Browsing Category

ଆଞ୍ଚଳିକ

ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ଯୁବ ଦିବସର ବାର୍ତ୍ତା : ସ୍ଥିରତା ଏବଂ ଦାୟିତ୍ବ ସହ ରାଷ୍ଟ୍ରକୁ ଆକୃଷ୍ଟ…

ଆସିକା : ବିଶ୍ବର ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅଜିତ କୁମାର ମୁନୀଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ସଂପାଦିତ ହୋଇଯାଇଛି। ସ୍ବାମୀଜୀଙ୍କ ଏହି ସ୍ବନକ୍ଷତ୍ର ଦିବସରେ ମହାବିଦ୍ୟାଳୟ

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ର ଆହ୍ବାନ : “ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ…

ବ୍ରହ୍ମପୁର : ୧୬୨ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଏମ. କେ.ସି.ଜି.

ଗଞ୍ଜାମ ଜିଲ୍ଲାରେ ରାଜସ୍ୱ ଓ ଖଣି ବିଭାଗ କୁ ଖୋଲା ଚ୍ୟାଲେଞ୍ଜ :ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ……!

କିଛି ରାଜ୍ୟସ୍ୱ ଅଧିକାରୀ ଅଛନ୍ତି ଭାଗୁଆଳି...!! ସରକାର ଙ୍କ ନିୟମ ଓ କଟକଣା କୁ ଫୁଁ……!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ନୀତିନିୟମ କୁ ଉଲଂଘନ କରି ଛତୁ ଫୁଟିଲା ଭଳି ମାଳ ମାଳ କ୍ରସର ୟୁନିଟ ସ୍ଥାପନ ହୋଇଛି। ପୁରୁଷୋତ୍ତମପୁର, କନିଶି, କୁକୁଡ଼ାଖଣ୍ଡି, ଚିକିଟି, ଆସିକା

ରାମ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ସହରାଞ୍ଚଳ ରେ ଆଜି ରାମ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା । ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି

ବାଲିଗୁଡ଼ା ବ୍ଲକ୍ସ୍ତରୀୟ ଜନପ୍ରତିନିଧି ପରିଷଦର ତୃତୀୟ ବାର୍ଷିକୀ ବୈଠକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାୟତ୍ରୀ ମଣ୍ଡପ ଠାରେ ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବ୍ଲକର ପ୍ରତି ପଞ୍ଚାୟତ ରୁ ଆସିଥିବା ଜନପ୍ରତିନିଧି ନିଜ ନିଜ ପଞ୍ଚାୟତର ସୁବିଧା ଅସୁବିଧା ବୈଠକରେ

ବାପାର ଛୁରା ମାଡ଼ରେ ପୁଅ ମୃତ : ବାପା ପୋଲିସ୍ ନିକଟରେ ଆତ୍ମସମର୍ପଣ କଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହ ନେଲା ଉଗ୍ର ଋପ । ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେପଟେ ହତ୍ୟାକାରୀ ବାପା ବାଲିଗୁଡ଼ା ପୋଲିସ୍ ନିକଟରେ

ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଲକ୍ଷ ଲକ୍ଷ ଟଙ୍କାର ପୋଚ, ରନ୍ଧା ମଦ ନଷ୍ଟ

ଚିକିଟୀ : ଗଞ୍ଜାମ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ବେଆଇନ ଚୋରା ମଦଭାଟି ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟୀ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ଵାମିତ୍ର

ପିଶାଚ ସ୍ୱାମୀର ବର୍ବର କାଣ୍ଡ, ସ୍ତ୍ରୀ ଗଳା କାଟି ଥାନାରେ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି ସ୍ବାମୀ। ସ୍ତ୍ରୀ ଶ୍ରୀତି ବିଶ୍ୱାସଙ୍କ ବେକ ଓ ମୁହଁରେ ରହିଛି ଗଭୀର କ୍ଷତ। ଗତକାଲି

ଭୁବନେଶ୍ୱରରେ ଚମକିଲେ ବଣ୍ଡା ଯୁବତି, ସୁନ୍ଦରି ପ୍ରତିଯୋଗିତାରେ ଭାଗ ନେଇ ହେଲେ ଇଉପିଏ ବିଜେତା

ମାଲକାନଗିରି: ମାଲକାନଗିରି ଭଳି ଆଦିବାସୀ ବହୁଳ ବଣ ଜଙ୍ଗଲ ଘେରା ଜିଲ୍ଲାର ଜଣେ ବଣ ମଲ୍ଲୀର ମହକ ଆଜି ସାରା ଓଡିଶାକୁ ବିମହିତ କରିଛିl ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଚମକିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଆଦିମ ଜଣଜାତିର ଝିଅ ଆଦିବାରୀ

ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ୍ ଲୋକାର୍ପିତ, ୧୮୦୦ ମସିହାରୁ ଦସ୍ତାବିଜ ସଂରକ୍ଷିତ

କଟକ ୧୧।୧: ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ