Browsing Category

ଆଞ୍ଚଳିକ

୧୦ ଅପରାଧିକଙ୍କ ଘର ସମ୍ମୁଖରେ ଲଟକା ଜାରୀକଲା ହିଞ୍ଜିଳି ପୁଲିସ

ହିଞ୍ଜିଳିକାଟୁ : ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ରହୁଥିବା ଫେରାର ଦୁର୍ଦ୍ଧାନ୍ତ ଅପରାଧୀଙ୍କ ଘର ସମ୍ମୁଖରେ ଲଟକା ଜାରୀ କରାଯାଇଛି। ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧି ମାନେ କୋର୍ଟରେ ହାଜର ହେଉନାହାନ୍ତି। ଏଣୁ ସେମାନଙ୍କ ନାମରେ ଓ୍ବାରେଣ୍ଟ ଜାରୀ…

ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ମହିଳା ନିର୍ଯାତନା ବିରୋଧରେ ଛାତ୍ର ଆନ୍ଦୋଳନ

ଉମରକୋଟ : ଓଡ଼ିଶାର ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣ ଦୁଷ୍କର୍ମ ଓ ମହିଳା ନିର୍ଯାତନା ବିରୁଦ୍ଧରେ ରାଜ୍ୟ ଵ୍ୟାପୀ ଛାତ୍ର ଆନ୍ଦୋଳନର ଅଂଶ ଭାବରେ ଉମରକୋଟ ଅଞ୍ଚଳର ପେନ୍ଡ୍ରାଣୀ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ର ଉପସ୍ଥିତ ହୋଇ ବିଜେପି, ରାଜ୍ୟ ସରକାରଙ୍କ ବିରୋଧରେ…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର : ସଂଗ୍ରହ ହେଲା ୧୩୦ ରୁ ଉର୍ଦ୍ଧ ୟୁନିଟ ରକ୍ତ

ଛତ୍ରପୁର: ୨୪-୦୬-୨୦୨୫: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆଜି ଗୋପାଳପୁର ବନ୍ଦର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଦାନୀ ଗୃପ ଚେୟାରମ୍ୟାନ୍ ଶ୍ରୀ ଗୌତମ ଆଦାନୀଙ୍କ ୬୩ ତମ ଜନ୍ମ ଦିବସ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥ‌ିରେ ୧୩୦ରୁ ଉର୍ଦ୍ଧ…

ବ୍ରହ୍ମପୁର ଏମକେସିଜିରେ ଉତ୍ତେଜନା : ରୋଗୀ ମୃତ୍ୟୁବରଣକୁ ନେଇ ଉତ୍ତେଜନା

ବ୍ରହ୍ମପୁର : ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦକୁ ନେଇ ମଙ୍ଗଳବାର ଏମକେସିଜିରେ ପାଟିତୁଣ୍ଡ ହୋଇଛି। ଘଟଣା ସ୍ଥଳରେ ମେଡିକାଲ ଫାଣ୍ଡି ପୁଲିସ ପହଞ୍ଚି ମୃତ ଯୁବତୀଙ୍କ ପରିବାରକୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପରିବାର ପକ୍ଷରୁ ରାଜି…

ସରକାରରେ ପୁଣି ଲଜ୍ଜା : ଆଉ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବିଜେପିର ନେତା…

ବ୍ରହ୍ମପୁର : ରାଜ୍ୟରେ ମହିଳା ଓ ଝିଅମାନଙ୍କ ସୁରକ୍ଷା ଲାଗି ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୋଟିକ ପରେ ଗୋଟିଏ ଲଜ୍ଜା ଘଟଣା ଘଟି ଯାଉଛି । ଗୋପାଳପୁର ବେଳାଭୂମି ଘଟଣା ନେଇ ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଛି। କିନ୍ତୁ ରାଜ୍ୟରେ ଏଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟିବାରେ ଲାଗିଛି।…

ଧରାକୋଟ ଖାରିଗୁମ୍ମା ବର୍ବରତାର ଘଟଣା : ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନ ରେ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ କେତେକ ବ୍ୟକ୍ତି ଗୋ ଚାଲାଣ ନେଇ ନିର୍ଯାତନା ଦେଇଥିଲେ l ଏହି ଘଟଣା ଜିଲ୍ଲା, ପ୍ରଶାସନର ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାରି…

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି

ବ୍ରହ୍ମପୁର : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍ ଙ୍କ ଦ୍ଵାରା ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ମହାନଗର ନିଗମ…

ଧରାକୋଟ ଖାରିଗୁମ୍ମା ଘଟଣା : ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନ ରେ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ କେତେକ ବ୍ୟକ୍ତି ନିର୍ଯାତନା ଦେଇଥିବା ଘଟଣା ଜିଲ୍ଲା ପ୍ରଶାସନର ନଜରକୁ ଆସିବା କ୍ଷଣି ଜିଲ୍ଲା ପ୍ରଶାସନ ଏହାରି ଉପରେ ତ୍ବରିତ…

ଆଦିବାସୀ ମହାବିଦ୍ୟାଳୟ ତରଫରୁ ନିଶାନିବାରଣ ସଚେତନତା ଶୋଭାଯାତ୍ରା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା କୁ ନେଇ ଏକ ଶୋଭାଯାତ୍ରା ମହାବିଦ୍ୟାଳୟ ସମ୍ମୁଖରୁ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା…

ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡ଼ାଠାରେ ଯୁକ୍ତ ଦୁଇ କଳା ଅତିଥି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ…

ଉମରକୋଟ : ଆଜି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡ଼ା ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ସାମଲ ଏବଂ ବେହେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ କଳା ନବନିଯୁକ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ (Guest Faculties)ମାନଙ୍କୁ…