Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ
ଆମ୍ବଗଡ଼ : ଗତ ଅଗଷ୍ଟ ୧ ତାରିଖ ଶନିବାର ଦିନ ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦ୍ୱିତୀୟ ମାସିକ କ୍ଲଷ୍ଟର ବୈଠକ (MCM) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆମ୍ବଗଡ଼ ସମବାୟ ସମିତିର ସଭାପତି तथा ଯୁବ ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର!-->!-->!-->…
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ
ନୟାଗଡ଼: ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ବରପଲ୍ଲୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅନିଲ କୁମାର ଦାଶ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବରପଲ୍ଲୀ ଉଚ୍ଚ!-->…
ବିଦ୍ୟାଳୟ ସ୍ତରୀୟ “ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି!-->…
ଛିନତାଇ ମାମଲାକୁ ସଫଳତାର ସହ ଚିହ୍ନଟ କରିଛି ସେକ୍ଟର-୧୯ ପୋଲିସ
ବିତମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର-୧୯ ପୋଲିସ ଷ୍ଟେସନ ଏକ ଛିନତାଇ ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ତିନି ଜଣ ମୋଟରସାଇକେଲ ଆରୋହୀ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେଇ ପଳାଇଥିବା ନେଇ ଥାନାରେ!-->…
ବେଆଇନ ବାଲି ଗଦା ଉପରେ ଖଣିବିଭାଗ, ରାଜସ୍ୱ, ଏବଂ ପୋଲିସ ର ମିଳିତ ଚଢ଼ାଉ ୧୨ଟି ୧୬ଚକିଆ ହାଇବା ଥାନାରେ ଅଟକ…
ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚୋରାଚାଲାଣ ଉପରେ ପ୍ରଶାସନ ପକ୍ଷରୁ କୋଡ଼ାପ୍ରହାର କରାଯାଇଛି। ଆଜି ଖଣି ବିଭାଗ, ରାଜସ୍ୱ ବିଭାଗ ଏବଂ ପୋଲିସର ମିଳିତ ଟିମ୍ ବେଆଇନ ବାଲି ଗଦା ଉପରେ ଚଢ଼ାଉ କରି ବାଲି ବୋଝେଇ ୧୨ଟି!-->…
ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖ ଗୁରୁପ୍ରିୟା ବାଳିକା ଛାତ୍ରାବାସରେ ଅବ୍ୟବସ୍ଥା, ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ,…
ମାଲକାନଗିରି, ୧ ଅଗଷ୍ଟ : ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ଗୁରୁପ୍ରିୟା ବାଳିକା ଛାତ୍ରାବାସରେ ଗତ ତିନି ଦିନ ଧରି ପ୍ରଶାସନିକ ଅବ୍ୟବସ୍ଥା ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରାବାସର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପ୍ରସୂତି ଛୁଟିରେ ଥିବାବେଳେ ତାଙ୍କ ସ୍ଥାନରେ ଅନ୍ୟ!-->!-->!-->…
ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ : ଜିଲ୍ଲାପାଳ
ବିଭାଗ ଅନୁଯାୟୀ ନ୍ୟସ୍ତ ଦାୟିତ୍ୱ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୪ ଓ ୫!-->!-->!-->!-->!-->…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସର୍ଟ ସର୍କିଟରୁ ଏସି ଓ କାନ୍ଥର ଟାଇଲି ଜଳିଗଲା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ରରେ ରୋଗୀ ନିରୀକ୍ଷଣ ଗୃହରେ ସର୍ଟ ସର୍କିଟ ଯୋଗୁଁ ଏସି ଓ କାନ୍ଥ ଟାଇଲି ମଧ୍ୟପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରୋଗୀ ନିରୀକ୍ଷଣ ଗୃହଟି ବନ୍ଦ ରହିଥିବା ବେଳେ ଉକ୍ତ ଗୃହରେ କୌଣସି କାରଣରୁ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ଏହି!-->…
ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି…
ନୟାଗଡ଼, ୦୧/୦୮(ନିସର୍ତ୍ତ) :ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କ୍ଲଷ୍ଟରର ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ ଓ ସଫଳତାକୁ ଶବ୍ଦ ଓ ଚିତ୍ର ମାଧ୍ୟମରେ ଲିପିବଦ୍ଧ!-->…
ବାଲୁଗାଁରୁ ୩୧ କିଲୋ ଗଞ୍ଜେଇ ଜବତ: ୨ ଗିରଫ, କୋର୍ଟ ଚାଲାଣ
ବାଲୁଗାଁ: ଯେତେ ଧରପଗଡ଼ ହେଲେ ବି ଅଞ୍ଚଳରେ ନିଶା ବେପାରୀଙ୍କ ପ୍ରାଦୁର୍ଭାବ ଥମିବାର ନାଁ ନେଉନାହିଁ। ଆଜି ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ!-->!-->!-->…