Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ବିନା ଲାଞ୍ଚରେ ଫାଇଲ ଘୁଞ୍ଚୁନି : ଲାଞ୍ଚ କାରବାରର ଭିଡିଓ ଭାଇରାଲ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।!-->…
ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ବାପୁଜୀ ଆଶ୍ରମ ସ୍ଥିତ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହିଦ୍ ଦିବସ ଉପଲକ୍ଷେ, ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ!-->…
ପୁଣି କରୋନା ଆରମ୍ଭ ଯୋଗୁଁ ଅଧାରେ ଅଟକିଲା ଶଙ୍କରଙ୍କ ସାଇକେଲରେ ଚାରିଧାମ ଯାତ୍ରା
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳ ର ଶଙ୍କରଙ୍କ ସାଇକେଲ ରେ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ!-->…
ଆସିକା ଫାର୍ମ ହାଉସ ରେ ହୋଇଥିବା ବୈଠକ : ମିଶେନ ଫେଲ, ଦୁଇ ଅଧିକାରୀଙ୍କ ହେବ ବଦଳୀ …!
ବୋଲ ନମାନିଲେ ହେବ ବଦଳୀ...!!
ସାମ୍ନାକୁ ଆସିଲା ଜ୍ୟୋତି, ପ୍ରିୟଙ୍କାଙ୍କ ପୁରୀ ହୋଟେଲର ଭିଡିଓ
ପୁରୀ,୨୦।୫:ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍ରେ ରହୁଥିଲେ ପକ୍-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି।ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍ରେ ରହିଥିଲେ। ହୋଟେଲ୍ରେ ଶୋଇ କଥାବାର୍ତ୍ତା ହେଉଥିବା!-->…
ମାଲକାନଗିରି ପୋଲିସ ପକ୍ଷରୁ ଗାଡି ଯାଞ୍ଚ ବେଳେ ଏକ ଟନ ଗଞ୍ଜେଇ ଜବତ ସହ ଦୁଇ ଗିରଫ
ମାଲକାନଗିରି, ୨୦।୫ : ମାଲକାନଗିରି ପୋଲିସ ପକ୍ଷରୁ ଗାଡି ଯାଞ୍ଚ ବେଳେ ବିପୁଳ ଗଞ୍ଜେଇ ଜବତ, ୨ ଗିରଫ। ସୂଚନା ଅନୁଯାୟୀ ମାଲକାନଗିରି ଆଦର୍ଶ ଥାନାର ଏସଆଇ କୃତିବାସ ବେହେରାଙ୍କ ନେତୃତ୍ଵରେ ହାବିଲଦାର ମିହିର କୁମାର ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି ଏବଂ ପଦ୍ମ ନାୟକଙ୍କ ସହିତ!-->…
ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଉନ୍ନତ ବିଜୁଳି ସେବା ଯୋଗାଉଛି ଟିପିଏସ୍ଓଡିଏଲ୍
-- ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ୭.୦ ସର୍କିଟ କିମି ଦୀର୍ଘ ୩୩ କେଭି ବିଜୁଳି ଲାଇନର ଉନ୍ନତୀକରଣ
-- ୧୨୦ ଟି ନୂତନ ବିଦ୍ୟୁତ ଖୁଣ୍ଟ ସ୍ଥାପନ
-- ବିଜୁଳି ସେବା ବାଧାପ୍ରାପ୍ତ ରୋକିବା ପାଇଁ ୩୩ କେଭି ଲାଇନରେ ବାର୍ଡ ଗାର୍ଡ ସ୍ଥାପନ
ବ୍ରହ୍ମପୁର :!-->!-->!-->!-->!-->!-->!-->…
ମାରଣାସ୍ତ୍ର ଦେଖାଇ ମୋବାଇଲ ଲୁଟ୍ ଉଦ୍ୟମ, ଦୁଇ ନାବାଳକ ଅଟକ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ନାରାୟଣୀ ହିଲଟପ ଉପରେ ଛୁରୀ ଓ ମରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଉଥିବା ବେଳେ ୨ ନାବାଳକଙ୍କୁ କାବୁ କରିଛି ଟାଉନ ପୁଲିସ। ଉଭୟ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବହୁଦିନ!-->…
ଆସିକାରେ ହାଇଟେକ ସର୍ଭେ ମାଧ୍ୟମରେ ଭୁ-ବନ୍ଦୋବସ୍ତ କରିବାକୁ ଦାବୀ ପତ୍ର ପ୍ରଦାନ..!
ବ୍ରହ୍ମପୁର : ଆସିକା ପୌରାଞ୍ଚଳ ପାଞ୍ଚଟି ମୌଜା ରେ ହାଇଟେକ୍ ସର୍ଭେ ମାଧ୍ୟମରେ ଭୁ-ବନ୍ଦୋବସ୍ତ କରି ଅଧିବାସୀ ଙ୍କ ଘର ବାରି ପଟ୍ଟା ଯୋଗାଇବାକୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଆଜି ସ୍ମାରକ ପତ୍ର ଦିଆଯାଇଛି। ସ୍ଥାନୀୟ ତହସିଲଦାର ଙ୍କ ଜରିଆ ରେ ଆସିକା ପୌରାଞ୍ଚଳର!-->…