Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସରକାରଙ୍କ ପ୍ରତିଶ୍ରୁତି ପାଣିରଗାର, ମଣ୍ଡି ବଦଳରେ ବେପାରୀଙ୍କ କବଜାରେ ଆଦିବାସୀ ଅଞ୍ଚଳ ଚାଷୀଙ୍କ ଧାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଅଧିକାଂଶ ଲୋକ ଜୀବିକା ଉପାର୍ଜନ କରିବା ନିମନ୍ତେ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ଅଧିକାଂଶ ଜମି ପାହାଡ଼ିଆ ତଥା ଅନୁର୍ବର ଏବଂ ଅଣ ଜଳ ସେଚିତ ହୋଇଥିବାରୁ ଅଧିକାଂଶ ଲୋକ ମୌସୁମୀ ବାୟୁର!-->…
ସୁଶାସନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ତରଫରୁ ସୁଶାସନ ଦିବସ ପିଏ ଆଇଟିଡିଏ ଫୁଲବାଣୀ ସଭାଗୃହ ଠାରେ ପାଳିତ ହୋଇ ହୋଇ ଯାଇଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସି ଡ଼ବ୍ଲ ସି ସଭ୍ୟ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୪୫ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାଶ ,ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପିଡିତା ୧୨ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ମହାସେକ ମୁଠା ମାଝୀକୁ ଦୋଷୀ ସାବ୍ୟସ୍ତ!-->…
ନିର୍ବାଚନୀ ଜୁମଲା : ମାଗଣା ବିଦ୍ୟୁତ କେବଳ ପ୍ରତିଶୃତି ରେ ରହିଗଲା…!
ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଦଳ ସେମାନଙ୍କ ନିର୍ବାଚନୀ ଇସ୍ତହାର ରେ ମାଗଣା ବିଜୁଳି ଦିଆଯିବ ବୋଲି କହିଥିଲେ। ରାଜଧାନୀ ଦିଲ୍ଲୀ ଷ୍ଟାଇଲ ରେ ଉଭୟ ଦଳ କ୍ଷମତା କୁ ଆସିଲେ ତିନି ସହ ୟୁନିଟ ମାଗଣା ବିଜୁଳି ଦେବେ ବୋଲି କହିଥିଲେ। ହେଲେ ସାଧାରଣ ଜନତା ଆଜି!-->…
ରାଏବଗା ପୋଲିସ ପକ୍ଷରୁ ଏମଭିଆଇ ଯାଞ୍ଚ, ୧୬ ହଜାର ଟଙ୍କା ଜରିମାନା ଆଦାୟ…
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ବିଭିନ୍ନ ଜାଗାରେ ଆଜି ଏମଭିଆଇ ଯାଞ୍ଚ ବସି ଫାଇନ ଆଦାୟ କରାଯାଇଥିଲା । ଏହି ଯାଞ୍ଚରେ ହେଲମେଟ, ଲାଇସାଂଶ, ଗାଡିର କାଜପତ୍ର, ଇସ୍ପିଟ ଡ୍ରାଇଭିଙ୍ଗ, ଡ୍ରିଙ୍କିଙ୍ଗ ଡ୍ରାଇଭିଙ୍ଗ, ସିଟ ବେଲଟ ଏବଂ ତିନିଜଣ ବସି ବାଇକ ଚଲାଇବାକୁ ନେଇଁ!-->…
ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମନୁସେନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ବ୍ରହ୍ମପୁର : ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଶତ ବର୍ଷିକୀ ଅବସରରେ ମନୁସେନା ପକ୍ଷରୁ ଆୟୋଜିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ!-->!-->!-->…
ରାମଲିଙ୍ଗେଶ୍ୱର ପାର୍କଠାରେ ବାଜପେୟୀଜୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ
ବ୍ରହ୍ମପୁର : ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଉଦଘାଟନ କଲେ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ । ସମଗ୍ର ବିଶ୍ବ ରେ ରାଷ୍ଟ୍ର ରାଷ୍ଟ୍ର ମଧ୍ଯରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ!-->…
ବରକନ୍ୟା ଜଳ ପ୍ରପାତ ଉନ୍ନତିକରଣରେ ଦୁର୍ନୀତି ଅଭିଯୋଗ
ନୟାଗଡ଼ : ନୟାଗଡ଼ ଜିଲ୍ଲା ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ବରକନ୍ୟା ଝରଣା ଉନ୍ନତିକରଣରେ ବ୍ୟାପକ ଦୁର୍ନୀତି ହୋଇଛି । ଏହାର ବିଧିବଦ୍ଧ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିଲ୍ ପୈଠ ନ କରିବାକୁ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ଅଖିଳ ଭାରତ ଯୁବ ଛାତ୍ର ସଂସଦର ପ୍ରତିଷ୍ଠାତା ସେଖ ଅବଦୁଲ ଅହାଦ!-->…
୯୯୯ କିଲୋ ଗଞ୍ଜେଇ ଚୋରା ଚାଲାଣ ମାମଲା, ଜମାନତରେ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ପୁଣି ଗିରଫ ହେଲେ…
ମାଲକାନଗିରି, ୨୫।୧୨ : ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ!-->…
ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜିଲାସ୍ତରୀୟ ସୁଶାସନ ଦିବସ
ମାଲକାନଗିରି : ମହାନ ଜନନାୟକ ତଥା ଯଶସ୍ୱୀ କବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ଵାବଧାନରେ ରେ!-->…