Browsing Category

ଆଞ୍ଚଳିକ

ରାୟଗଡ଼ାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାୟଗଡା : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭା ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ

ଉତ୍କଳ ସାମ୍ବାଦିକ ସଂଘ କୋରୁକୋଣ୍ଡା ଶାଖା ପକ୍ଷରୁ ବନ୍ଧୁ ମିଳନ ସହ ଆଗାମୀ ଜିଲ୍ଲାସ୍ତରୀୟ ନିର୍ବାଚନକୁ ନେଇ ବୈଠକ…

ମାଲକାନଗିରି : ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସୋରୁଲୁକୋଣ୍ଡା ଠାରେ ଥିବା ପାର୍କ ପରିସରରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର

ସ୍ତ୍ରୀ କୁ ହତ୍ୟା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ମାଲକାନଗିରି : ଗତକାଲି କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କୁ ନେଇ ଶୋକର ଛାୟା ଖେଳି ଯାଇଥିବା ବେଳେ ଅଭିଯୁକ୍ତ କୁ ଫାଶୀ ଦେବା ପାଇଁ ଗାଁ ବାସୀ ରାସ୍ତା ରୋକ କରିବା ସହ ଅଭିଯୁକ୍ତ ର ହୋମଗାର୍ଡ ସାଙ୍ଗ କୁ ମଧ୍ୟ ଏହି ହତ୍ୟା କାଣ୍ଡରେ ଜଡିତ କରି

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଯୁବ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଘୁ଼.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଦିଲୀପ କୁମାର ମହାପାତ୍ର ଯୋଗ ଦେଇ

ମୌଳିକ ସୁବିଧାରୁ ବଞ୍ଚିତ ସାର୍ତ୍ତାଗୁଡା ଆବାସିକ ବିଦ୍ୟାଳୟ

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତ୍ତାଗୁଡା ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ଦୁର୍ଦ୍ଦଶା କହିଲେ ନସରେ। ଦେଶ ସ୍ୱାଧୀନତା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଆବାସିକ ବିଦ୍ୟାଳୟର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରି ନାହି। ୧୯୪୮ ମସିହାରେ

ନିଆଁ ଲଗାଇ ଧାନ ଫସଲ ନଷ୍ଟ ଅଭିଯୋଗ, ଥାନାରେ ଏତାଲା

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଶନିବାର ସକାଳେ ନିଆଁ ଲଗାଇ ଧାନଫସଲ ନଷ୍ଟ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣା ନେଇ ଜମି ମାଲିକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଏମ. ଦିଲ୍ଲିପ କୁମାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ

୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ।

ବ୍ରହ୍ମପୁର : ୭୬ ତମ ସ୍ବାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ୧୧.୦୧.୨୦୨୫ ଓ ୧୨.୦୧.୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା, ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା

ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ଯୁବ ଦିବସର ବାର୍ତ୍ତା : ସ୍ଥିରତା ଏବଂ ଦାୟିତ୍ବ ସହ ରାଷ୍ଟ୍ରକୁ ଆକୃଷ୍ଟ…

ଆସିକା : ବିଶ୍ବର ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅଜିତ କୁମାର ମୁନୀଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ସଂପାଦିତ ହୋଇଯାଇଛି। ସ୍ବାମୀଜୀଙ୍କ ଏହି ସ୍ବନକ୍ଷତ୍ର ଦିବସରେ ମହାବିଦ୍ୟାଳୟ

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ର ଆହ୍ବାନ : “ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ…

ବ୍ରହ୍ମପୁର : ୧୬୨ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଏମ. କେ.ସି.ଜି.

ଗଞ୍ଜାମ ଜିଲ୍ଲାରେ ରାଜସ୍ୱ ଓ ଖଣି ବିଭାଗ କୁ ଖୋଲା ଚ୍ୟାଲେଞ୍ଜ :ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ……!

କିଛି ରାଜ୍ୟସ୍ୱ ଅଧିକାରୀ ଅଛନ୍ତି ଭାଗୁଆଳି...!! ସରକାର ଙ୍କ ନିୟମ ଓ କଟକଣା କୁ ଫୁଁ……!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ନୀତିନିୟମ କୁ ଉଲଂଘନ କରି ଛତୁ ଫୁଟିଲା ଭଳି ମାଳ ମାଳ କ୍ରସର ୟୁନିଟ ସ୍ଥାପନ ହୋଇଛି। ପୁରୁଷୋତ୍ତମପୁର, କନିଶି, କୁକୁଡ଼ାଖଣ୍ଡି, ଚିକିଟି, ଆସିକା