Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନୟାଗଡ଼ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ
ନୟାଗଡ଼: ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣାଦେବ ସମାଦାର!-->…
୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଘୋଡାହଡ ନଦୀ ସେତୁ ନିକଟ ଖଣ୍ଡରା ଛକରୁ ମଙ୍ଗଳବାର ସକାଳୁ ହିଞ୍ଜିଳିକାଟୁ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବସ ଉପରେ ଚଢାଉ କରି ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ଗିରଫ ଯୁବକ ହେଲେ ମହାରାଷ୍ଟ୍ର ପୁନେ ଜିଲ୍ଲା!-->…
ବାରଖମା ଠାରେ ଧାନମଣ୍ଡି ଉଦଘାଟିତ
ବାଲିଗୁଡ଼ା : କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବା ପାଇଁ ସ୍ଥିର ହୋଇଥିଲା।ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ!-->…
ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଏଣ୍ଟ୍ରାନ୍ସ ପରୀକ୍ଷା…
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତିନଟି ସେଣ୍ଟର ରେ ପରୀକ୍ଷା ହୋଇଯାଇଛି ! ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରମିତ୍ରପୁର, ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କୁଆଁରମୁଣ୍ଡା ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେଲିପୋଷ କୁଆଁରମୁଣ୍ଡା ରେ ସେଣ୍ଟର ପଡିଥିଲା !!-->…
ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ଠକେଇ ଘଟଣା : ଦୁଇଟି ମମାଲର ରାୟ ପ୍ରକାଶ
ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆଇ ଏଫ ଏସ ଅଭୟ ପାଠକ, ପୁଅ ଆକାଶ ପାଠକ ତିନିଜଣଙ୍କୁ ଦୁଇଟି ମାମଲା ରେ ନିର୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର କୋର୍ଟ । ଟାଟା କମ୍ପାନୀରେ ଚାକିରୀ କରେଇବାକୁ କହି ଟଙ୍କା ଠକି ନେବା ଘଟଣାରେ ପୂର୍ବତନ ବିଧାୟକ ତଥା!-->…
୨ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ହିଞ୍ଜିଳିକାଟୁ : ୫୯; ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପାଟପୁର ଥାନା ଡେଙ୍ଗାଡି!-->…
ଡୋସ୍କା ଗଣ୍ଡ,ମୃତ୍ୟୁର ରହସ୍ୟ ଉନ୍ମୋଚନ : ପର୍ଦାଫାସ କଲେ କୁନ୍ଦେଇ ପୋଲିସ
ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ତୁରୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ତୁରୁଡ଼ିହି ଆଦିବାସୀ ଗ୍ରାମର ରଞ୍ଜନ ଗଣ୍ଡ (୧୯ବର୍ଷ )ପିତା ବସନ୍ତ ଗଣ୍ଡଙ୍କ ମୃତ ଶରୀର ଗତ ୩ ତାରିଖ ଦିନ ଅତି ବିଭତ୍ସ ଅବସ୍ଥାରେ ନୀଳଗିରି ପାଦ ଚଲା ରାସ୍ତାର ପାର୍ଶରେ ପଡ଼ି ଥିଲା । ୪ ତାରିଖରେ!-->…
ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ : ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ୬୫ ବର୍ଷର ଜଣେ ବୃଦ୍ଧ ଘରେ ଏକାକୀ ପାଇ ବଳପୂର୍ବକ ଦୁର୍ଷ୍କମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା। ଦୁର୍ଷ୍କମ ପରେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଘଟଣା ନେଇ ପୀଡିତା ମହିଳା!-->…
ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟନ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶ୍ରୀ ବିଭୀଷଣ ତନ୍ତୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇଁ ବାର୍ଷିକ କ୍ରୀଡ଼ା କାଯ୍ୟକ୍ରମ କରାଯାଇଛି !
ଏହା ଦୁଇଦିନ ଧରି ଚାଲିବ ! ଏହି!-->!-->!-->!-->!-->…
କ.ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ନୂତନ ଥାନା ଅଧିକାରୀ ଭାବେ ଅଶୋକ କୁମାର ହାଂସଦା କାର୍ଯ୍ୟରେ ଯୋଗ ଦେଇ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଦାରିଙ୍ଗବାଡି ଥାନାରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଏଠାରେ ସେ ଯୋଗ ଦେବା!-->…