Browsing Category

ଆଞ୍ଚଳିକ

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ – ନୟାଗଡ଼

ନୟାଗଡ଼ : ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ

କୁସୁମୀ ନଦୀ ଅସ୍ଥାୟୀ ପୋଲରେ ଘାଇ : ତୁରନ୍ତ ବିକଳ୍ପ ଯୋଗୁଁ ଯାତାୟାତ ସ୍ଵାଭାବିକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ - ବାହାଡ଼ାଝୋଲା ରାଜ୍ୟ ସଡକ ପଥରେ ମଶାବାରୀ ଠାରେ କୁସୁମୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ ଉପରେ ନଦୀ ପାଣି ଯାଇ ଘାଇ ସୃଷ୍ଟି ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ରାସ୍ତା ଅତିକ୍ରମ କରିବା ପାଇଁ କୁସୁମୀ ନଦୀର ଉଭୟ ପାର୍ଶ୍ଵରେ କିଛି ସମୟ ପାଇଁ

ସମାଜସେବୀଙ୍କ ବିୟୋଗରେ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା : ବିଶିଷ୍ଟ ସମାଜସେବୀ,ଅଣ କଂଗ୍ରେସ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ,ସାହିତ୍ୟ ସଂସ୍କୃତି ସଂଗଠକ,ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳର ଚାଷୀ ମୁଲିଆଙ୍କ ଅଗ୍ରଣୀ ନେତା, ପ୍ରଶାନ୍ତ ମହାନ୍ତି ରବି ବାବୁଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି lମାହାଙ୍ଗା

ହର ଘର ତ୍ରିରଙ୍ଗା-୨୦୨୬ ଅବସରରେ କୋରାପୁଟରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

କୋରାପୁଟ:-08/08/26--- ଆସନ୍ତା ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶବ୍ୟାପୀ ‘ହର ଘର ତ୍ରିରଙ୍ଗା-2026’ ଅଭିଯାନକୁ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଦେଶର ବିଭିନ୍ନ ସ୍ଥାନରେ ଅଗଷ୍ଟ

ପ୍ରବଳ ବର୍ଷାରେ ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ୨ ଘଣ୍ଟା ଯାତାୟାତ ବ୍ୟାହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବର୍ଷା ପାଣି ନିଷ୍କାସନର ସୁବିଧା ନଥିବାରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଫଳରେ ପ୍ରାୟ ଦୁଇ

ନିଶାଶକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପରେ ଘରକୁ ପଠାଇଲା ବାଲୁଗାଁ ପୋଲିସ

ବାଲୁଗାଁ : ବର୍ତ୍ତମାନ ସମୟରେ ମାନବିକତା ବଞ୍ଚି ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ବାଲୁଗାଁ ପୋଲିସ । ଖବର ମୁତାବକ ଗୁରୁବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଗାନ୍ଧୀ ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ପଡି ସାଧାରଣ ଜନତାଙ୍କୁ ଗାଳିଗୁଲଜ କରୁଥିବା ଦେଖି ସ୍ଥାନୀୟ ଲୋକେ ୧୧୨ କୁ ଫୋନ

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦଘାଟିତ; ପ୍ରାୟ ୭.୭୯ କୋଟି ବ୍ୟୟରେ…

କୋଟପାଡ଼ (କୋରାପୁଟ) : କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କୋଠାର ଶୁଭ ଉଦଘାଟନ ହୋଇଯାଇଛି। ସ୍ଥାନୀୟ ବିଧାୟକଙ୍କ କରକମଳରେ ଏହି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ପ୍ରାୟ ୭

କ୍ଷତ୍ରିୟବରପୁର ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୋରଡ଼ା : ୧୨୯–ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷତ୍ରିୟବରପୁରରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍‌ସି) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ବୁଥ୍ ସ୍ତରୀୟ

ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ : ବିଜେଡି କର୍ମୀ ବିଜେପିରେ ସାମିଲ

ନୟାଗଡ଼: ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତରେ ଆଜି ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ

ଗଞ୍ଜାମ ମହାବିଦ୍ୟାଳୟର ୫୮ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଭଲ ମଣିଷ ହେବା ସହ ମା’ବାପା ଓ ଶିକ୍ଷକଙ୍କୁ ସମ୍ମାନ ଦେବାକୁ ବିଧାୟକଙ୍କ ପରାମର୍ଶ ଛତ୍ରପୁର : ଗଞ୍ଜାମ ମହାବିଦ୍ୟାଳୟର ୫୮ତମ ସ୍ୱନକ୍ଷତ୍ର ଦିବସ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ. ସ୍ମରଣିକା ହୋତାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଅବସରରେଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର