଦ…
ଉମରକୋଟ:୧୨/୦୭/୨୦୨୫, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟରଙ୍କ ବଦଳି କୁ ପ୍ରତିବାଦ କରି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଶତାଧିକ ଆଶା କର୍ମୀ ଓ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି,ଡକ୍ଟରଙ୍କ ବଦଳି ବାତିଲ କରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ!-->!-->!-->…
ଅବସର ପ୍ରାପ୍ତ ପୋଲିସ ଅଫିସର ସଂଘ କାର୍ଯ୍ୟାଳୟ ଠାରେ ୩୨ ତମ ପ୍ରତିଷ୍ଠା ଦିବସ ପାଳିତ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସିଲ୍ଲକ ସିଟି ବ୍ରହ୍ମପୁର ସ୍ଥିତ ଅବସର ପ୍ରାପ୍ତ ପୋଲିସ ଅଫିସର ସଂଘ କାର୍ଯ୍ୟାଳୟ ଠାରେ ୩୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ଅବସର ପ୍ରାପ୍ତ ଭାଇସ ଚାନ୍ସଲେର ପ୍ରଫେସର ଜୟନ୍ତ!-->…
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଲୋଚନା ଚକ୍ର ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ସହଯୋଗ ତଥା ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଉଦ୍ୟମରେ "ସୁରକ୍ଷିତ ବିଦ୍ୟୁତ!-->…
କୋଟପାଡ଼ରେ “କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ”ର ବାର୍ଷିକୋତ୍ସବ ଅନୁଷ୍ଠିତ
କୋଟପାଡ଼: କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ କୋଟପାଡ଼ସ୍ଥିତ କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ!-->!-->!-->…
ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି। ଗୁରୁବାର ଉକ୍ତ!-->…
ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ବିନକି ମେଣ୍ଡି ଗାଁର ଜଣେ ୨୧ ବର୍ଷ ବୟସ୍କ ଯୁବକ ନିଖୋଜ ଥିବା ନେଇ ପରିବାର ଲୋକେ!-->…
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ, ଅଚଳାବସ୍ଥା ସମାଧାନ କରିବାରେ ଡ଼ବଲ ଇଞ୍ଜିନ ସରକାର ଫେଲ……!
ଆସିକା ରେ ପେଟ୍ରୋଲ ଟାଙ୍କି ଖାଲି ଲିଟର ପିଛା ୧୫୦ ଦରରେ କଳାବଜାର ରେ ବିକ୍ରି……!
ବ୍ରହ୍ମପୁର: ସାରା ରାଜ୍ୟରେ ଡ୍ରାଇଭ ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ହେବାର ତିନିଦିନ ହେ ଲାଣି ସମାଧାନ ପନ୍ଥା ବାହାରୁନି।ପରିବହନ କ୍ଷେତ୍ରରେ ସାଙ୍ଘାତିକ ଅବସ୍ଥା ଦେଖା ଦେଇଛି।!-->!-->!-->!-->!-->…
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ‘ବନ ମହୋତ୍ସବ ସପ୍ତାହ’ ପାଳନ
ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ରୋପଣ ହେଲା ଚାରା
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ସୋମବାର ଓଡିଶା ଆଦର୍ଶ ବିଦ୍ୟାଳୟ କରାପଲ୍ଲୀ ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ!-->!-->!-->…
୭ ଦଫା ଦାବି ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ
ବାଲିଗୁଡ଼ା : ସରକାର ଶୁଣିଲେନି। ସମୟ ସୀମା ପାର ହେଲା l ଓଡ଼ିଶାର ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇ ରାଜରାସ୍ତା କୁ ଓଲ୍ହାଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଲିଗୁଡା ଶାଖାର ଡ୍ରାଇଭର ମାନେ ୭ ଦଫା ଦାଵୀ ନେଇ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ!-->…