Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ୱ ଏଡସ୍ ଦିବସ ୨୦୨୪ ଅବ୍ୟବ୍ୟହିତ ପୂର୍ବରୁ ସଚେତନତା ସଭା ଓ କ୍ୟାଣ୍ଡେଲ୍ ରାଲି
ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱରଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୪ ଅବସରେ ଫୁଲବାଣି ସ୍ଥିତ ଚନ୍ଦନ ନଗର ଠାରେ ଏ ବର୍ଷ ର ବିଷୟ “ଅଧିକାର ର ସଠିକ ମାର୍ଗ ଅନୁସରଣ କରିବା” କୁ!-->…
ସ୍କାଉଟ୍ ଗାଇଡ୍ ପ୍ରଶିକ୍ଷଣ ଶିବିର ଉଦଯାପିତ…
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ୍ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଗଣେଷ ବିଦ୍ୟାପିଠ ପରିସରରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପେଟନ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ!-->…
ହିଞ୍ଜିଳି ପୁଲିସ ପଞ୍ଝାରେ ୨ ଲୁଟେରା, ଲୁଟି ନେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଲେ
୮କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ ତାର ସମେତ ଟାଟାଏସି, ଅଟୋ ଓ ୨ ବାଇକ୍ ଜବତହିଞ୍ଜିଳିକାଟୁ : ଗତ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ୩୩କେଭି ବିଦ୍ୟୁତ୍ ସଂଯୋଗୀକରଣ ସକାଶେ ବ୍ୟବହୃତ ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ!-->…
ସିଡିଏମଓଙ୍କ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ : ଉପଯୁକ୍ତ ସେବା ପ୍ରଦାନ ନକଲେ କାର୍ଯ୍ୟାନୁଷ୍ଠାନ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟ କୁମାର ପଣ୍ଡା ଶନିବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଚିକିତ୍ସାଳୟ ପରିସର ସଫେଇ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ନିରାମୟ କେନ୍ଦ୍ରରୁ ରୋଗୀ ଓ ସମ୍ପର୍କୀୟ ମାନେ ଲାଇନରେ ରହି ଔଷଧ ନେଉଥବା!-->…
ବିଜୟମର୍ଚାଣ୍ଟ ଟ୍ରଫି ପାଇଁ ଓଡିଶା ଦଳର ସ୍ଥାନ ପାଇଲେ ମାଲକାନଗିରିର ଯୁବ କ୍ରୀଡାବିତ ଚନଦୀପ
ମାଲକାନଗିରି, ୩୦।୧୧ : ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଓଡିଶା ଦଳର ସ୍ଥାନ ପାଇଛନ୍ତି ମାଲକାନଗିରିର ଯୁବ କ୍ରୀଡାବିତ ଚନଦୀପ। ଆସନ୍ତା ୬ ତାରିଖରେ ଗ୍ଵାଲିୟର ଠାରେ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ ବିଜୟ ମର୍ଚାନ୍ଟ କ୍ରିକେଟ ଟ୍ରଫି ପାଇଁ ଓଡିଶା ଦଳରେ ମାଲକାନଗିରିର ଚନଦୀପ ସିଂ!-->…
ମାଓବାଦୀଙ୍କ ନୂତନ ହତିଆର ବିୟର ବୋତଲ ବୋମା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ନୂଆ ହତିଆର ସାଜିଛି ବିୟର ବୋତଲ ବୋମା, ବିୟର ବୋତଲ ବୋମା ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛିା ସୂଚନା ଅନୁଯାୟୀ ଜଙ୍ଗଲ ମଧ୍ୟରେ ଯବାନଙ୍କ ସହ ଲଢେଇ କରିବା ପାଇଁ ନୂଆ ରଣନୀତି ଅପନେଇଛନ୍ତି ମାଓବାଦୀ ମାନେ। ସହଜରେ!-->…
ଜାତୀୟ ପ୍ରତିଷ୍ଠାନ ଆଇଜରକୁ ଆଲୋକିତ କଲା ଟିପିଏସ୍ଓଡିଏଲ୍
-- ଶିକ୍ଷା ଓ ଗବେଷଣାର ବିକାଶରେ ହେବ ସହାୟକ-- ଆଇଜର୍ ବ୍ରହ୍ମପୁରକୁ ୨୧ କିମି ବ୍ୟାପ୍ତ ସ୍ଵତନ୍ତ୍ର ୩୩ କେଭି ବିଦ୍ୟୁତ ଲାଇନ୍-- ଭରସାଯୋଗ୍ୟ ସ୍ଥାୟୀ ବିଜୁଳି ଯୋଗାଣ ପାଇଁ ୧୬.୬ କିଲୋମିଟର ଭୂତଳ ଲାଇନ୍-- ଓଭରହେଡ୍ ଲାଇନରେ "ବାର୍ଡ ଗାର୍ଡ" ସ୍ଥାପନ
ବ୍ରହ୍ମପୁର : ଟିପି ସଦର୍ଣ୍ଣ!-->!-->!-->…
ଓଡ଼ଗାଁ ବ୍ଲକର ଗୋଡ଼ିପଡା ସ୍ୱାସ୍ଥ୍ୟ କେନ୍ଦ୍ରର ବିକଟଳ ଚିତ୍ର :ଭଗବାନ ଭରସାରେ ୨୦ ଖଣ୍ଡ ଗ୍ରାମ ବାସୀ…
ଏକ ମାତ୍ର ବିକଳ୍ପ ଫାର୍ମାସିଷ୍ଟ…..!
ମାନସିକ ବିକାରଗ୍ରସ୍ତ ଯୁବକକୁ ଟାୱାର ଉପରୁ ଉଦ୍ଧାର କଲେ ପୋଲିସ ଓ ଅଗ୍ନିଶ୍ରମ କର୍ମଚାରୀ…
ମାଲକାନଗିରି :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପରସନପଲ୍ଲୀ ଗ୍ରାମରେ ଥିବା ମୋବାଇଲ ଟାୱାର ଉପରକୁ ଜଣେ ଯୁବକ ଚଢି ଯାଇଥିବା ବେଳେ ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଯୁବକ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୁଚନା ଅନୁଯାୟୀ ଆଜି!-->!-->!-->…
ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫
ବ୍ରହ୍ମପୁର : ବ୍ରହ୍ମପୁର ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ଵତନ୍ତ୍ର ଭୋଟର ତାଲିକା ପଞ୍ଜୀକରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଯୋଗ ଦେଇ!-->…