Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
“ଆସ ବହିଟିଏ କିଣିବା” : ଓଡ଼ିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଠାରେ କାର୍ଯ୍ୟକ୍ରମ
ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ " "ଆସ ବହିଟିଏ କିଣିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ତଥା!-->…
ଆସିକାର ଖମାନାଳ ମାନଚିତ୍ରରୁ ଉଭାନ.. !
ରାଜସ୍ୱ ବିଭାଗ ନାଳକୁ ଖୋଜିବାରେ ଅଭିନୟ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଏଠିକାର ବାବୁ ମାନେ ଫାଇଲ ଗାଏବ କରିବାରେ ସିଦ୍ଧହସ୍ତ ବୋଲି ଖମାନାଳ ବର୍ତ୍ତମାନ ଆସିକା ମାନ ଚିତ୍ରରୁ ହଜିଯିବା ର ଏକ ନଗ୍ନ ନମୁନା। ଆସିକା!-->…
ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତ୍ୱ ଦିବସ ପାଳିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ ପକ୍ଷରୁ ସାହସୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟରେ କ୍ୟାମ୍ପ ପରିସରରେ ବୀରତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କମାଣ୍ଡାଣ୍ଟ ପଙ୍କଜ ବର୍ମା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି!-->…
ଜେସିବି ଦ୍ୱାରା ହେଉଛି ଏନ. ଆର.ଜି.ଏ କାର୍ଯ୍ୟ…
ପି ସି ଖାଇ ପ୍ରଶାସନ ନୀରବ ଦ୍ରଷ୍ଟା...
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଆଜି ଖଣ୍ଡଦେଉଳୀ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୋଠ ଗାଁ ଠାରେ ମଶାଣିବନ୍ଧ ନାମରେ କୁଆଡ଼େ ଜେସିବି ଦ୍ୱାରା ଏନ.!-->!-->!-->…
ବୃଦ୍ଧଙ୍କୁ ଟାଙ୍ଗିଆଁ ରେ ହାଣି ହତ୍ୟା, କାରଣ ଅସ୍ପଷ୍ଟ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ସଳଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ବେସାଲବାଡ଼ି ଗ୍ରାମରେ ଘଟିଯାଇଛି ଏକ ମର୍ମନ୍ତଦ ଘଟଣା । ଚଳିତ ମାସ ୦୯ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ବାବଇମୋହନ ଅଞ୍ଚଳର ଶିର୍ବାନୁଷ ଡୁଙ୍ଗଡୁଙ୍ଗ ୫୫ ବର୍ଷ ବେସାଲବାଡି!-->…
ବିବାହ ପ୍ରତିଶ୍ରୁତି ଦେଇ ଦୁର୍ଷ୍କମ ଘଟଣା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ : ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଜିଦ୍ କରିବାରୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲେ। ପୀଡିତା ଯୁବତୀ ଜଣଙ୍କ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-!-->…
ମା ତାରାତାରିଣୀଙ୍କ ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମାପନ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ର ଶେଷ ଚତୁର୍ଥ ପାଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି। ମଙ୍ଗଳବାର ପ୍ରତଃ ୫ ଘଟିକା ସମୟରେ ଦ୍ଵାରା ଫିଟା ଯାଇ ମା ବସନ୍ତିକ ଦୁର୍ଗା ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ମଧ୍ୟାହ୍ନ!-->…
ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହୋଇ ଆସିବା ବେଳେ ଚାଲିଗଲା ରୋଗୀଙ୍କ ଜୀବନ
ମାଲକାନଗିରି, ୮।୪ ରାସ୍ତା ନଥିବା ରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ, ଭାରରେ ବୋହି ହସ୍ପିଟାଲକୁ ନେଉ ଥିବା ବେଳେ ଚାଲିଗଲା ଅସୁସ୍ଥ ଯୁବତୀର ଜୀବନ। କିଛି ଏପରି ଦୁଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କାତ୍ରାକୁଣ୍ତ ଗ୍ରାମରୁ। ସୂଚନା ଅନୁଯାୟୀ ଏହି!-->…
ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ “ପ୍ରସ୍ତୁତି” ମଡୁଲ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ "ପ୍ରସ୍ତୁତି" ମଡୁଲ କାର୍ଯ୍ୟକ୍ରମ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି l ଏଥିରେ ବାଲିଗୁଡ଼ା ବ୍ଲକ୍!-->…
ଅବ୍ୟବସ୍ଥାରେ ଚାଲିଛି ନୟାଗଡ଼ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ସେବା ସମବାୟ ସମିତି
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୧୫୭ ଟି ସେବା ସମବାୟ ସମିତି ରହିଥିବା ବେଳେ ରାଜ୍ୟ ଅଡିଟ ରିପୋର୍ଟ ଅନୁସାରେ ନୟାଗଡ଼ ଜିଲ୍ଲାର ୧୧ ଟି ସମବାୟ ସମିତି ଲାଭ ଦେଖାଉଥିବା ବେଳେ ଅବଶିଷ୍ଟ ୧୪୬ ସମବାୟ ସମିତି କ୍ଷତି ରେ ଚାଲିଛି ।ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୨୭୧୧ ଟି ସମବାୟ ସମିତି ଥିବା ବେଳେ!-->…