Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଚିକିଟୀ : ଏହି ବ୍ଲକରେ ଗୁରୁବାର ଦିନ ଚିକିଟୀ ଗଡ କଲ୍ୟାଣ ମଣ୍ଡପ ଠାରେ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଓ ସାମଜିକ ମଙ୍ଗଳ ବିଭାଗ ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ଓଡିଶା ରାଜ୍ୟ ମହିଳା କମିଶନ, ଜ଼ିଲ୍ଲା ସାମାଜିକ ମଙ୍ଗଳ, ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ!-->…
ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳଙ୍କ ସହ ବହୁ…
ନନ୍ଦାହାଣ୍ଡି : ନନ୍ଦାହାଣ୍ଡିରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ବୈଠକରେ ରାଜସ୍ୱ ସଂଗ୍ରହର ସ୍ଥିତି, ଗୃହହୀନ ପରିବାରକୁ ଜମି ପ୍ରଦାନର ସ୍ଥିତି, ତହସିଲ ସ୍ତରରେ ପ୍ରଦାନ କରାଯାଉଥିବା!-->…
କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଭୁଜା ପାଇପ ଏଣ୍ଡ ଫିଟିଙ୍ଗ ୟୁନିଟ ପରିଦର୍ଶନ
ଛତ୍ରପୁର : ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ କରିବା ନିତାନ୍ତ ଆବଶ୍ୟକ l ବିଶେଷ କରି ଇଣ୍ଡଷ୍ଟ୍ରିରଲ ରେ ମାଲ ଉତ୍ପାଦନ ଓ ବିକ୍ରୟ କରିବାର ପ୍ରକ୍ରିୟା ଆଦି ବିଷୟରେ ଜ୍ଞାନ ଆହୋରଣ କରିବା ଲକ୍ଷ୍ୟ ନେଇ!-->…
ସୌର ଶକ୍ତି ଚାଳିତ ହେଲା ଟିପିଏସ୍ଓଡିଏଲର ତିନି ପ୍ରମୁଖ କାର୍ଯ୍ୟାଳୟ
-- ଦକ୍ଷିଣ ଓଡ଼ିଶାରେ ସମସ୍ତ କାର୍ଯ୍ୟାଳୟକୁ ସୌର ଶକ୍ତି ଚାଳିତ କରିବା ପାଇଁ ଯୋଜନା-- ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହନ
ବ୍ରହ୍ମପୁର : ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ!-->!-->!-->…
ଗଞ୍ଜାମ ଜିଲା ପ୍ରଶାସନ ସହ ଏମ୍ଓୟୁ ସ୍ବାକ୍ଷର କଲା ଆଇଆର୍ଇଏଲ୍
ଛତ୍ରପୁର,: ଗଞ୍ଜାମ ଜିଲାରେ ମିଠା ହେବ ସମୁଦ୍ର ପାଣି ଏହି ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ସହ ଶୁକ୍ରବାର ଆଇଆର୍ଇଏଲ୍ର ଏମ୍ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ୱାରା ସମୁଦ୍ରର ପାଣିକୁ ମଧୁର ଜଳ ଭାବେ ଗଞ୍ଜାମବାସୀ ବ୍ୟବହାର କରିବେ। ଏହି ଏମ୍ଓୟୁ ସ୍ବାକ୍ଷର ବେଳେ ଗଞ୍ଜାମ ଜିଲାପାଳ!-->…
ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୧୫ରୁ ଆରମ୍ଭ : ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ!-->…
ଦ୍ୱିତୀୟ ଥର ପାଇଁ ସ୍ଥିତି ଜାହିର କଲା ଲାଲ ବାହିନୀ : କହମଗୁଡା ଛକ ଘାଟି ଅଞ୍ଚଳ ରେ ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର
ବାଲିଗୁଡା,ତା, ୧୪/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଂଚଳରେ ପୁନଃ ଦ୍ଵିତୀୟ ଥର ପାଇଁ ଲାଲ ବାହିନୀ ବ୍ୟାନର ଓ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଛି l କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଶୁକ୍ରବାର ସକାଳୁ ସକାଳୁ ବାଘୁନା!-->…
ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ
ବାଲିଗୁଡା ,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨୦୧୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଦୀର୍ଘ ୧୧ ବର୍ଷ ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ ଙ୍କ ଅଦାଲତ ରାୟ ପ୍ରକାଶ କରି!-->!-->!-->…
ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ : ବସୁନ୍ଧରା ଯୋଜନାର ଚିହ୍ନଟ ହିତାଧିକାରୀ ତୁରନ୍ତ ପଟ୍ଟା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ
ଛତ୍ରପୁର, : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା ଯୋଜନା ଆନୁକୂଲ୍ୟ ରେ ଗଞ୍ଜାମ ଜିଲ୍ଲା ରେ ଚିନ୍ହଟ ହୋଇଥିବା ୧୬୪୩ ଜଣ ଭୂମିହୀନ ମଧ୍ୟ ରୁ!-->…
ଭୁବନ ନଗରପାଳଙ୍କ ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ ରଥ ଉଦଘାଟିତ
ବ୍ରହ୍ମପୁର : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ସ୍ୱଚ୍ଛତା କରିବା ଉଦେଶ୍ୟରେ ସ୍ୱଚ୍ଛ ସର୍ବେକ୍ଷଣ ରଥ କୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭୁବନ ନିର୍ବାହୀ ଅଧିକାରୀ ଲୋକ ନାଥ ବେଜ ଓ ସମସ୍ତ ୱାର୍ଡ ସଭ୍ୟ ଅଂଶ ଗ୍ରହଣ କରିଥିଲେ। ଭୁବନ!-->…