Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟୀରେ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ଗଡ଼ ଠାରେ ସାଇ ବାବା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଯାଇଛି। ଏହା ଚଳିତ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଇଂରାଜୀ ତାରିଖ ୨୧ ସୋମବାର ଠାରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ବ୍ୟାପୀ ଏହି ପ୍ରତିଷ୍ଠା ଉତ୍ସବ ୨୪ ତାରିଖ!-->…
ପଞ୍ଚାୟତିରାଜ ଦିବସରେ ଚେୟାର ଫାଙ୍କା: ପଞ୍ଚାୟତ ଜନପ୍ରତିନିଧି ଓ ପ୍ରତିନିଧିଙ୍କ ସଭା ବର୍ଜ୍ଜନ
ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ରାଜ୍ୟ,ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହାକୁ ଅଧିକ ସଫଳ କରିବା ପାଇଁ ହିଞ୍ଜିଳିକାଟୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା କରା ଯାଇଥିଲା। ପ୍ରଶାସନିକ!-->…
ପୋଖରୀ ପାଣିରେ ବୁଡି ୨ ଭିନ୍ନକ୍ଷମ ମହିଳା ମୃତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମ ବଡବନ୍ଧ ପୋଖରୀ ପାଣିରେ ବୁଡି ୨ ଜଣ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକା ମହିଳା ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ କୁମ୍ଭାର ସାହିର ଯୋଗିନ୍ଦ୍ର!-->…
ଶୁଭମୁକ୍ତି ହେବ ପ୍ରଥମ କୋୟା ଭାଷାରେ ନିର୍ମିତ ଚଳଚିତ୍ର ଦେୱା
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଦର୍ଶକ ମାନେ ଦେଖିପାରିବେ କୋୟା ଭାଷାରେ ନିର୍ମିତ ଚଳଚିତ୍ର ଦେୱା। ଏହି ଚଳଚିତ୍ର ମାଲକାନଗିରି ଯେମ୍ୟାକ୍ସ ସିନେମା ହଲ ପରଦାରେ ଆସନ୍ତା ୨୫ ତାରିଖରେ ଶୁଭ ମୁକ୍ତି ହେବ ବୋଲି ଆଜି ଚଳଚିତ୍ର ପ୍ରସ୍ତୁତ କରିଥିବା ଟିମ ଜିଲ୍ଲା ସଦର!-->…
ଆଚଂଳିକ ବିକାଶ ମଞ୍ଚ ପକ୍ଷରୁ ନିଯୁକ୍ତି,ସ୍ୱାସ୍ଥ୍ୟ,ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ର ସମାଧାନ ନେଇ ଗଣାଧାରଣା
ଛତ୍ରପୁର : ଆଚଂଳିକ ବିକାଶ ମଂଚ ପକ୍ଷରୁ ନିଯୁକ୍ତି,ସ୍ୱାସ୍ଥ୍ୟ,ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ର ସମାଧାନ ନେଇ ଗଣାଧାରଣା ଦ୍ୱିତୀୟ ଦିନରେ ପହଂଚି । ଡୁଗୁଲୁ ଛକ ନିକଟରେ ଏହି ଧାରଣା ଦିଆଯାଇଛି । ଗୋପାଳପୁର ପୋର୍ଟ ରେ ଅଚଂଳର ଶିକ୍ଷିତ ଯୁବକ,ଯୁବତୀ,ମହିଳା ଶ୍ରମିକ ମାନଙ୍କୁ କମ୍ପାନୀରେ!-->…
ସ୍କୁଲଛୁଟି ପରେ ଘରକୁ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ : ୫ଛାତ୍ରଛାତ୍ରୀଙ୍କ ସମେତ ୧୦ ଆହତ
ଛତ୍ରପୁର : ସ୍କୁଲ ଖରା ଛୁଟି ହୋଇଯିବା ପରେ ଏକ ବୁଲେରୋ ଗାଡି ଓଡି ୦୨ଟି ୩୯୯୦ ଯୋଗେ ନିଜ ଘର କୁ ଫେରୁଥିବା ବେଳେ ଛତ୍ରପୁର ଥାନା ଅଧିନ ଉଜଳେଶ୍ଵରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ଗାଡି ଟି ଭାରଶ୍ୟାମ ହରାଇ ଦୁର୍ଘଟଣା | ଗାଡି ଟି ରାସ୍ତା ର ତଳକୁ ଖସି ଓଲଟି ପଡିଥିଲା | ଏଥିରେ ଚାଳକ ସମେତ!-->…
ପାଟଖଣ୍ଡା ଠାକୁରାଣୀ ଯାତ୍ରା ଲାଗି ଆଧ୍ୟାତ୍ମିକମୟ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ
ବାଲିଗୁଡା,୨୩/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି l ମା'ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି
-- ଖରା ଏବଂ ବୈଦ୍ୟୁତିକ ଉପକରଣଠାରୁ ସୁରକ୍ଷିତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ
ବ୍ରହ୍ମପୁର : ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସମ୍ଭାବ୍ୟ!-->!-->!-->…
କାଠ ଚୋରାଚାଲାଣରେ ମାତିଛନ୍ତି କାଠ ମାଫିଆ, ଚେଇଁ ଶୋଇଛି ବନ ବିଭାଗ
ଉମରକୋଟ : କଥାରେ ଅଛି ଚୋର ଗଲାପରେ ବୁଦ୍ଧି ଆସେ | ବନ ସବୁ ସରିଗଲା ପରେ ବର୍ତ୍ତମାନ ଚେଇଁଛି ବନ ବିଭାଗ। ବେଧଡ଼କ ବନ କାଟି ସଫା ହୋଇଗଲାଣି, ରାସ୍ତା କଡ଼ରେ କାଠ ମାଫିଆ ମାନେ କାଠ ଡିପୋ ଖୋଲି ବେନିୟମରେ ବେଧଡ଼କ କାଠ ବ୍ୟବସାୟ ଚଳାଉଛନ୍ତି। ଏହି କାଠ ବ୍ୟବସାୟ ଆଳରେ କାଠ ଡିପୋ!-->!-->!-->…
ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଆଶଙ୍କା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମରେ ବୁଧବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଜୈନେକ ବୃଦ୍ଧଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି।ମୃତକ ଜଣଙ୍କ ହେଲେ ଖରିଡା ଗ୍ରାମ କେନାଲ ସାହିର ଦୀନବନ୍ଧୁ ବେହେରା (୫୮) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ!-->…